Movie prime

ଶ-ବକୁ କାହିଁକି ଏକୁଟିଆ ଛଡାଯାଏ ନାହି ଦେଖନ୍ତୁ ଏହାର ଅସଲ କାରଣ

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଯଦି କୌଣସି ବ୍ୟକ୍ତିର ମୃତ୍ୟୁ ସୂର୍ଯ୍ୟ ଅସ୍ତ ପରେ ହୋଇଥାଏ ତେବେ ତାହାର ଅନ୍ତିମ ସଂସ୍କାର ଆସନ୍ତା ଦିନ ସକାଳେ କରାଯାଏ।
ଏମିତିରେ ଆପଣ ଏହା ବି ଦେଖିଥିବେ କି ଯଦି କୌଣସି ପରିବାରର ସଦସ୍ୟର ମୃତ୍ୟୁ ସନ୍ଧ୍ୟା ପରେ ହୋଇଥାଏ ତେବେ ତାହାର ଶବକୁ ଏକୁଟିଆ ଛାଡା ଯାଏ ନାହିଁ ।ସେହି ଶବ ପାଖରେ ପରିବାରର କେହି ନା କେହି ଅବଶ୍ୟ ନିଶ୍ଚିତ ବସିଥାନ୍ତି।
ଯଦି କାହାର ମୃତ୍ୟ କାର୍ତ୍ତିକ ମାସ ପଞ୍ଚୁକ ସମୟରେ ହୋଇଥାଏ, ତେବେ ତାଙ୍କର ଶବକୁ କିଛି ସମୟ ଘରେ ରଖା ଯାଇଥାଏ। କୌଣସି ନା କୌଣସି ବ୍ୟକ୍ତି ନିଶ୍ଚିତ ସେହି ମୃତ ବ୍ୟକ୍ତି ପାଖରେ ବସିଥିବ। 
ଶବକୁ ଏକୁଟିଆ ନ ଛାଡିବାର ମୁଖ୍ୟ କାରଣ ହେଉଛି କି କୁକୁର ବିଲେଇ ଭଳି ପଶୁ ତାକୁ ଖାଇ ପାରନ୍ତି। ଗୁରୁଡ ପୁରାଣ ଅନୁସାରେ ଏହିଭଳି ହେଲେ ମୃତ ଆତ୍ମାକୁ ଯମରାଜ ଲୋକରେ ବି ଏହିଭଳି ଯନ୍ତ୍ରଣା ସହିବାକୁ ପଡିଥାଏ।
ଏହା ସହିତ ଆପଣ ଦେଖିଥିବେ କି ଶବକୁ ଯଦି ଏକୁଟିଆ ଛାଡି ଦିଆଯାଏ ତେବେ ସେଥିରୁ ଗନ୍ଧ ଆସିଥାଏ। ସେଥିପାଇଁ ଏହା ଜରୁରୀ ହୋଇଥାଏ କି ସେହି ସ୍ଥାନରେ ଜଣେ ବ୍ୟକ୍ତି ବସିଥିବା ଦରକାର। ଧୂପକାଠି ଶବର ଚାରି ଆଡେ ଲଗାଉଥିବେ।
ଯାହା ଦ୍ଵାରା ଶବ ପାଖରୁ ଆସୁଥିବା ଦୁର୍ଗନ୍ଧ ଚାରିଆଡେ ନ ବ୍ୟାପିବ। ଗରୁଡ ପୁରାଣ ଅନୁସାରେ ଯଦି କୌଣସି ଶବକୁ ଏକୁଟିଆ ଛାଡି ଦିଆଯାଏ ତେବେ ତାହାର ଶରୀରରେ ଆଖପାଖରେ ଥିବା ଦୁଷ୍ଟ ଆତ୍ମା ବି ପ୍ରବେଶ କରି ଯାଆନ୍ତି। 
ଯାହା ଦ୍ଵାରା ମୃତକ ସହିତ ତାହାର ପରିବାର ଲୋକମାନଙ୍କୁ ବି ବହୁତ ଅସୁବିଧା ହୋଇଥାଏ। ଏହା ବି କୁହାଯାଏ କି ଶବକୁ ଏଥିପାଇଁ ଏକୁଟିଆ ଛଡା ଯାଏ ନାହିଁ କାରଣ ମୃତ ବ୍ୟକ୍ତିର ଆତ୍ମା ସେହି ସ୍ଥାନରେ ବୁଲୁଥାଏ ଓ ନିଜର ପରିଜନଙ୍କୁ ଦେଖୁଥାଏ।
କୁହଯାଏ କି ଶରୀରର ଓ ଆତ୍ମା ଅଲଗା ହୋଇ ଯାଆନ୍ତି ଓ ମୃତ ଶରୀରର କୌଣସି ବି ଦୁଷ୍ଟ ଆତ୍ମାର ସାୟା ପଡିପାରେ। ଏହି କାରଣ ଅଟେ କି ରାତିରେ ଶବକୁ ଏକୁଟିଆ ଛଡା ଯାଏ ନାହିଁ।
କେହି ନା କେହି ଶବ ପାଖରେ ନିଶ୍ଚିତ ବସିଥାନ୍ତି। ଧୂପକାଠି ଶବର ଚାରି ଆଡେ ଲଗାଉଥିବେ। ଯାହା ଦ୍ଵାରା ଶବ ପାଖରୁ ଆସୁଥିବା ଦୁର୍ଗନ୍ଧ ଚାରିଆଡେ ନ ବ୍ୟାପିବ।
ଗରୁଡ ପୁରାଣ ଅନୁସାରେ ଯଦି କୌଣସି ଶବକୁ ଏକୁଟିଆ ଛାଡି ଦିଆଯାଏ ତେବେ ତାହାର ଶରୀରରେ ଆଖପାଖରେ ଥିବା ଦୁଷ୍ଟ ଆତ୍ମା ବି ପ୍ରବେଶ କରି ଯାଆନ୍ତି।
ଯାହା ଦ୍ଵାରା ମୃତକ ସହିତ ତାହାର ପରିବାର ଲୋକମାନଙ୍କୁ ବି ବହୁତ ଅସୁବିଧା ହୋଇଥାଏ। ଏହା ବି କୁହାଯାଏ କି ଶବକୁ ଏଥିପାଇଁ ଏକୁଟିଆ ଛଡା ଯାଏ ନାହିଁ କାରଣ ମୃତ ବ୍ୟକ୍ତିର ଆତ୍ମା ସେହି ସ୍ଥାନରେ ବୁଲୁଥାଏ ଓ ନିଜର ପରିଜନଙ୍କୁ ଦେଖୁଥାଏ।
କୁହଯାଏ କି ଶରୀରର ଓ ଆତ୍ମା ଅଲଗା ହୋଇ ଯାଆନ୍ତି ଓ ମୃତ ଶରୀରର କୌଣସି ବି ଦୁଷ୍ଟ ଆତ୍ମାର ସାୟା ପଡିପାରେ। ଏହି କାରଣ ଅଟେ କି ରାତିରେ ଶବକୁ ଏକୁଟିଆ ଛଡା ଯାଏ ନାହିଁ। କେହି ନା କେହି ଶବ ପାଖରେ ନିଶ୍ଚିତ ବସିଥାନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.