Movie prime

Om Sai Ram - ସାଇ ବାବାଙ୍କ ଏହି ଅମୂଲ୍ୟ ସନ୍ଦେଶ କେବଳ ଭକ୍ତ ମାନଙ୍କ ପାଇଁ ଦେଖନ୍ତୁ କେମିତି ସବୁ ଅସୁବିଧାରୁ ପାଇବେ ମୁକ୍ତି

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଏହି ଭିଡିଓ ମାଧ୍ୟମରେ ଆପଣମାନେ ଅନେକ କିଛି ଖବର ଦେଖିପାରିବେ । ଆଉ ଏହି ଭିଡିଓ ଆପଣଙ୍କୁ ଅନେକ କିଛି ଶିକ୍ଷା ଦେବ । ଏହି ଭିଡିଓ ଦ୍ଵାରା ଆପଣମାନେ ଅନେକ ନୀତି ଶିକ୍ଷା ପାଇପାରିବେ । ଏହି ଭିଡିଓରେ ସାଇ ବାବା ଯାହା କହୁଛନ୍ତି ତାହା ନିଶ୍ଚୟ ଶୁଣିବା ଉଚିତ୍ । 
Special Report
ଏହି ଭିଡିଓ ମାଧ୍ୟମରେ କୁହାଯାଇଛି କି ଦୁନିଆରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଧନ ରୋଜଗାର କରନ୍ତି । ଆଉ ସେହି ଧନ ନିଜ ପାଇଁ ଏବଂ ନିଜ ପରିବାର ପାଇଁ ବ୍ୟବହାର କରନ୍ତି । ଏହା ଠିକ୍ ଅଟେ। ତୁମେ ବି ସେମାନଙ୍କ ମଧ୍ୟରୁ ଜଣେ ଅଟ ।
Special Report
କିନ୍ତୁ ଏଭଳି କିଛି ଲୋକ ଅଛନ୍ତି ଯେଉଁମାନଙ୍କୁ ତାଙ୍କ ମନର ଶାନ୍ତି ମିଳି ନଥାଏ । ଆଉ ଏଥିପାଇଁ ସେମାନେ ଭଗବାନଙ୍କୁ ଡାକି ଥାଆନ୍ତି । ଆଉ ତାଙ୍କ ସହ ଏମିତି କାହିଁକି ହେଉଛି ବୋଲି ପ୍ରଶ୍ନ କରିଥାନ୍ତି । ଭଗବାନଙ୍କୁ ଏନେଇ ପ୍ରଶ୍ନ ପଚରା ଯାଉଛି । 
ଆଉ ଏହାର ଉତ୍ତରରେ ଭଗବାନ କହିଛନ୍ତି ଆପଣମାନେ ଧନ ଉପାର୍ଜନ କରିବା ସହିତ କିଛି ଧନ ଦାନ କରନ୍ତୁ । ଅଭାବୀ ବ୍ୟକ୍ତିଙ୍କୁ କିଛି ଧନ ଦାନ କରନ୍ତୁ । ଯେଉଁମାନଙ୍କର ବସ୍ତ୍ର ନାହିଁ ତାଙ୍କୁ ବସ୍ତ୍ର ଦାନ କରନ୍ତୁ । ଯେଉଁମାନେ ଖାଇବାକୁ ପାଉ ନାହାନ୍ତି ତାଙ୍କୁ ଖାଦ୍ୟ ଦିଅନ୍ତୁ ।
Special Report
ଯେତେବେଳେ ତୁମେ ତୁମ ଆବଶ୍ୟକତା ପୂରଣ କରିବା ପରେ ଏହି ଦୁନିଆରେ ଭଲପାଇବା ବାଣ୍ଟନ୍ତୁ । ଅଭାବୀ ଲୋକଙ୍କ ସହିତ ଭଲ ବ୍ୟବହାର କରନ୍ତୁ । ଆଉ ସବୁବେଳେ ଭଲ କାମ କରନ୍ତୁ । ବିଦ୍ୟା ଦାନ କରନ୍ତୁ । ଏହିଭଳି ଅନେକ ନୀତି ନିୟମ ମାନନ୍ତୁ । 
Special Report
ଏହିଭଳି ଆପଣଙ୍କ ପାଖରେ ଅଧିକ ଧନ ଥିଲେ ଆପଣ ଏହାକୁ ଦାନ କରନ୍ତୁ ଯାହା ଦ୍ଵାରା ଆପଣମାନେ ସନ୍ତୁଷ୍ଟ ହୋଇପାରିବେ । ଆଉ ଏହିସବୁ କାମ କରିଲେ ଆପଣ ଆପଣଙ୍କ ଜୀବନରେ ବହୁତ ଖୁସି ବି ହୋଇପାରିବେ । ଲୋକମାନଙ୍କର ସେବା କରନ୍ତୁ ଆଉ ସେବା କରିଲେ ଆପଣଙ୍କ ମନ ସନ୍ତୁଷ୍ଟ ହେବ ।
ଏହି ଜଗତ ଏଭଳି କାମ କରନ୍ତୁ ଆଉ ଏଭଳି ସବୁ କାମ କରିଲେ ଆପଣ ଖୁସି ହେବେ । ଆଉ ସଦା ସର୍ବଦା ଆପଣଙ୍କ ମୁଖ ହସମୁଖ ରହିବ । ବିତି ଯାଇଥିବା କଥାକୁ ମନେ ପକାନ୍ତୁ ନାହିଁ । ଏଭଳି ସବୁ କାମ କରିଲେ ଆପଣ ଖୁସି ହୋଇଯିବେ ।ଏବେ ଏହି ଭିଡିଓ ଭାଇରାଲ ହେଉଛି ।