Movie prime

ରତ୍ନ ଭଣ୍ଡାର ଖୋଲିଲେ ଆସିବ ମହା ପ୍ରଳୟ ! ଭିତରେ ଶୁଭୁଚି ଭୀଷଣ ଗର୍ଜନ ଦେଖନ୍ତୁ କାହିଁକି କଣ ରହିଛି ଏହାର ମୁଖ୍ୟ ମାନ୍ୟତା

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ସୋସିଆଲ ମିଡ଼ିଆରେ ମାଳିକା ବିଷୟରେ ଅନେକ କଥା ଲେଖାଯାଇଛି । ମାଳିକା ବଚନ କେବେ ବି ଆନ ହେବ ନାହିଁ ବୋଲି କୁହାଯାଇଛି । ମାଳିକାରେ ସବୁ ଏଭଳି କଥା ଲେଖା ଯାଉଛି ଯାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏହି ଭିଡିଓ ମାଧ୍ୟମରେ ଅନେକ ଖବର ଜାଣିପାରିବେ ।
ଏହି ଭିଡିଓରେ ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ କିଛି ତଥ୍ୟ ଆସିଛି । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଶ୍ରୀମନ୍ଦିରର ରତ୍ନ ଭଣ୍ଡାର ବିଷୟରେ କିଛି ଖବର ଜାଣିପାରିବେ । ମହାପ୍ରଭୁଙ୍କ ରତ୍ନ ଭଣ୍ଡାର କେବେ ଖୋଲା ଯିବ ଏହିକଥାକୁ ନେଇ ଅନେକ କଥା ଆସିଥାଏ ।
Special report
ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କି ରତ୍ନ ଭଣ୍ଡାର କେବେ ଖୋଲା ହେବ । ରତ୍ନ ଭଣ୍ଡାର ଖୋଲିବା ପାଇଁ କିଛି ଲୋକ ଯାଇଥିଲେ । ଆଉ ସେମାନେ ସେଠାରେ କିଛି ଶବ୍ଦ ଶୁଣିଥିଲେ । ଏବଂ ସେଠାରୁ ପଳାଇ ଆସିଥିଲେ । 
ଏହି ବିଷୟରେ ବାବା ଜଣକ କହିଛନ୍ତି ରତ୍ନ ଭଣ୍ଡାର ଯିଏ ଖୋଲିବାକୁ ଯିବ ସେ ପବିତ୍ର ଲୋକ ହେଇଥିବା ଦରକାର । ତା ଭିତରେ ଲୋଭ ନଥିବା ଦରକାର । ଏହି ରତ୍ନ ଭଣ୍ଡାରର ଜଗୁଆଳି ହେଉଛି ଲୋକନାଥ ।
Special report
ରତ୍ନ ଭଣ୍ଡାରର ଜଗୁଆଳି ଏହି ଶବ୍ଦ କରିଛି । ଆଉ ସେ ଶବ୍ଦ କରି କହୁଥିଲା କି ଏହା ଭିତରକୁ ଆସ ନାହିଁ ଫେରିଯାଅ । ଏହା ସାପର ଶବ୍ଦ ଥିଲା ବୋଲି ଜଣା ପଡିଥିଲା । ଏହି ରତ୍ନ ଭଣ୍ଡାର ଆଗରୁ ଖୋଲା ଯାଇଥିଲା । ଆଉ ଏହା ଠିକ୍ ସମୟରେ ଖୋଲା ହେବ । ଆଉ ଏଭଳି ଲୋକ ଆସିଲେ ଏହା ଖୋଲା ଯିବ ।
Special report
ପବିତ୍ର ଲୋକ ଆସିଲେ ଏହି ରତ୍ନ ଭଣ୍ଡାର ଖୋଲା ଯିବ । ରତ୍ନ ଭଣ୍ଡାର ଭିତରେ ରାସ୍ତା ଅଛି । ସର୍ପ ଯିବାଆସିବା ଭଳି ରାସ୍ତା ହୋଇଛି । ଅପବିତ୍ର ଲୋକ ଏହି ଭିତରକୁ ଗଲେ ସେଠାରୁ ଆସିବା ଅସମ୍ଭବ ହୋଇଯିବ । ଏହି ରତ୍ନ ଭଣ୍ଡାର ଭିତରେ କଣ ଅଛି ତାହା କେହି ଜାଣି ନାହାଁନ୍ତି ।
ମାଳିକାରେ ମଧ୍ୟ ରତ୍ନ ଭଣ୍ଡାର ବିଷୟରେ ଲେଖା ଅଛି । ଆଉ ସେଭଳି ଲୋକ ଆସିଲେ ଏହି ରତ୍ନ ଭଣ୍ଡାର ଖୋଲିବ । ଆଉ ଉଚିତ୍ ସମୟରେ ରତ୍ନ ଭଣ୍ଡାର ଖୋଲିବ । ଆଉ ଏହି ବିଷୟରେ ଅଧିକ ଆପଣମାନେ ମଧ୍ୟ ଜାଣିପାରିବେ । କେବେ ସେ ସମୟ ଆସିବ ଆଉ ଯେଉଁ ସମୟକୁ ସମସ୍ତେ ଅପେକ୍ଷା କରିଛନ୍ତି ।