Movie prime

ସାରା ଓଡ଼ିଶା ବାସୀଙ୍କ ଡିମାଣ୍ଡ ରେ ସସ୍ମିତା ଗାଇଲେ ନୂଆ ଭଜନ ଶ୍ରାବଣ ମାସରେ ଦେଖନ୍ତୁ ଏହି ଅତି ସୁନ୍ଦର ଗୀତ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ। ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ଅଞ୍ଚଳର ଆଉ ସବୁ ପ୍ରକାରର ଖବର ପାଇପାରିବେ ।ଆପଣମାନେ ସମସ୍ତେ ତ ଏବେ ସାମ୍ନାକୁ ଆସିଥିବା ସିଙ୍ଗରଙ୍କ ନାଁ ଜାଣିଥିବେ । ଏହି ମହିଳା ଜଣକ ତାଙ୍କ ଜୀବନରେ ଅନେକ କଷ୍ଟ ସହିଛନ୍ତି । ଆଉ ଏବେ ସେ ଷ୍ଟୁଡିଓରେ ଗୀତ ଗାଉଛନ୍ତି ।
ଏହି ମହିଳା ଜଣକ ହେଉଛନ୍ତି ସସ୍ମିତା ଜେନା । ସେ ବାଲେଶ୍ଵରରେ ରୁହନ୍ତି । ସେ ପ୍ରେମ ବିବାହ କରିଥିଲେ କିନ୍ତୁ ତାଙ୍କ ସ୍ଵାମୀ ଜଣେ ମଦ୍ୟପ ଆଉ ଚୋର ପ୍ରକୃତିର ଲୋକ । ସେଥିପାଇଁ ସେ ତାଙ୍କ କୁନି ଝିଅକୁ ନେଇ ତାଙ୍କ ସ୍ବାମୀଙ୍କୁ ଛାଡ଼ି ପଳାଇ ଆସିଛନ୍ତି ।
Special report
ସେ ତାଙ୍କ ବାପଘରେ ରହୁଥିଲେ କିନ୍ତୁ ତାଙ୍କ ପରିବାରର ଅବସ୍ଥା ଶୋଚନୀୟ ନୁହେଁ ସେଥିପାଇଁ ସେ ବାଲେଶ୍ବରରୁ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଆସି ସେଠାରେ ଭିକ୍ଷା ବୃତ୍ତି କରି ନିଜର ଆଉ ନିଜ ଝିଅର ପେଟ ପୋଷିଥାନ୍ତି । ଆଉ ସେ ସେହି କାମ କରିଥାନ୍ତି ।
ତାଙ୍କୁ ଜଣେ ମିଡ଼ିଆ ଭାଇ ଦେଖି ତାଙ୍କ ବିଷୟରେ ପଚାରିବା ପରେ ସବୁ କଥା ସେ କହିଥିଲେ । ଆଉ ତାଙ୍କର ସୁନ୍ଦର ସ୍ୱର ମଧ୍ୟ ଥିଲା । ଆଉ ସେ ଭଲ ଗୀତ ଗାଆନ୍ତି ବୋଲି ମଧ୍ୟ କହିଥିଲେ । ଏହାପରେ ମିଡ଼ିଆ ଗଣମାଧ୍ୟମ ଦ୍ଵାରା ସେ ବହୁତ ପରିଚିତ ହୋଇଥିଲେ ।
Special report
ଆଉ ଏବେ ସେ ଅନେକ ଗୀତ ଗାଇ ସାରିଲେଣି । ସେ ୭ ରୁ ୮ ଟି ଗୀତରେ କଣ୍ଠଦାନ କରିଛନ୍ତି । ତାଙ୍କର ସ୍ୱର ଲୋକମାନଙ୍କୁ ବହୁତ ପସନ୍ଦ ଆସିଛି । ଲୋକମାନେ ତାଙ୍କ ଗୀତ ଗୁଡ଼ିକୁ ଅନେକ ଭଲପାଇବା ଦେଇଛନ୍ତି । ଏହି ମହିଳା ଜଣଙ୍କ ଏବେ ନୂଆ ଗୀତ ଗାଇଛନ୍ତି ।
ଗାୟିକା ସସ୍ମିତା ଜେନା ଏବେ ଭଗବାନ ଲିଙ୍ଗରାଜଙ୍କ ପାଇଁ ଗୀତ ଗାଇଛନ୍ତି । ଆଉ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହି ଗୀତ ରେକର୍ଡିଂ ହେଉଥିବାର ଦୃଶ୍ୟ ଦେଖିପାରିବେ ଆଉ ଏହି ଗୀତକୁ ଶୁଣି ପାରିବେ । ସେ ବହୁତ ସୁନ୍ଦର ଭାବରେ ଏହି ଗୀତକୁ ଗାଉଛନ୍ତି ।
ଏହି ଗୀତଟି ହେଉଛି "ସବୁ ଦିଅଁ ଠାରୁ ବଡ଼ ଦିଅଁ ତୁମେ ନାଁ ତୁମ ଲିଙ୍ଗରାଜ । ଏଭଳି ଏହି ଗୀତ ଆପଣମାନେ ଶୁଣିପାରିବେ । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛି । ସୁବାଷ ମ୍ୟୁଜିକରେ ଏହି ଗୀତ ଗାନ କରାଯାଉଛି । ସତରେ ଏହି ଗାୟିକା ଜଣଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି ।