Movie prime

ସତ ହେଉଛି ଅଚ୍ୟୁତାନନ୍ଦ ଙ୍କ ମାଳିକା, ଶ୍ରୀ ମନ୍ଦିର ଉପରୁ ଖସିଲା ଅଜଣା ପଥର! ଭୟରେ ଥରୁଚନ୍ତି ପୁରୀ ବାସୀ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପୁଣି ଥରେ ବଡ଼ ଦେଉଳରୁ ଖସିବ ପଥର ଓ ଖାଲି ହେବ ଶ୍ରୀ ମନ୍ଦୀର।ମାଳିକା ବଚନ ଏବେ ମଧ୍ଯ ଦିନକୁ ଦିନ ସତ ହେବାରେ ଲାଗିଛି ସେଥିପାଇଁ ଏହାକୁ ସାରା ଓଡ଼ିଶାରେ ନୁହେଁ ବରଂ
Special report
 ଭାରତର ଲୋକ ମାନେ ମଧ୍ୟ ଦିନକୁ ଦିନ ବିଶ୍ବାସ କରିବାକୁ ଲାଗିଲେଣି। ଚଣ୍ଡୀ ଚାମୁଣ୍ଡି ଙ୍କୁ ବିକଟାଳ ରଡ଼ିରେ କମ୍ପି ଉଠିବ ସାରା ବିଶ୍ଵ ବ୍ରହ୍ମାଣ୍ଡ। କଳା ଧଳା ଘୋଡାରେ ଚଢ଼ି ମେଳଛ ସଂହାର କରିବେ ପ୍ରଭୁ ଶ୍ରୀ ଜଗନ୍ନାଥ।
ମାଳିକା ରେ ବର୍ଣ୍ଣିତ ଏହି କଥା ସବୁ ଆଗରୁ ବହୁ ମାତ୍ରାରେ ସତ ହୋଇ ସାରିଛି। ଆଗକୁ ମଧ୍ୟ ଆହୁରି କଥା ସତ ହେବା ପାଇଁ ବାକି ରହିଛି। ମହାପ୍ରଭୁ ଜଗନ୍ନାଥ ଶ୍ରୀମନ୍ଦିର ଛାଡ଼ି ଚାଲିଯିବା ପରେ
Special report
 ଶ୍ରୀମନ୍ଦିର କୁ ବୁଡାଇ ଦେବ ସମୁଦ୍ରର ଏହି ସାତ ତାଳ ପାଣି। ଅକାତ କାତ ପାଣିରେ ମଧ୍ୟ ବୁଡି ଯିବ ସାର ପୁରୀ ସହର। ଆଉ ଏହି ପାଣି ଶୁଖିବା ବେଳକୁ ମଧ୍ୟ ଆଉ କିଛି ନଥିବ ସବୁ କିଛି ଶେଷ ହୋଇ ସାରିଥିବ।
ଜଣେ ବି କେହି ମଣିଷ ଜୀବିତ ନଥିବେ। ସ୍ଵର୍ଗଦ୍ଵାର ନିକଟ ସମୁଦ୍ର କୂଳରେ ସମସ୍ତ ଲୋକ ସମାଧି ନେଇ ସାରିଥିବେ ଆଉ ୨୨ ପାହାଚରେ ମଧ୍ୟ ମୀନ ଖେଳିବ। ଆଉ ଏହା ପୂର୍ବରୁ ସମାଧି ନେଇ ସାରିଥିବ ସାରା ଜଗତ।
Special report
ଚଣ୍ଡୀ ଚାମୁଣ୍ଡା ଙ୍କ ବିକଟାଳ ରଡ଼ି ରେ କମ୍ପି ଉଠିବ ବିଶ୍ଵ ବ୍ରହ୍ମାଣ୍ଡ। ବଞ୍ଚି ଯାଇଥିବା ପାପି ମାନଙ୍କ ମଧ୍ୟରୁ ଅଧା ପାପୀ ସେହି ରଡ଼ି ଶୁଣିବା ପରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଜିବ। ଆଉ ଏକଥା ସବୁ ମାଳିକା ରେ ଲେଖା ଅଛି।
ଏହି ଦିନ ମଧ୍ୟ ଆଉ ଦୂର ନୁହେଁ ଖୁବ ଶୀଘ୍ର ସବୁ କିଛି ବିନାଶ ହେବା ପାଇଁ ଯାଉଛି। ଚାହୁଁ ଚାହୁଁ ସବୁ କିଛି ଘଟି ଯିବ ଆଉ ଏହାକୁ ମଧ୍ୟ କେହି ହେଲେ ବି ରକ୍ଷା କରି ପାରିବେ ନାହିଁ। ଅନ୍ୟାୟ ଉପରେ ସତ୍ୟ ଓ ଧର୍ମର ଜୟ ହେବେ।
ଏବେ ଠାରୁ ମଧ୍ୟ ମାଳିକା ରେ ଉଲ୍ଲେଖ ତ୍ନିବା କଥା ଗୁଡ଼ିକ ସତ୍ୟ ହେବାରେ ଲାଗିଲାଣି ତେବେ ଏହି ଘଟଣା ସଂପର୍କରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବା କୁ ଅନୁରୋଧ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.