Movie prime

ଆଜି ଶନିବାର ରେ ଶନି ଦେବ ଙ୍କୁ ଏଇ ଭଳି ପୂଜା କଲେ ମିଳିବ ଶନି ଙ୍କ ଦୃଷ୍ଟି ର ଲାଭ, ଆଉ ପାଇବେନି କଷ୍ଟ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆମର ୯ ଟି ଗ୍ରହ ରହିଛି।ଏହି ଗ୍ରହ ମାନଙ୍କ ମଧ୍ୟରୁ କେତେକ କୁ ଶୁଭ ଓ କେତେକ କୁ ଅଶୁଭ ବୋଲି ବିବେଚନା କରାଯାଇ ଥାଏ।
Special report
ସେଭଳି ଶନି ଗ୍ରହ କୁ ସର୍ବଦା କର୍ମ ଦାତା ଗ୍ରହ ବୋଲି କୁହା ଯାଇଥିଏ। କାରଣ କେତେବେଳେ ବ୍ୟକ୍ତି ଙ୍କ ଉପରେ ଶନି ଦେଵ ଙ୍କ କୁ ନଜର ରହିଥିବା ବେଳେ ଆଉ କେତେ ଙ୍କ ବ୍ୟକ୍ତି ଙ୍କ ଉପରେ ଶନି ଦେବ ଙ୍କ ଶୁନଜର ମଧ୍ଯ କରିଥାଏ।
ସର୍ବଦା ଶନି ଦେବ କର୍ମ କୁ ଦେଖି ହିଁ ଫଳ ପ୍ରଦାନ କରି ଥାଆନ୍ତି। ଶନି ଦେବ ସଦା ସର୍ବଦା ପରିଶ୍ରମୀ ବ୍ୟକ୍ତି ମାନଙ୍କୁ ହିଁ ଖୁବ୍ ଭଲ ପାଇ ଥାଆନ୍ତି। ଆଉ ସେ ତାଙ୍କର କାମ କୁ ଦେଖି ହିଁ ଉଚିତ ଫଳ ପ୍ରଦାନ କରନ୍ତି।
Special report
ଶନି ଦେବ ଙ୍କ କୃପା ଦୃଷ୍ଟି ରହିଲେ ଅନେକ ଲୋକ ଧନ ଧାନ୍ୟ ର ଅଧିକାରୀ ହେବା ସହ ଐଶୋର୍ଯ୍ୟ ର ମଧ୍ୟ ଅଧିପତି ହୁଅନ୍ତି। ଶନି ଦେବ ଙ୍କ କୃପା ଦୃଷ୍ଟି ସମସ୍ତଙ୍କ ଉପରେ ନଥାଏ। କାରଣ କେତେକ ଙ୍କ ଉପରେ ଶନି ଦେବ ଙ୍କ କୁଦୃଷ୍ଟି ପଡ଼ିଥାଏ।
ଯାହା ଦ୍ବାରା ସେମାନେ ବାରବାଦ୍ ହୋଇ ଯାଆନ୍ତି। ସେଭଳି ଭାବରେ ଶନି ଦେବ ଙ୍କ ରାଶି ହେଉଛି ମକର ଏବଂ କୁମ୍ଭ ଏଥି ସହ ତୁଳା ରାଶି ଉପରେ ମଧ୍ଯ ଶନି ଦେବ ଙ୍କ ବିଶେଷ କୃପା ଦୃଷ୍ଟି ଥାଏ।
Special report
ଯଦି ଏହି ରାଶି ମାନଙ୍କ ସପ୍ତମ ସ୍ଥାନରେ ଶନି ଦେବ ରହିବେ ତେବେ ଏମାନେ ଖୁବ୍ ଧନ ଓ ଐଶୋର୍ଯ୍ୟ ର ଲାଭବାନ ହେବେ। ଏଭଳି କି ତାଙ୍କ ଉପରେ ଧନର ବର୍ଷା ମଧ୍ଯ ହେବା ପାଇଁ ଲାଗିଲେ। ସେମାନଙ୍କ ସମସ୍ତ ମନୋ ବାଞ୍ଛା ମଧ୍ଯ ପୂରା ହେବା।
ଯଦି ଆପଣଙ୍କ ଚପଲ ହଠାତ୍ ଚୋରି ହୋଇ ଯାଏ ତେବେ ଏହା ଆପଣଙ୍କ ପାଇଁ ଏକ ଖୁବ ଭଲ ସଙ୍କେତ ଅଟେ। କାରଣ ଏହା ଦ୍ବାରା ସୁଚନା ମିଳିଥାଏ କି ଖୁବ ଶୀଘ୍ର ଆପଣଙ୍କ ମୁଣ୍ଡ ରେ ହାତୀ ସୁନା ର କଳଶ ଢାଳିବା କୁ ଯାଉଛି।
Special report
ଏବଂ ଏହା ଦ୍ବାରା ଆପଣ ମଧ୍ଯ ଆଗକୁ ଖୁବ୍ ଧନ ବାନ ହେବେ ବୋଲି ସଙ୍କେତ ମିଳି ଥାଏ। ଏହା ଏକ ଖୁବ ଭଲ ସଂକେତ ଅଟେ। ଯଦି ଆପଣ ଏଭଳି କିଛି ଶନି ଦେବ ଙ୍କ କୃପା ଦୃଷ୍ଟି ପୁର୍ବର ସଙ୍କେତ ଜାଣି ଥାଆନ୍ତି ତେବେ ଏହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.