Movie prime

ସକାଳୁ ଉଠି କରନ୍ତୁ ନାହିଁ ଏହି ଭୁଲ ନହେଲେ ଜନ୍ମ ଜନ୍ମ ହୋଇ ରହିବେ ଭିକାରୀ ଶୀଘ୍ର ଦେଖନ୍ତୁ କଣ କରିବେ କଣ ନାହିଁ

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ସଫଳତାର ପୁଞ୍ଜି କହିଥାଏ ଯେ ଜୀବନର ସଫଳତା ଭଲ ଅଭ୍ୟାସ ଉପରେ ନିର୍ଭର କରିଥାଏl ଜୀବନରେ ସଫଳତା କେବେବି ଅଚାନକ ମିଳିନଥାଏl ଏଥିପାଇଁ ପରିଶ୍ରମ, ସଂଘର୍ଷ ଓ ତ୍ୟାଗ କରିବାକୁ ପଡିଥାଏl
ଯେଉଁ ବ୍ୟକ୍ତି ନିଜ ଲକ୍ଷ ପ୍ରତି ସମର୍ପିତ ରହିଥାଏ ଓ ନୀତିଦିନ ଏଥିପାଇଁ କଠୋର ପରିଶ୍ରମ କରିଥାଏ ତାକୁ ସଫଳତା ଅବଶ୍ୟ ପ୍ରାପ୍ତ ହୋଇଥାଏl ଏମିତିକା ଲୋକଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କ କୃପା ରହିଥାଏl 
Special Report
ଆଜି ଆମେ ଆପଣଙ୍କୁ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଆପଣଙ୍କୁ ସକାଳେ ଉଠି ଭୁଲରେ ବି କରିବା ଉଚିତ ନୁହେଁ। ବହୁତ ଲୋକଙ୍କର ଅଭ୍ୟାସ ରହିଥାଏ ଯେ, ସେ ଉଠିବା ପରେ ସେ ନିଜକୁ ଆଇନାରେ ଦେଖିବାକୁ ପସନ୍ଦ କରନ୍ତି।
Special Report
କିନ୍ତୁ ଶାସ୍ତ୍ର ଅନୁଯାଇ ଏହା ଜମାରୁ ବି ଉଚିତ୍ ନୁହଁ। ଏହା ଦ୍ୱାରା ଆପଣଙ୍କ ଉପରେ ନକାରାତ୍ମକ ପ୍ରଭାବ ବହୁତ ଅଧିକ ପଡ଼ିଥାଏ। ଯଦି ଆପଣ ନିଜ ଜୀବନରେ କିଛି ବଡ ପାଇବାକୁ ଇଛା କରନ୍ତି। ତେବେ ଆପଣଙ୍କୁ ସକାଳୁ ଉଠି ନିଜ ଈଶ୍ୱରଙ୍କୁ ଧ୍ୟାନ କରିବା ଉଚିତ୍। 
ଆଉ ଆଖି ଖୋଲିବା ପରେ ସର୍ବ ପ୍ରଥମେ ନିଜ ହାତ ପାପୁଲି ଦେଖିବା ଉଚିତ୍ ହୋଇଥାଏ। ବହୁତ ଲୋକ ଅନ୍ୟ ମାନଙ୍କୁ ନିଜ ପାଇଁ ଶୁଭ ମାନିଥାନ୍ତି। କାହିଁକିନା ତାଙ୍କର କିଛି କାମ କେବେ ଭଲ ହୋଇଥିବ କିନ୍ତୁ ଏହା କରିବା ଆପଣଙ୍କ ପାଇଁ ଭଲ ନୁହଁ।
Special Report
ଆପଣଙ୍କୁ କାହା ମୁଖ ଦେଖିବା ଆଗରୁ ନିଜ ହାତ ପାପୁଲି ଦର୍ଶନ କରିବା ବହୁତ ଆବଶ୍ୟକ ହୋଇଥାଏ । ଯେଉଁ ବ୍ୟକ୍ତି ସକାଳେ ଉଠି ହିଂସକ ଯିବ ଜନ୍ତୁ ମାନଙ୍କ ଚିତ୍ର ଦେଖୁଥାଏ ତାଙ୍କ ମସ୍ତିଷ୍କର ହିଂସା ବା ନକାରାତ୍ମକ ଉର୍ଜା ବାସ କରିଥାଏ। ସେଥିପାଇଁ ସକାଳୁ ଉଠି ଏହି ପରିକା ଦୃଶ୍ୟ ଦେଖିବାରୁ ବଞ୍ଚନ୍ତୁ। 
Special Report
ଆପଣ ନିଜ ଶୋଇବା ଘରେ ବା ନିଜ ଘରେ ଏମିତିକା ଚିତ୍ର କେବେ ବି ରଖନ୍ତୁ ନାହିଁ ଯାହା ଆପଣଙ୍କ ମନ ଭିତରେ ନକାରାତ୍ମକ ଶକ୍ତିକୁ ଜନ୍ମ ଦେଇଥାଏ। ଏହା ଚଡା ଏହି ଭଳି ନକାରାତ୍ମକ ଶକ୍ତିକୁ ସକାଳେ ଦେଖିଲେ ଆପଣଙ୍କ ଭଲ କାମ ମଧ୍ୟ ଖରାପ ହୋଇଥାଏ ସେଥିପାଇଁ ଧ୍ୟାନ ରଖନ୍ତୁ।
ପ୍ରାୟତଃ ଲୋକଙ୍କୁ ବେଡଟି ବହୁତ ପସନ୍ଦ ଆସିଥାଏ ଆଉ ଏହି ସମୟରେ ବିନା ବିଛଣାରୁ ଉଠି ଲୋକଙ୍କୁ ଚା ପିଇବାର ଅଭ୍ୟାସ ହୋଇଥାଏ। କିନ୍ତୁ କଣ ଆପଣ ଜାଣିଛନ୍ତି ଏହି ଅଭ୍ୟାସ ପାଇଁ ରାହୁ ଓ କେତୁଙ୍କ କୁଦୃଷ୍ଟି ଆପଣଙ୍କ ଭାଗ୍ୟ ଉପରେ ପଡ଼ିଥାଏ। ସେଥିପାଇଁ ଏହି ପରିକା ଭୁଲ କେବେ କରନ୍ତୁନାହିଁ ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.