Movie prime

ରାତିରେ ଗାଧେଇଲେ କଣ ହୁଏ ଜାଣିଛନ୍ତି କି ? ଯଦି ଜାଣି ନାହାନ୍ତି ଆଜି ହିଁ ଜାଣି ନିଅନ୍ତୁ ଏହି ରହସ୍ୟମୟ କଥା ଆଗକୁ ସତର୍କ ରହିବେ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି କିଛି ଖବର ବିଷୟରେ ଜାଣିପାରିବେ ଯାହା ଜାଣିଲେ ଆପଣ ଅନେକ ବିଷୟରେ ଜାଣିପାରିବେ । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ପରିମାଣରେ ଚର୍ଚ୍ଚା ହେଉଛି । କିଛି ଲୋକ ଅଛନ୍ତି ଯେଉଁମାନେ ରାତିରେ ଗାଧୋଇ ଥାଆନ୍ତି । ଆଉ ଏହାକୁ ବାରଣ କରାଯାଇଛି ।
ଶାସ୍ତ୍ରରେ ଅନେକ କଥା ଲେଖାଯାଇଛି ଯାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଏହି ଭିଡିଓ ଏବେ ଅନେକ କଥା ଆପଣଙ୍କୁ ଜଣାଇ ଦେବ । ରାତ୍ରି ସମୟରେ ଜଳ ମଧ୍ୟରେ ସ୍ନାନ କରିବାକୁ ବାରଣ କରାଯାଇଛି ।
Special report
ଆଉ ଏହି ବିଷୟରେ ବିଶଦ ଭାବରେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ସନ୍ଧ୍ୟା ସମୟରେ ଗାଧୋଇବା ପାଇଁ ଜଳାଶୟକୁ ଯାଉଥିବା ବେଳେ ଲୋକମାନେ ମନା କରିଥାନ୍ତି । ଆଉ ଏହା ପଛରେ ଅନେକ କିଛି କାରଣ ରହିଛି । ଆଉ ଏହି କାରଣ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । 
ଗୋଟିଏ ମାସରେ ଦୁଇଟି ଏକାଦଶୀ ପଡେ । ଆଉ ଏହି ଏକାଦଶୀକୁ ରାଜା ନନ୍ଦ ପାଳନ କରିଥାନ୍ତି । ଏକଦା ସେ ସ୍ନାନ କରିବା ପାଇଁ ନିଷଧ ସମୟରେ ଯାଇଛନ୍ତି । ଜଳାଶୟରେ ରାତି ୯ ଟା ସମୟରୁ ରାତି ୩ ଟା ଭିତରେ ଜଳାଶୟରେ ବରୁଣ ଦେବ ଏବଂ ତାଙ୍କ ସହଚର ଶୟନ କରିଥାନ୍ତି ।
Special report
ସେମାନେ ସେଠାରେ ବିଶ୍ରାମ ନେଇଥାନ୍ତି ଆଉ ସେହି ସମୟରେ ସେଠାକୁ ସ୍ନାନ କରିବାକୁ ଯାଇଥିଲେ ନନ୍ଦ ରାଜା । ଏହାପରେ ତାଙ୍କୁ ବରୁଣ ଦେବ ନେଇ ଯାଇଥିଲେ । ଏହିକଥା ପ୍ରଭୁ ଶ୍ରୀକୃଷ୍ଣ ଜାଣିବା ପରେ ତାଙ୍କ ପିତାଙ୍କୁ ଆଣିବା ପାଇଁ ଯାଇଥିଲେ । ବରୁଣ ଦେବ ତାଙ୍କୁ ପୂଜା କରିଥିଲେ ।
ବରୁଣ ଦେବ ଭଗବାନ ଶ୍ରୀକୃଷ୍ଣଙ୍କୁ ପୂଜା କରିଥିଲେ । ଆଉ ଏହି କଥା ନନ୍ଦ ମହାରାଜା ଦେଖି ତାଙ୍କ ସନ୍ତାନକୁ ଏଭଳି ଭଲପାଇ ପୂଜା କରୁଥିବାରୁ ସେ ଖୁସି ଥିଲେ । ଏହି ସବୁ କଥା ପରେ ନନ୍ଦ ମହାରାଜା ଜାଣିପାରିଲେ କି ରାତି ୮ ଘଟିକା ରୁ ରାତି ୩ ଟା ପର୍ଯ୍ୟନ୍ତ ଜଳାଶୟରେ ସ୍ନାନ କରନ୍ତୁ ନାହିଁ ।
ଆଉ ଏହା ଭଲ ନୁହେଁ । ଆପଣ ବ୍ରହ୍ମ ମୁହୂର୍ତ୍ତରେ ସ୍ନାନ କରିଲେ ଉତ୍ତମ ଅଟେ । ଆପଣ ଆଉ ଆପଣଙ୍କ ପରିବାର ଏହି ସମୟରେ ସ୍ନାନ କରନ୍ତୁ ନାହିଁ ଏହା ଭଲ ନୁହେଁ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଆଉ ଆପଣଙ୍କ ପରିବାର ଅନେକ କଥା ଜାଣିପାରିବେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ।