Movie prime

ବୁଢ଼ୀ ମାଉସୀ ଜଣକ କରିଦେଲେ ନିଜର ସବୁ ସମ୍ପତ୍ତି ଜଗନ୍ନାଥ ଙ୍କୁ ଦାନ . ମୋର ନିଜର ବୋଲି କେବଳ କାଳିଆ ତାକୁ ଏସବୁ ସମ୍ପତ୍ତି ଦେଲି

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଯେତେବେଳେ ଭଗବାନ ଆପଣାର ଲାଗନ୍ତି ତାଙ୍କ ଆଗରେ ସମ୍ପର୍କ ଓ ସମ୍ପତ୍ତି ସବୁକିଛି ତୁଚ୍ଛ ଭଳି ଲାଗେ। ସ୍ୱାମୀ ଚାଲିଗଲା ପରେ ତାଙ୍କ ପାଖରେ କିଛି ସମ୍ପତ୍ତି ନାହିଁ ଏଭଳି କି ରହିବା ପାଇଁ ଘର ଖଣ୍ଡେ ମଧ୍ୟ ନଥିଲା।
Special report
ଆପଣ ଏହା ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଏହି ସବୁ ସେ ଭଗବାନ ଙ୍କ ପାଇଁ ଦାନ କରି ଦେଇଛନ୍ତି।କାରଣ ଜଗା ପ୍ରେମ ଆଗରେ ତାଙ୍କର ସମ୍ପତ୍ତି ସବୁ ତୁଚ୍ଛ ହୋଇ ଯାଇଛି।
ତାଙ୍କର ପରିଣତ ବୟସରେ ବୃଦ୍ଧା ଜଣକ ତାଙ୍କର ସମସ୍ତ ସମ୍ପତ୍ତି କୁ ଦାନ କରି ଦେଇଛନ୍ତି। ଏହି ବୃଦ୍ଧା ଜଣକ ହେଉଛନ୍ତି ବାରିପଦା ଶ୍ରିପଦା ସାହି ର ୬୫ ବର୍ଷୀୟା ବାନବାସିନି ବେହେରା।
ସ୍ୱାମୀ ଚାଲିଯିବା ପରେ ତାଙ୍କର ଦୁଇ ଝିଅ ବିବାହ ପରେ ଦୁଃଖ କଷ୍ଟ ରେ ରହୁଥିଲେ। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସେ ଜଗା ର ନାମ ଡାକି ଥାଆନ୍ତି। ଏଭଳି କି ଶୋଇବା ସମୟରେ ମଧ୍ଯ ସେ ଜଗା ର ନାମ ଡ଼ାକି ଥାଆନ୍ତି। ଦିନେ ଜଗା ଦର୍ଶନ ପାଇଁ ଶ୍ରୀମନ୍ଦିର କୁ ଯାଇଥିଲେ।
Special report
ଆଉ ସେଠାରୁ ଫେରିବା ପରେ ଜଗା ତାଙ୍କର ସ୍ବପ୍ନ ରେ ଆସିଥିଲେ ଆଉ ତା ପରେ ସେ ଭାବିଥିଲେ କି ତାଙ୍କର ସମ୍ପତ୍ତି ସବୁ ଜଗା ଆଗରେ ତୁଚ୍ଛ। ଏସବୁ ଜିନିଷର କୌଣସି ମୂଲ୍ୟ ନାହିଁ ବୋଲି।
ଆଉ ସେ ମନସ୍ଥ କରିଥିଲେ କି ତାଙ୍କ ପାଖରେ ଯାହା ଅଛି ସେ ସବୁ ସେ ଜଗାକୁ ଦେଇଦେବେ ବୋଲି। ଆଉ ଏହାପରେ ତାଙ୍କ ନିକଟରେ ଯେଉଁ ଘରଟିଏ ମଧ୍ୟ ଥିଲା ତାହା ସେ ଜଗା ନାମରେ କରିଦେଇଥିଲେ। ସେ କହିଥିଲେ କି ତାଙ୍କ ଜୀବନରେ ସେ ଅଧିକ ଜଗା କୁ ଭଲ ପାଆନ୍ତି।
ଆପଣ ମାନେ ଜାଣିଥିବେ କି ସମ୍ପତ୍ତି ପାଇଁ କେତେବେଳେ ଭାଇ ଭାଇ ଓ ବାପ ପୁଅ ମଧ୍ୟରେ ଝଗଡ଼ା ଲାଗିଥିବାର ମଧ୍ୟ ଦେଖିବାକୁ ମିଳିଥାଏ। ହେଲେ ଏଠାରେ କିନ୍ତୁ ମାଆ ର ଇଚ୍ଛା ପୁରଣ ପାଇଁ ଝିଅ ଓ ଜ୍ବାଇଁ ମଧ୍ଯ ମାଆ କଥାରେ ସହମତି ପ୍ରଦାନ କରିଥିଲେ।
ଆଉ ଏବେ ଏହା ସାରା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏବେ ଏହାକୁ ମଧ୍ଯ ପ୍ରତ୍ୟେକ କ୍ଷେତ୍ରରେ ଖୁବ ପ୍ରଶଂସା କରା ଯାଉଛି। ତେବେ ଆପଣ ମାନେ ଏହାକୁ ନେଇ କଣ କହିବାକୁ ଚାହୁଁଛନ୍ତି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.