Movie prime

ପ୍ରଭୁ ଜଗନ୍ନାଥ ଙ୍କ ରଥ ସମ୍ପର୍କରେ ଏହି ତଥ୍ୟ ଅନେକ ଲୋକ ଜାଣି ନାହାନ୍ତି ଦେଖନ୍ତୁ ମହାପ୍ରଭୁଙ୍କ ଲୀଳା ରେ ବର୍ଣ୍ଣିତ ରଥର ଇତିହାସ - Jay Jagannath

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special Report
ଆପଣମାନେ ଏହି ସୋସିଆଲ ମିଡ଼ିଆ ଦ୍ଵାରା ସବୁ ଖବରକୁ ନେଇ ଆସୁଥିବା ସୂଚନା ମଧ୍ୟ ପାଇପାରିବେ । ଆପଣମାନେ ତ ପବିତ୍ର ରଥଯାତ୍ରାକୁ ନେଇ ଆସୁଥିବା ଖବର ବିଷୟରେ ଜାଣିଥିବେ । ଆପଣମାନେ ସମସ୍ତେ ସୋସିଆଲ ମିଡ଼ିଆ ହେଉ ବା ଟିଭି, ମୋବାଇଲ୍ ଆଦିରେ ଏହି ରଥଯାତ୍ରା ପାଳନ ହେଉଥିବାର ଦେଖିଥିବେ ।
ଲୋକମାନେ ଏହି ପର୍ବକୁ ଧୁମଧାମରେ ପାଳନ କରିଥାନ୍ତି । ପୁରୀ ଜିଲ୍ଲାରେ ଶ୍ରୀମନ୍ଦିର ବିଷୟରେ ଆସୁଥିବା ସବୁ ଖବର ଆପଣମାନେ ଜାଣିପାରିବେ । ଆଜି ହେଉଛି ପବିତ୍ର ବାହୁଡ଼ା ଯାତ୍ରା । ଲୋକମାନେ ଏହି ପର୍ବକୁ ବହୁତ ଆଡ଼ମ୍ବରରେ ପାଳନ କରିଥାନ୍ତି ।
Special Report
ଲୋକମାନେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି କଥା ଜାଣିପାରିବେ ଯାହା ଆପଣଙ୍କ କାମରେ ଲାଗିବ । ଲୋକମାନେ ଏହି ଭିଡିଓ ମାଧ୍ୟମରେ ରଥ ବିଷୟରେ ଏଭଳି କିଛି ଟିପ୍ପଣୀ ଜାଣିପାରିବେ ଯାହା ଜାଣିବା ଉଚିତ୍ । 
ପ୍ରଭୁ ଜଗନ୍ନାଥଙ୍କ ରଥର ନାମ ଆପଣମାନେ ସମସ୍ତେ ଜାଣିଥିବେ । ପ୍ରଭୁ ଜଗନ୍ନାଥଙ୍କ ରଥର ନାମ ହେଉଛି ନନ୍ଦିଘୋଷ । ଆଉ ଏହି ରଥ ବିଷୟରେ ଏହି ଭିଡିଓ ମାଧ୍ୟମରେ ଅନେକ ଶିକ୍ଷଣୀୟ କଥା ଦେଇଛି ।
Special Report
ଯାହା ଆପଣମାନେ ଏବେ ଜାଣିପାରିବେ । ରଥାଧିଶ୍ୱର ହେଉଛନ୍ତି, ଶ୍ରୀ ଜଗନ୍ନାଥ ଓ ଶ୍ରୀ ମଦନମୋହନ । ଏହି ରଥର ଉଚ୍ଚତା ହେଉଛି - ୩୩ ହାତ ୫ ଆଙ୍ଗୁଳି । ଏହି ରଥରେ ଲାଗିଥିବା କାଠ ସଂଖ୍ୟା ହେଉଛି - ୮୩୨ ଖଣ୍ଡ ।
ଆଉ ଏହି ନନ୍ଦିଘୋଷ ରଥର ଚକ ସଂଖ୍ୟା - ୧୬ ଅଟେ । ଏହି ରଥର ଆବରଣ ହେଉଛି - ପିତ୍ତ ଲୋହିତ । ଏହି ରଥର ରକ୍ଷକ ହେଉଛନ୍ତି ଇନ୍ଦ୍ର । ଏହି ରଥର ଦଉଡ଼ିକୁ ଶଙ୍ଖ ଚୁଡ଼ି କୁହାଯାଏ । ରଥର ଆୟୁଧ- ଶଙ୍ଖ ଓ ଚକ୍ର । ରଥର ନେତର ନାମ ହେଉଛି - ତ୍ରିଲୋକ୍ୟମୋହିନୀ ।
Special Report
ଏହି ରଥର ସାରଥୀ ହେଉଛନ୍ତି ଦାରୁକ। ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହିସବୁ କଥା ଜାଣିପାରିଲେ । ଏହା ଆପଣ ସମସ୍ତଙ୍କର ଜାଣିବା ଉଚିତ୍ । ଏହା ଥିଲା ପ୍ରଭୁ ଜଗନ୍ନାଥଙ୍କ ରଥ ନନ୍ଦିଘୋଷର ଟିପ୍ପଣୀ । ଏହି ଭିଡିଓ ଏବେ ଚର୍ଚ୍ଚାରେ ଅଛି ।