Movie prime

ସାବିତ୍ରୀ ବ୍ରତ ଦିନ କରନ୍ତୁ ଏହି ସମୟରେ ପୂଜା ନିହାତି ଭାବେ ପାଇବେ ଶୁଭଫଳ ସ୍ଵାମୀ ମାନଙ୍କ ବଢିବ ଆୟୁଷ

 
Special report
ଓଡ଼ିଆ ଘରର ସଧବା ନାରୀ ମାନଙ୍କର ଏକ ବିଶିଷ୍ଟ ପର୍ବ ହେଉଛି ସାବିତ୍ରୀ ବ୍ରତ।ସାବିତ୍ରୀ ବ୍ରତ ଆସନ୍ତା ମେ ୧୯ ତାରିଖ ରେ ଓଡ଼ିଶାର ଏହି ପର୍ବ ପାଳନ ହେବାକୁ ଯାଉଅଛି।
ଏହି ବ୍ରତରେ ଓଡ଼ିଆ ଘରର ସଧବା ନାରୀ ମାନେ ସେମାନଙ୍କ ସ୍ବାମୀ ଙ୍କର ଶୁଭ ମନାସି ଏବଂ ଦୀର୍ଘ ଆୟୁଷ ର କାମନା କରି ବ୍ରତ ରଖିଥାନ୍ତି।ସବୁ ନାରୀ ଙ୍କ ର ଇଚ୍ଛା ଥାଏ କି ସାବିତ୍ରୀ ଙ୍କ ପରି ସଦା ସର୍ବଦା ସଧବା ହୋଇ ରହିବା ପାଇଁ।
ଏଥିପାଇଁ ଏହି ବ୍ରତ କୁ ଖୁବ୍ ନିଷ୍ଠାର ସହିତ ପାଳନ କରିଥାନ୍ତି।କିନ୍ତୁ ଏହି ବ୍ରତର ପୂଜାରେ ନାରୀ ମାନେ କେଉଁ ସବୁ କଥା ପ୍ରତି ନିହାତି ଧ୍ୟାନ ଦେବା ଆବଶ୍ୟକ ତାହା ଜାଣିବା ଉଚିତ।
ଯଦି କିଣି ଅଣଦେଖା କରନ୍ତି ତାହେଲେ ସ୍ବାମୀ ମାନଙ୍କର ଆୟୁଷ ହାନି ହୋଇଥାଏ।ଅର୍ଥାତ ସ୍ବାମୀ ର ଖୁବ୍ ଶୀଘ୍ର ମୃ-ତ୍ୟୁ ହୋଇଥାଏ। ଜେଷ୍ଠ ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥି ଦିନ ଏହି ସାବିତ୍ରୀ ବ୍ରତ ପାଳନ କରାଯାଏ ଥାଏ।
ଯେତେବେଳେ ଝିଅଟି ବୋହୂ ହୋଇ ଶାଶୁଘର କୁ ଯାଇଥାଏ ସେତେବେଳେ ସେ ଲାଲ ରଙ୍ଗ ର ସବୁ ଜିନିଷ ପିନ୍ଧି ଥାଏ।କାରଣ ଲାଲ ରଙ୍ଗ ହେଉଛି ବୈବାହିକ ଜୀବନରେ ଶୁଭ ର ପ୍ରତୀକ। ତେଣୁ ଓଷା ରେ ଏହି ତିନୋଟି ଭୁଲ କରିବେ ନାହିଁ।
ପ୍ରଥମ ଭୁଲ ଟି ହେଉଛି କଳା ରଙ୍ଗର ଶାଢ଼ୀ ପିନ୍ଧିବା ଉଚିତ ନୁହେଁ ।ନଚେତ୍ ଏହି ଅଶୁଭତା କାରଣ ରୁ ସ୍ବାମୀ ମାନଙ୍କର ଆୟୁଷ ହାନି ହୋଇଥାଏ।
ଦ୍ୱିତୀୟ ଭୁଲ ଟି ହେଉଛି ଏହି ଅମାବାସ୍ୟା ଦିନ ଏପରିକି କୌଣସି ବି ରାତିରେ ବାହାରେ ଲୁଗାପଟା ସୁଖାନ୍ତୁ ନାହିଁ।କାରଣ ଏହି ଦିନ ଅମାବାସ୍ୟା ହେତୁ ଏହାକୁ କାଳ ରାତ୍ରି ବୋଲି କହିଥାନ୍ତି।
ତୃତୀୟ ଭୁଲ ଟି ହେଉଛି ଏହି ସାବିତ୍ରୀ ବ୍ରତ ଦିନ ଏପରିକି କୌଣସି ଓଷା ବ୍ରତ ଦିନ କେବେ ବି ସ୍ବାମୀ ସ୍ତ୍ରୀ ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ।ଏହାଦ୍ଵାରା ସ୍ବାମୀ ଙ୍କର ଆୟୁଷ ହାନି ହୋଇଥାଏ।ଆଉ ଚତୁର୍ଥ ଭୁଲ ହେଉଛି ସାବିତ୍ରୀ ବ୍ରତ ଦିନ କୌଣସି ଜିନିଷ କାଟିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.