Movie prime

କାହିଁକି ସନ୍ଧ୍ୟା ହେଲେ ଦିଆଯାଏ ସନ୍ଧ୍ୟା ଦେଖନ୍ତୁ ଏହାର ପ୍ରକୃତ କାରଣ ଅନେକ ଲୋକ ସନ୍ଧ୍ୟା ଦିଅନ୍ତି ହେଲେ ଏହାର ପ୍ରକୃତ ଅର୍ଥ ଜାଣି ନାହାନ୍ତି - Devotional

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଦୀପ ଅନ୍ଧକାରକୁ ବିନାଶ କରିଥାଏ। ତେବେ ଅଜ୍ଞାନ ରୂପକ ଅନ୍ଧକାକୁ ବିନାଶ କରିବା ପାଇଁ ଏହି ପ୍ରକାର ସନ୍ଧ୍ୟା ଦିଆଯାଇଥାଏ। ସନ୍ଧ୍ୟା କହିଲେ ସନ୍ଦି କଳାକୁ ବୁଝାଏ ବା ପର୍ବ କଳାକୁ ବୁଝାଇଥାଏ।
ଏହି ସମୟରେ ଯଦି ଧୂପ ଦିଆଯାଇଥାଏ ତଦ୍ୱାରା ବୈଜ୍ଞାନିକ କାରଣ ହେଉଛି ବାସ୍ତୁର ଶୁଦ୍ଧତା ହୋଇଥାଏ ଏବଂ ବସ୍ତ୍ରର ମଧ୍ୟ ଶୁଦ୍ଧତା ହୋଇଥାଏ।
Special Report
ଗୋଟିଏ ପରିବାରରେ ବସ୍ତୁ,ବାସ୍ତୁ,ବସ୍ତ୍ର ଏହି ତିନୋଟି ଯାକ ପବିତ୍ରତାର ବାତାବରଣ ଦେଇଥାଏ। ବିଜ୍ଞାନର ମତ ଅନୁସାରେ ତୁଳସୀ ଦେବୀଙ୍କ ପାଖରେ ଯଦି ଏହି ପ୍ରକାର ତୈଳ ଦୀପ ପ୍ରଦାନ କଲେ ସତ୍ୱିକ ତରଙ୍ଗ ଖେଳିଯାଏ। 
ତେଣୁ ତୁଳସୀ ଦେବୀଙ୍କ ପାଖରେ ଏହି ପ୍ରକାର ଦୀପ ପ୍ରଦାନ କରାଯାଇଥାଏ। ଏହି ଦୀପ ଶୁଭ କାର୍ଯ୍ୟ କରିଥାଏ, ନିରୋଗ ରଖିବାରେ ସାହାଯ୍ୟ କରିଥାଏ ଏବଂ ଧନ ସମ୍ପତ୍ତି ପ୍ରଦାନ କରିବାରେ ସହାୟକ ହୋଇଥାଏ। ଦୀପ ଦାନକୁ ଅନ୍ୟ ପ୍ରକାରରେ କୁହାଯାଏ ଜମ ଦୀପ ଦାନ।
Special Report
ଅର୍ଥାତ ଧର୍ମରାଜ ହେଉଛନ୍ତି ଜମରାଜ ସେ ମଇଁଷି ଉପରେ ବସି ଭ୍ରମଣ କରନ୍ତି ତା ସହିତ ସେ ହେଉଛନ୍ତି ଦକ୍ଷିଣ ଦିଗର ଦିଗପାଳ। ଗୋଟିଏ ସ୍ଥାନରେ ଜଣେ ରାଜା ଥିଲେ ତାଙ୍କ ହେଉଛି ହଂସରାଜ।
