Movie prime

ସକାଳୁ ଉଠି କରୁଛନ୍ତି କି ଏହି ଭୁଲ ଦେଖନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ ଜିନିଷ ନହେଲେ ପରେ ହୋଇଯିବେ କାଙ୍ଗାଳ

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ହିନ୍ଦୁ ଧର୍ମରେ ଦାନର ବିଶେଷ ଗୁରୁତ୍ୱ ବହୁମାତ୍ରାରେ ରହିଛି। ଶାସ୍ତ୍ର ଅନୁଯାୟୀ ଦାନ କରି ମଣିଷ ପ୍ରତ୍ୟେକ ଯନ୍ତ୍ରଣା ଏବଂ କଷ୍ଟରୁ ମୁକ୍ତି ପାଇଥାଏ । ଏହା ସହିତ, ଗୁଣ ପ୍ରାପ୍ତ ମଧ୍ୟ ହୋଇଥାଏ ।
ବିଶ୍ୱାସ କରାଯାଏ ଯେ, ଯିଏ କୌଣସି ସ୍ୱାର୍ଥ ବିନା ଦାନ କରେ, ସେ ଜୀବନରେ ଅନେକ ଶୁଭ ଫଳ ପାଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶନି ଦେବ ଗରିବ ଏବଂ
 ଅଭାବୀ ବ୍ୟକ୍ତିଙ୍କୁ ସାହାଯ୍ୟ କରି ଭକ୍ତମାନଙ୍କ ଉପରେ ଆଶୀର୍ବାଦ ପ୍ରଦାନ କରି ଖୁସି ହୁଅନ୍ତି। ତେବେ ବନ୍ଧୁଗଣ ଆସନ୍ତୁ ବର୍ତ୍ତମାନ ଜାଣିବା କେଉଁ ଜିନିଷ ଦାନ କରିବା।
ଲୁଣ:- ଯଦି କୌଣସି ବ୍ୟକ୍ତି କଷ୍ଟରେ ଥାଆନ୍ତି ତେବେ ସୋମବାର ଦିନ ଲୁଣ ଦାନ କରିବା ଦ୍ୱାରା ନିଜର ଚିନ୍ତା ଦୂର ହୋଇଯାଇଥାଏ। ଲୁଣର ଦାନ ଆପଣଙ୍କର ସମସ୍ତ ଦୁର୍ଭାଗ୍ୟକୁ ଦୂରକରିବାରେ ସାହାଯ୍ୟ କରିଥାଏ। 
ଗୁଡ଼:- ଗୁଡ଼ ଦାନ କରିବା ଦ୍ୱାରା ଆପଣଙ୍କ ସମ୍ପର୍କ ଭଲ ହୋଇଥାଏ। ଯଦି ସ୍ଵାମୀ ସ୍ତ୍ରୀ ମଧ୍ୟରେ ସବୁବେଳେ ଝଗଡ଼ା ଲାଗି ରହିଥାଏ, ତେବେ ସୋମବାର ଦିନ ଶିବ ଠାକୁରଙ୍କର ପାଖରେ ଗୁଡ଼ ନିଶ୍ଚିନ୍ତ ଦାନ କରନ୍ତୁ। ଯାହାଫଳରେ ଗୁଡ଼ ଦାନ କରିବା ଦ୍ୱାରା ସମସ୍ତ ସମ୍ପର ଭଲ ରହିଥାଏ। 
ରାଶି:- ତେବେ ବନ୍ଧୁଗଣ ନିଜର ଆତ୍ମା ବିଶ୍ୱାସକୁ ବଜାୟ ରଖିବା ପାଇଁ ରାଶି ଦାନ କରିବା ନିହାତି ଆବଶ୍ୟକ। ସୋମବାର ଦିନ କଳା ରାଶି କିମ୍ବା ଧଳା ରାଶି ଶିବ ମନ୍ଦିରରେ ଦାନ କରିଲେ ଆପଣଙ୍କ ଦିନ ଭଲରେ ଯାଇଥାଏ। 
ଘିଅ:- ଘିଅ ଦାନ କରିବା ଦ୍ୱାରା ଶରୀରର ସମସ୍ତ ରୋଗ ଦୂର ହୋଇଥାଏ। ଗାଈ ଘିଅ ଦାନ କରିବା ଦ୍ୱାରା ପବିତ୍ର ମାନା ଯାଇଥାଏ। 
କପଡ଼ା:- ବନ୍ଧୁଗଣ ବସ୍ତ୍ର ଦାନ କରିବା ବହୁତ୍ ଉତ୍ତମ ମାନା ଯାଇଥାଏ। ବସ୍ତ୍ର ଦାନ କରିବା ଦ୍ୱାରା ବ୍ୟକ୍ତିର ଆୟୁଷ ବୃଦ୍ଧି ହୋଇଥାଏ। ରୋଗରେ ପଡ଼ିଥିବା ବ୍ୟକ୍ତିଙ୍କ ହାତରେ ବସ୍ତ୍ର ଦାନ କରିବା ଦ୍ୱାରା ବ୍ୟକ୍ତିର ରୋଗ ଦୂର ହୋଇଥାଏ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.