Movie prime

କେମିତି ହେବ ଏ ଦୁନିଆର ଅନ୍ତ ଦେଖନ୍ତୁ ଆଗରୁ ହୋଇଛି ସମସ୍ତ ବର୍ଣ୍ଣନା ଏହି ସମୟ ଆସିଲେ ହେବ ଏମିତି ପୃ-ଥିବୀ ଶେଷ

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ତେବେ ପୃଥିବୀ ମଧ୍ୟ ଦିନେ ଧ୍ଵଂସ ହେବ। ପୃଥିବୀ ନଷ୍ଟ ହେବା ପରେ ଏହି ଜୀବ ଜଗତ ଲୋପ ପାଇଯିବ। ଆପଣ ମାନେ ତ ଜାଣିଥିବେ କେତେକ ଲୋକ କୁହନ୍ତି କଳିଯୁଗ ଶେଷ ହେବା ବେଳେ ପୃଥିବୀ ଧ୍ଵଂସ ହେବ।
ଲୋକ ମାନେ ପ୍ରାୟତଃ କୁହନ୍ତି ଯେ, ମହାକାଶରୁ ବିରାଟ ପଥର ବା ଉଲ୍କା ପିଣ୍ଡ ପୃଥିବୀସହ ଧକ୍କା ହେବ ତାପରେ ପୃଥିବୀ ଅନେକ ଖଣ୍ଡରେ ବିଭକ୍ତ ହୋଇ ନଷ୍ଟ ହୋଇଯିବ।
Special Report
ବୈଜ୍ଞାନିକ ମାନଙ୍କ ଅନୁଯାଇ ପୃଥିବୀର ଅସ୍ଥିତ୍ଵ ସୂର୍ଯ୍ୟଙ୍କ ଅସ୍ଥିତ୍ଵ କାରଣରୁ ହୋଇଥାଏ। ଏହା ସ୍ପଷ୍ଟ ହେଇଛି ଯେ, ଯେପର୍ଯ୍ୟନ୍ତ ପୃଥିବୀ ସୂର୍ଯ୍ୟଙ୍କ ଠାରୁ ଆଲୋକ ପାଉଥିବ ସେ ପର୍ଯ୍ୟନ୍ତ ଗ୍ରହର ଅସ୍ଥିତ୍ଵ ରହିବ। 
ଏହି ନୂଆ ଅଧ୍ୟୟନରେ ବୈଜ୍ଞାନିକ ମାନେ ଏକ ବାହ୍ୟ ଗ୍ରହ ନିଜ ତାରା ଆଡ଼କୁ ମୁହାମୁହି ହେବାର ଦେଖିଛନ୍ତି। ଧିରେ ଧିରେ ଏହି ବାହ୍ୟ ଗ୍ରହର କକ୍ଷ ମଧ୍ୟ ସମାପ୍ତ ହେଇଛି। ଏକ ରିପୋର୍ଟ ଅନୁଯାୟୀ ଗ୍ରହ ମାନଙ୍କର ଜୀବନ ଚକ୍ର ଦୃଷ୍ଟିକୋଣରୁ ଏହି ଅଧ୍ୟୟନ ଏକ ମାଇଲ ଖୁଣ୍ଟ ଭାବରେ ପ୍ରମାଣିତ ହେବ।
Special Report
ଅନୁସନ୍ଧାନକରୀ ମାନେ ଏହା ପୂର୍ବରୁ ଜାଣିସାରିଛନ୍ତି ଯେ, ବାହ୍ୟ ଗ୍ରହ ଗୁଡ଼ିକ ତାରା ଗୁଡ଼ିକ ସହିତ ମିଶି ନଷ୍ଟ ହୋଇଯାଆନ୍ତି। ତେବେ ଏପର୍ଯ୍ୟନ୍ତ କୌଣସି ଗ୍ରହ ଧ୍ଵଂସ ହୋଇଥିବାର ଦେଖାଯାଇନାହିଁ। ଏଭଳି ପରିସ୍ଥିତିରେ ବୈଜ୍ଞାନିକ ମାନେ ଏହି ଅଧ୍ୟୟନରେ ହିଁ ପୁରା ଘଟଣା ଦେଖିବାର ସୁଯୋଗ ପାଇଛନ୍ତି। 