ସେହି ହଂସରାଜ ଥରେ ନିଜର ସୈନିକ ମାନଙ୍କୁ ଧରି ବାହାରିଲେ ମୃଗୟା କରିବା ପାଇଁ। ମୃଗୟା କରୁ କରୁ ହଂସରାଜ ସୈନିକ ମାନଙ୍କୁ ଠାରୁ ବିଛିନ୍ନ ହୋଇ ଅନ୍ୟ ଏକ ସ୍ଥାନରେ ପହଞ୍ଚି ଗଲେ। 
ଯେତେବେଳେ ଅଜ୍ଞାତ ବଶତଃ ସେହି ରାଜ୍ୟର ସୈନିକ ମାନେ ଏ ଅନ୍ୟ ରାଜ୍ୟର ଏକ ରାଜାଙ୍କୁ ଦେଖିଲେ ସେତେବେଳେ ତାଙ୍କୁ ବନ୍ଦୀ କରି ନେଇଗଲେ ସେହି ରାଜ୍ୟର ରାଜାଙ୍କ ପାଖକୁ। ଯେତେବେଳେ ସେହି ରାଜ୍ୟର ରାଜାଙ୍କ ନିକଟରେ ଏଇ ହଂସରାଜ ପହଞ୍ଚିଛନ୍ତି ଦେଖିଲା ବେଳକୁ ସେହି ରାଜ୍ୟର ରାଜା ହେଉଛନ୍ତି ହୋମରାଜ।
Special Report
ହୋମରାଜ ହଂସରାଜଙ୍କୁ ଦେଖି ଅତ୍ୟନ୍ତ ପ୍ରସନ୍ନ ହେଇଗଲେ। କାରଣ ସେହି ଦିନ ହେମରାଜଙ୍କର ଏକ ପୁତ୍ର ସନ୍ତାନଟିଏ ଜାତ ହୋଇଥିଲା। ହେମରାଜ ହଂସରାଜଙ୍କ ସହିତ ମିତ୍ରତା ସ୍ଥାପନ କଲେ ଏବଂ ହେମରାଜ ହଂସରାଜଙ୍କୁ କୌଣସି ହେଲେ ଦଣ୍ଡ ଦେଲେ ନାହିଁ। ଏବଂ ସେହି ଦିନ ସତୀ ଉତ୍ସବ ହେଉଥାଏ। 
ଆଉ ହେମରାଜ ହଂସରାଜଙ୍କୁ ନିବେଦନ କଲେ ତାଙ୍କ ପୁଅର ସତୀ ଉତ୍ସବରେ ତାଙ୍କ ଘରେ ରହିବା ପାଇଁ। ଯେତେବେଳେ ସତୀ କାର୍ଯ୍ୟ ସରିବାକୁ ଲାଗିଲା ସେହି ସମୟରେ ଡକାଗଲା ଜଣେ ଜ୍ୟୋତିଷ ମହୋଦୟଙ୍କୁ। ଏବଂ ଜ୍ୟୋତିଷ ମହୋଦୟ ନବଜାତ ପୁତ୍ର ସନ୍ତାନର ଭବିଷ୍ୟ ବିସୟରେ ପୂର୍ବାନୁମାନ କରି କହିଲେ ଏହି ପୁତ୍ରଟି ଅତ୍ୟନ୍ତ ଉତ୍ତମ ଗୁଣ ସମ୍ପର୍ଣ୍ଣ ହେବ।
କିନ୍ତୁ ଏହାର ଗୋଟିଏ ଦୋଷ ରହିଛି ଯେଉଁ ଦିନ ଏହି ପୁତ୍ରଟି ବିବାହ କରିବ ତାର ଠିକ ଚତୁର୍ଥ ଦିନରେ ସେହି ପିତ୍ରଟିର ମୃ-ତ୍ୟୁ ନିଶ୍ଚିନ୍ତ ହେବ। ତେବେ ବନ୍ଧୁଗଣ ଯମ ଦୀପ ଦାନ ଦ୍ବାରା ଅପମୃତ୍ୟୁର ବିନାଶ ହୋଇଥାଏ ବୋଲି ପୁରାଣରେ ବର୍ଣ୍ଣନା କରାଯାଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.