Movie prime

ସତ ହେଲା ମାଳିକା ବଚ୍ଚନ ! ମାତିଲେଣି ଚଣ୍ଡୀ ଚାମୁଣ୍ଡା ଦେଖନ୍ତୁ କେମିତି ହେବ ସଂହାର

 
Special report
ମହାପୁରୁଷ ଅଚ୍ୟୁତାନନ୍ଦ ୬ ସହ ବର୍ଷ ତଳେ ତାଳପତ୍ର ପୋଥୀ ରେ ଯେତେବେଳେ କାଗଜ କଲମ କିଛି ନଥିଲା ସେତେବେଳେ ତାଳପତ୍ର ପୋଥୀ ସାହାର୍ଯ୍ୟ ରେ ଆଗତ ଭବିଷ୍ୟତ ର ସୂଚନା ଦେଇଛନ୍ତି।
ଏକ ଭବିଷ୍ୟତ ର ସୂଚନା ଯାହା ଏବେ ପର୍ଯ୍ୟନ୍ତ ଘଟଣା ଘଟିନାହିଁ।କିନ୍ତୁ ଆଗକୁ ଘଟିବ।ମହାପୁରୁଷ ତାଙ୍କ ଗ୍ରନ୍ଥ ଭବିଷ୍ୟ ମାଳିକା ଗ୍ରନ୍ଥ ରେ ଲେଖିଛନ୍ତି।ଏମିତି ଏକ ସମୟ ଆସିବ ଯେଉଁ ସମୟ ଭିତରେ ଘର ସମସ୍ତଙ୍କ ମଶାଣି ପାଲଟି ଯିବ।ସମସ୍ତଙ୍କ ଭିତରେ ହିଂସା ଭାବ ପରି ପ୍ରକାଶ ହେବ।
ସମସ୍ତେ ସମସ୍ତଙ୍କୁ ହିଂସା କରିବାକୁ ଲାଗିବେ।ମଣିଷ ପାଇଁ ଘର ମଶାଣି ପାଲଟି ଯିବ।ଘର କାହାକୁ କୁହାଯାଏ ଯେତେବେଳେ ଜଣେ ଘର ଟିଏ କରି ତାକୁ ଘର ବୋଲି କହିବେ ତାହା ବୋଧ ହୁଏ ଭୁଲ ହୋଇଯିବ।
କାହିଁକି ନା ଘର କରି ଯଦି ଘୋଡ଼ା ରଖିବେ ତାହେଲେ ତାକୁ ଘୋଡ଼ା ଶାଳ କୁହାଯିବ।ଗାଇ ରହିଲେ ତାକୁ ଗୁହାଳ କୁହାଯିବ।ଯଦି ମଣିଷ ରହିବେ ତାକୁ ହିଁ ଘର କୁହାଯାଏ।ପରସ୍ପର ମଧ୍ୟରେ ସ୍ନେହ ମମତା ରହିବ ପ୍ରକୃତରେ ସେହି ମଣିଷ ରହିଲେ ତାକୁ ହିଁ ଘର କୁହାଯାଇଥାଏ।
କିନ୍ତୁ କଳିଯୁଗ ରେ ଆଉ ଘର ରହିବ ନାହିଁ।ପରିବାର ବର୍ତମାନ ଛୋଟ ହୋଇଗଲାଣି।ଆଉ ଘର ଗୁଡ଼ିକ ବଢ଼ି ଗଲାଣି।ଲୋକମାନେ ଜାଗା କିଣିବାରେ ବ୍ୟସ୍ତ ରହୁଛନ୍ତି।ବର୍ତମାନ ପ୍ରାୟ ସମସ୍ତେ କେଶ କୁ ମେହେନ୍ଦି ଲଗାଇ ତମ୍ବା ବର୍ଣ୍ଣ କରୁଛନ୍ତି।
ଆଉ ନଖ ବଡ଼ ବଡ଼ ରଖିବାକୁ ପସନ୍ଦ କରୁଛନ୍ତି। ଭୂମି ଉପରୁ ଚାରି ଆଙ୍ଗୁଳି ଉପରକୁ ତାଙ୍କର ପାଦ ରହିଥିବ।ଏବେ ହାଇ ହିଲ ର ବ୍ୟବହାର ଏକ ପ୍ରକାରର ଡାହାଣୀ ର ସୂଚନା ଦେଉଛି।
ମାଳିକା ରେ ଯାହା ଲେଖା ହୋଇଛି ତାହା ସବୁ ସତ ହେଉଛି।ପରକ୍ରୀୟ ପ୍ରୀତି ଏମିତି ବଢ଼ିଛି ନିଜ ସ୍ବାମୀ ଙ୍କୁ ସ୍ତ୍ରୀ ମାନେ ମାରିବା ପାଇଁ ପଛାଉ ନାହାଁନ୍ତି।
ନଚେତ୍ ଅନ୍ୟ କାହା ସହିତ ଫେରାର ହୋଇଯାଇଛନ୍ତି।ଏହି ଘଟଣା ଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.