ନାସା ୨୦୦୯ରେ ନିଜ ଟେଲିସ୍କପ୍ ସାହାଯ୍ୟରେ ନିଜ ତାରା ଆଡକୁ ଗତି କରୁଥିବା ବାହ୍ୟ ଗ୍ରହ ଷ୍ଟେପେଲକୁ ଆବିଷ୍କାର କରିଥିଲା। ତେବେ ଏହି ବାହ୍ୟ ଗ୍ରହର ଅସ୍ଥିତ୍ଵକୁ ନିଶ୍ଚିନ୍ତ କରିବା ପାଇଁ ବୈଜ୍ଞାନିକ ମାନଙ୍କ ପାଇଁ ଏକଦଶନ୍ଧି ସମୟ ଲାଗିଯାଇଥିଲା। ବୈଜ୍ଞାନିକଙ୍କ ଅନୁଯାଇ ଏହି ବାହ୍ୟ ଗ୍ରହ ଏବଂ ବୃହସ୍ପତି ଗ୍ରହ ମଧ୍ୟରେ ଅନେକ ସମାନତା ରହିଛି।
Special Report
ଉଭୟର ଆକାର ଏବଂ ଓଜନ ପ୍ରାୟ ସମାନ ଅଟେ। ଉଭୟଙ୍କ ମଧ୍ୟରେ କେବଳ ପାର୍ଥକ୍ୟ ହେଉଛି ବାହ୍ୟ ଗ୍ରହ ନିଜ ତାରାର ଅତି ନିକଟତର ହୋଇଯାଇଛି। ଏହି ଦୁଇ ଗ୍ରହ ମଧ୍ୟରେ ଦୂରତା ସୂର୍ଯ୍ୟ ଏବଂ ବୁଧଙ୍କ ମଧ୍ୟରେ ଥିବା ଦୂରତାର ଅଷ୍ଟମ ଭାଗ ସହିତ ସମାନ ରହିଛି। 
ବୈଜ୍ଞାନିକଙ୍କ ଅନୁଯାଇ ବାହ୍ୟ ଗ୍ରହର କକ୍ଷପଥ ପ୍ରତିବର୍ଷ ହ୍ରାସ ପାଉଛି। ତଥାପି ଏହା ଅତି ମନ୍ଥଥର ଗତିରେ ଏହା ସୂର୍ଯ୍ୟ ଆଡ଼କୁ ଗତି କରୁଛି। ଜ୍ୟୋତ୍ରିବିଜ୍ଞାନୀଙ୍କ ଅନୁଯାଇ ଯେ କୌଣସି ଗ୍ରହ ଏବଂ ଏହାର ସୂର୍ଯ୍ୟ ମଧ୍ୟରେ ଥିବ ମାଧ୍ୟାକର୍ଷଣ ଶକ୍ତି ପରସ୍ପରର ଆକାରରେ ପରିବର୍ତ୍ତନ ଆଣେ।
ବୈଜ୍ଞାନିକ ମାନେ ଜାଣିବାକୁ ପାଇଛନ୍ତି ଯେ, ଏହିପରି ଊଜା ବୃହସ୍ପତି ଗ୍ରହ ଏବଂ ଏହାର ଚନ୍ଦ୍ର ମଧ୍ୟରେ ମାଧ୍ୟାକର୍ଷଣ ହେତୁ ମଧ୍ୟ ସୃଷ୍ଟି ହେଇଛି। ତେବେ ବୈଜ୍ଞାନିକ ମାନଙ୍କ ଦ୍ବାରା ଦେଖାଯାଇଥିବା ଏହିଭଳି ପରିବର୍ତ୍ତନ ହିଁ ଦିନେ ପୃଥିବୀ ଧ୍ଵଂସ ହେବାର କାରଣ ହେବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.