Movie prime

ଶୁକ୍ରବାର ଚୁପ୍ ଚାପ୍ କାହାକୁ ନକହି କରି ଦିଅନ୍ତୁ ଏହି ଗୋଟିଏ କାମ ମା ସନ୍ତୋଷୀ ଦୂର କରିବେ ସବୁ ଦୁଃଖ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମେ ଏବେ ଆପଣଙ୍କୁ ଧନ ଦେବୀ ସନ୍ତୋଷୀ ମାତା ଙ୍କ ପୁଜା ସମ୍ପର୍କ ରେ କହିବାକୁ ଯାଉଛୁ। ଏହା ଦ୍ବାରା ମଧ୍ୟ ଆପଣ ମାନଙ୍କ ସମସ୍ତ ସମସ୍ୟା ଦୂରୀଭୂତ ହୋଇ ଯିବ।
ଆଜ୍ଞା ହଁ ଶୁକ୍ରବାର ଦିନ ଧନ ଦେବୀ ମାଆ ଲକ୍ଷ୍ମୀ ଙ୍କ ସହିତ ସନ୍ତୋଷୀ ମାତା ଙ୍କ ପୂଜାର୍ଚ୍ଚନା କରାଯାଉଛି। ସୁଖ ,ଶାନ୍ତି ଓ ବୈଭବ ର ପ୍ରତୀକ ହେଉଛନ୍ତି ମାଆ ସନ୍ତୋଷୀ। ଶୁକ୍ର ବାର ଦିନ ଯଦି ଆପଣ ଏହି କାମ କରିବେ ତେବେ,
ସନ୍ତୋଷୀ ମାଆ ମଧ୍ୟ ଆପଣଙ୍କ ସବୁ ଦୁଃଖ ଦୂର କରି ଦେବେ। କୁହା ଯାଏ କି ଯେଉଁ ବ୍ୟକ୍ତି ବିଧି ବିଧାନ ସହ ସନ୍ତୋଷୀ ମାତା ଙ୍କ ପୂଜାର୍ଚ୍ଚନା କରିଥାନ୍ତି ସନ୍ତୋଷୀ ମାଆ ତାଙ୍କର ସମସ୍ତ ମନୋସ୍କାମନା ପୂର୍ଣ୍ଣ ମଧ୍ୟ କରି ଥାଆନ୍ତି।
ହୃଦୟ ରୁ ଏହି ବ୍ରତ କରିବା ଦ୍ୱାରା ସନ୍ତୋଷୀ ମାଆ ଙ୍କ ବିଶେଷ କୃପା ମଧ୍ୟ ପ୍ରାପ୍ତ ହୋଇଥାଏ। ମାନ୍ୟତା ଅନୁସାରେ ପ୍ରତ୍ୟେକ ଶୁକ୍ରବାର ଦିନ ମାଆ ସନ୍ତୋଷୀ ଙ୍କ ପୂଜା କରିବା ଦ୍ୱାରା,
ଧନ ଏବଂ ବିବାହ ସମ୍ବନ୍ଧୀୟ ସମସ୍ତ ସମସ୍ୟା ମଧ୍ୟ ଦୁର ହୋଇଥାଏ। କୁହାଯାଏ କି ପ୍ରତ୍ୟେକ ଶୁକ୍ରବାର ପୂଜା ପରେ ସନ୍ତୋଷୀ ମାଆ ଙ୍କ ଆରତୀ ପାଠ କରିବା ଦ୍ୱାରା ବିଶେଷ ଲାଭ ପ୍ରାପ୍ତି ହୋଇଥାଏ।
ତେବେ ମାଆ ଲକ୍ଷ୍ମୀ ଙ୍କ ପୂଜା କରିବା ପୂର୍ବରୁ ଆପଣ ମାନେ ମାଆ ସନ୍ତୋଷୀ ଙ୍କ ପୂଜା କରିବା ନିହାତି ଆବଶ୍ୟକ ଅଟେ। ଆଉ ଆପଣ ମାନେ ଜାଣିଥିବେ କି ମାଆ ସନ୍ତୋଷୀ ଙ୍କ ବାର ହେଉଛି ଶୁକ୍ର ବାର। ତାଙ୍କୁ ମଧ୍ୟ ଏହି ବାର ରେ ହିଁ ପୂଜା କରାଯାଇ ଥାଏ।
ପୂଜାର୍ଚ୍ଚନା କରିବା ଦ୍ୱାରା ବୈବାହିକ ଜୀବନରେ ଅଧିକ ଖୁସି ଆସିଥାଏ। ଶୁକ୍ରବାର ଦିନ କରନ୍ତୁ ମାଆ ସନ୍ତୋଷୀ ଙ୍କ ଏହି କାର୍ଯ୍ୟ ଯାହା ଦ୍ୱାରା କି ମାଆ କରିବେ ସବୁ ସମସ୍ୟାର ଦୁର।
ଏବଂ ଆପଣଙ୍କ ସବୁ କଷ୍ଟ ମଧ୍ଯ ଦୁର ହୋଇ ଯିବ। ସେଥିପାଇଁ ପ୍ରାୟତଃ ଲୋକେ ମାଆ ସନ୍ତୋଷୀ ଙ୍କ ନିକଟରେ ମନୋସ୍କାମନା ରଖି ପୂଜାର୍ଚ୍ଚନା କରନ୍ତି। ଏବଂ ତାଙ୍କର ମନୋସ୍କାମନା ମଧ୍ଯ ପୂରା ହୋଇଥାଏ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.