Movie prime

ସାଇବାବା କଣ ସତରେ ଥିଲେ ଭଣ୍ଡ? କଣ ପାଇଁ କେବଳ ସାଇ ରାମ କୁହନ୍ତି, ସାଇ ଆଲା କଣ ପାଇଁ କୁହନ୍ତିନି?

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ଏଭଳି କିଛି ଖବର ଦେଖିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ସାଇବାବାଙ୍କୁ ନେଇ କିଛି ଖବର ଆସିଛି । ଏବେ ସୋସିଆଲ ମିଡିଆରେ ଏହି ଖବର ବହୁତ ପରିମାଣରେ ଭାଇରାଲ୍ ହେଉଛି ।
ସାଇବାବାଙ୍କୁ ନେଇ ଏବେ ଅନେକ ଖବର ଆସୁଛି । କଥା ଆସୁଛି କି ସାଇବାବା ଭଗବାନ ନା ନୁହେଁ । ସିରିଡ଼ିର ସାଇବାବାଙ୍କୁ ନେଇ ଏବେ ଏହି ଭିଡିଓ ଆସିଛି । କେବଳ ହିନ୍ଦୁ ଧର୍ମରେ ଆମେ ସାଇବାବାଙ୍କୁ ଦେଖି ପାରିବା ।
ଆପଣମାନେ କୌଣସି ଜୈନ ମନ୍ଦିରରେ, ଚର୍ଚ୍ଚରେ, ବୌଦ୍ଧ ମଠରେ କିମ୍ବା କୌଣସି ମୁସଲମାନମାନଙ୍କ ପୂଜା ସ୍ଥାନରେ ସାଇବାବାଙ୍କୁ ଦେଖିପାରିବେ ନାହିଁ । ଆପଣମାନେ କେବଳ ସାଇବାବାଙ୍କୁ ହିନ୍ଦୁ ଧର୍ମର ସବୁ ସ୍ଥାନରେ ଦେଖିପାରିବେ ।
ହିନ୍ଦୁ ମାନଙ୍କର ମନ୍ଦିରରେ ସାଇବାବାଙ୍କୁ ଦେଖିବାକୁ ମିଳିଥାଏ । ସାଇବାବାଙ୍କ ଜୀବନୀ ଜଣକ ଦ୍ଵାରା ଲେଖାଯାଇଛି । ସାଇବାବା ହେଉଛନ୍ତି ଆଫଗାନିସ୍ଥାନର ମୁସଲମାନ । ୧୮୩୮ ମସିହାରେ ସାଇବାବାଙ୍କର ଜନ୍ମ ହୋଇଥିଲା ।
ସେ ଅହମଦାବାଦର ଏକ ବେଶ୍ୟାଙ୍କ ପରିବାରରେ ତାଙ୍କର ଜନ୍ମ ହୋଇଥିଲା । ସାଇବାବା ଯେତେବେଳେ ବଡ ହେଲେ ସେ ଘରର କାମ କରୁଥିଲେ । ଯେତେବେଳେ ତାଙ୍କୁ ୧୨ ବର୍ଷ ହୋଇଥିଲା ସେତେବେଳେ ତାଙ୍କୁ ଇଂରେଜମାନେ ଗିରଫ କରିଥିଲେ ।
୧୮ ବର୍ଷ ବୟସରେ ଏହି କଥା ସବୁ ଜଣାପଡ଼ିଲା । ବାଲ୍ ଗଙ୍ଗାଧର ତିଳକ ଜାଣିଥିଲେ ଏହି ବ୍ୟକ୍ତି ଜଣକ ଅନେକ ମିଛ କଥା କହୁଛନ୍ତି । ଲୋକମାନଙ୍କୁ ଠକିବା ପାଇଁ ସେ ସବୁକିଛି କରୁଛନ୍ତି । ସେ ଜଣେ ଭଣ୍ଡ ବାବା ଅଟନ୍ତି । ତାଙ୍କୁ ସେଠାରୁ ସେ ବାହାର କରିଦେଲେ ।
ଏହାପରେ ୨୦ ବର୍ଷ ବୟସରେ ସାଇବାବା ଶିରିଡ଼ି ଆସିଲେ । ଆଉ ସେଠାରେ ସେ ମାଂସ କାଟି ଭୋଗରେ ଦେଉଥିଲେ । ଏହାକୁ ଖାଇବାକୁ କହୁଥିଲେ ।
ଏହାପରେ ଲୋକମାନେ ସବୁ ମନା କରିଲେ । ଏହି ପଣ୍ଡିତ ଜଣକ ସାଇବାବାଙ୍କ ବିଷୟରେ ଏହିସବୁ କଥା କହିଛନ୍ତି । ଏହି ଭିଡିଓରେ ଆପଣ ଆହୁରି ଅନେକ କଥା ଜାଣିପାରିବେ।