Movie prime

ଶନିବାର ଦିନ ରାତିରେ ଦୁଇଟି ଲବଙ୍ଗ ରଖି ଦିଅନ୍ତୁ ଏହି ଜାଗାରେ ଆଉ ଦେଖନ୍ତୁ କେମିତି ବଦଳୁଛି ଭାଗ୍ୟ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇଥାନ୍ତି ।
ଏବେ କିଛି ଅନୁଚିନ୍ତା ବିଷୟରେ ଆପଣମାନେ ଜାଣିପାରିବେ । ଏବେ ଏହି ଭିଡିଓରେ କୁହାଯାଇଛି କି ଶନିବାର ଦିନ ଏହି ଉପାୟ କରିଲେ ଆପଣଙ୍କ ଭାଗ୍ୟ ବଦଳି ଯିବ । ଏହି ଉପାୟ ଲବଙ୍ଗକୁ ନେଇ ଆସିଛି । 
ଶାସ୍ତ୍ରରେ ଲବଙ୍ଗକୁ ବହୁତ ଶୁଭ ମନା ଯାଇଥାଏ । ଲବଙ୍ଗକୁ ପୂଜାପାଠରେ ବ୍ୟବହାର କରାଯାଇଥାଏ । ଲବଙ୍ଗର ଉପାୟ ସରଳ ଅଟେ । ଏହା ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ଆଣିଥାଏ ।
ଲବଙ୍ଗ ଆପଣଙ୍କ ଭାଗ୍ୟ ବଦଳାଇ ଦେଇଥାଏ ଏହା ଜ୍ୟୋତିଷ ଶାସ୍ତ୍ରରେ ଲେଖାଯାଇଛି । ଲବଙ୍ଗର ସେହି ଉପାୟ ବିଷୟରେ ଆପଣ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଆପଣଙ୍କର ସବୁ ମନୋସ୍କାମନା ପୂର୍ଣ୍ଣ ହେବ । ଏହା ଶାସ୍ତ୍ରରେ ଲେଖାଯାଇଛି । 
ଶନିବାର ଦିନ ଲବଙ୍ଗକୁ ନେଇ ଆପଣମାନେ ଏହି ଉପାୟ କରିଲେ ଆପଣଙ୍କ ଜୀବନ ଖୁସି ହୋଇଯିବ । ଏହି ଲବଙ୍ଗର ଉପାୟ ବହୁତ ଚମତ୍କାରି ଅଟେ । କିନ୍ତୁ ଲବଙ୍ଗର ଉପାୟ ଭୁଲରେ କରିଲେ ଆପଣଙ୍କ ଉପରେ ଏହାର ଦୁଃ ପ୍ରଭାବ ପଡିଥାଏ ।
ଶତ୍ରୁ ମାନଙ୍କ ଠାରୁ ମୁକ୍ତି ପାଇବା ପାଇଁ ଲଗାତାର ୫ ଟି ଶନିବାର ଦିନ ଶନି ଦେବଙ୍କ ମନ୍ଦିର ଯାଆନ୍ତୁ ଆଉ ସେଠାରେ ସୋରିଷ ତେଲରେ ଦୀପ ଜଳାନ୍ତୁ । ଆଉ ସେଥିରେ ଲବଙ୍ଗ ପକାଇ ଦିଅନ୍ତୁ । ଏହା କରିଲେ ଶତ୍ରୁ ଦୂରେଇ ଯିବେ ।
ଘରୁ ନକରାତ୍ମକ ଶକ୍ତି ଦୂରେଇବାକୁ ଚାହିଁଲେ ଆପଣ ଚିନ୍ତା ଦୂର କରିବାକୁ ଚାହୁଁଥିଲେ ସନ୍ଧ୍ୟାରେ ଆପଣ ଏକ ପିତ୍ତଳ ବାସନ ନିଅନ୍ତୁ । ଏଥିରେ ୧୧ଟି ଲବଙ୍ଗ, ୫ଟି କର୍ପୁର ଏବଂ ଦୁଇଟି ଗୁଜୁରାତି ପକାଇ ଜଳାଇ ଦିଅନ୍ତୁ ।
ଆଉ ତାର ଧୁଆଁକୁ ଘର ସାରା ବୁଲାଇ ଦିଅ । ଆଉ ଏହାପରେ ଏହି ପାଉଁଶ ରଖି ଦିଅନ୍ତୁ । ପ୍ରତ୍ୟେକ ଦିନ ଏହି ପାଉଁଶରୁ ଟିକେ ଏକ ଲୋଟା ପାଣିରେ ରଖି ଘର ମୁଖ୍ୟଦ୍ୱାରରେ ରଖି ଦିଅନ୍ତୁ । ଏହା କରିଲେ ଆପଣଙ୍କ ଘରେ ଖୁସି ଆସିବ । ଶନିଦେବଙ୍କ ଆର୍ଶୀବାଦ ମିଳିବ । ଏଭଳି ଅନେକ ଉପାୟ ବିଷୟରେ ଆପଣ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।