Movie prime

ସତ ହେଲା ମାଳିକା ଲେଖା ପୃଥିବୀ ସହ ଆସି ମାଡ ହେଲା ଅଜଣା ଗ୍ରହ ରେଖନ୍ତୁ ଆଗକୁ ଆଗକୁ କଣ ହେବ - Exclusive

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ମାଳିକାକୁ ନେଇ ଆସିଥିବା ଖବର ଜାଣିପାରିବେ । ମାଳିକାରେ ଯାହା ଲେଖା ହୋଇଛି ତାହା ଦିନେ ନା ଦିନେ ସତ ହେବ ।
Special Report
ମାଳିକା ବଚନ କେବେ ନ ହୁଅଇ ଆନ । ଏବେ ମାଳିକା କଥାକୁ ନେଇ କିଛି ଖବର ଆସୁଛି ଯାହା ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ ।ନୂଆ ବର୍ଷ ଶେଷ ବେଳକୁ ପୃଥିବୀକୁ ମାଡି ଆସୁଛି ବିପତ୍ତି । 
ନୂଆ ବର୍ଷ ଶେଷ ବେଳକୁ ପୃଥିବୀକୁ ମାଡି ଆସୁଛି ଭୟଙ୍କର ବିପଦ । ସୂର୍ଯ୍ୟରେ ଘଟିଲା ସବୁଠୁ ବଡ ଭୟଙ୍କର ବିସ୍ଫୋରଣ, ଆକାଶରୁ ଖସିବ ଅଗ୍ନି ପିଣ୍ଡୁଳା । ପୃଥିବୀକୁ ପାଦେ ପାଦେ ବିପଦ ହୋଇଯାଆନ୍ତୁ ସାବଧାନ ।
Special Report
ଭବିଷ୍ୟତବାଣୀ ଏବେ ସତ ହେବାକୁ ଯାଉଛି ଆଉ ଘଟି ଚାଲୁଛି ରହସ୍ୟମୟ କାହାଣୀ । ଭବିଷ୍ୟତରେ ଯାହା ସବୁ ଘଟିବାକୁ ଯାଉଛି ତାହା ମାଳିକାରେ ଲେଖା ହୋଇଛି । ମାଳିକା ବଚନ ଧୀରେ ଧୀରେ ସତ ହେବାକୁ ଯାଉଛି ।
୨୦୨୩ ମସିହା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ୨୦୨୩ ମସିହାରେ ଅନେକ ଲୋକଙ୍କ ଜୀବନ ଯାଇଛି । ଏହି ୨୦୨୩ ମସିହା ଅନେକ ଲୋକଙ୍କ ଜୀବନ ନେବା ସହିତ ଅନେକ ଲୋକଙ୍କୁ ହଇରାଣ କରିଛି ।
Special Report
ଅନେକ ଲୋକ ପୂର୍ବାନୁମାନ କରିଛନ୍ତି କି ୨୦୨୪ ମସିହାରେ ଆହୁରି ଅନେକ କ୍ଷୟକ୍ଷତି ହେବ । ୨୦୨୪ ମସିହା ୨୦୨୩ ମସିହା ଠାରୁ ଅଧିକ ଭୟ ଦେଖାଇବ । ୨୦୨୩ ମସିହା ଠାରୁ ଏହା ଆହୁରି ବିପଦ ଆଣିବ ।
ଡିସେମ୍ବର ୧୪ ତାରିଖରେ ସୂର୍ଯ୍ୟଙ୍କ ଗତିପଥ ଉପରେ ବଡ ବିସ୍ଫୋରଣ ରେକର୍ଡ କରାଯାଇଛି । ଏହି ଘଟଣା ସବୁଠାରୁ ବଡ଼ ଭୟଙ୍କର ଘଟଣା । ସୂର୍ଯ୍ୟ ପୃଷ୍ଠରେ ମହା ଭୟଙ୍କର ବିସ୍ଫୋରଣ ହୋଇସାରିଛି । ଏହା ପୃଥିବୀ ଉପରେ ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି ।
ସୂର୍ଯ୍ୟଙ୍କ ଉପରେ ହୋଇଥିବା ଏହି ବିସ୍ଫୋରଣ ଯୋଗୁଁ ଦକ୍ଷିଣ ଆମେରିକାର ରେଡ଼ିଓ ସିଗ୍ନାଲ ପ୍ରଭାବିତ ହେବାକୁ ଲାଗିଛି । ଦୁଇ ଘଣ୍ଟା ପାଇଁ ସିଗ୍ନାଲ କଳା ହୋଇ ଯାଇଥିଲା । ପୃଥିବୀରେ ବିଦ୍ୟୁତ୍ ଉପରେ ଏହାର ପ୍ରଭାବ ପଡ଼ିବ ବୋଲି ଜଣାପଡିଛି ।