Movie prime

ଶିବଲିଙ୍ଗ ଉପରେ ଚଢ଼ା ଯାଇଥିବା ବେଲପତ୍ର ଖାଇଲେ କଣ ହୁଏ ! ଜାଣନ୍ତୁ ଏହି ବିଶେଷ ଗୁରୁତ୍ୱପୂର୍ଣ୍ଣ କଥା

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଶିବଲିଙ୍ଗରେ ଚଢା ଯାଇଥିବା ବେଲପତ୍ର ଖାଇଲେ କଣ ହୋଇଥାଏ। ସମୁଦ୍ର ମନ୍ଥନ ସମୟରେ ମହାଦେବ ବିଷପାନ କରିବା ପରେ ତାଙ୍କ ଶରୀରର ତାପମାତ୍ରା ବଢି ଯାଇଥିଲା।
Special report
ଆଉ ଏହାକୁ ଶାନ୍ତ କରିବା ପାଇଁ ଅନ୍ୟ ଦେବତା ଗଣ ବେଲପତ୍ର ଖାଇବାକୁ ଦେଇଥିଲେ। ଯାହାପରେ ମହାଦେବ ଶାନ୍ତ ହୋଇଥିଲେ। ବେଲପତ୍ର ଖାଇଲେ ଶୀତଳତା ମିଳିଥାଏ। ଧ୍ୟାନ ରଖିବେ ୩ଟି ବେଲପତ୍ର ଚଢାଇବା ଉଚିତ। ଫାଟି ଯାଇଥିବା ବେଲପତ୍ର ଅର୍ପଣ କରିବା ଅନୁଚିତ। 
ପ୍ରତେକ ଦିନ ଶିବଲିଙ୍ଗରେ ବେଲପତ୍ର ଚଢାଇଲେ ସମସ୍ଯା ଦୂର ହେବା ସହ ଧନର ଅଭାବ ହେବ ନାହିଁ। ଧର୍ମ ଶାସ୍ତ୍ର ଅନୁଯାୟୀ ଚତୁର୍ଥୀ, ଅଷ୍ଟମୀ, ଅମାବାସ୍ୟା, ପୂର୍ଣ୍ଣିମା, ସଙ୍କ୍ରାନ୍ତି ତିଥିରେ ବେଲପତ୍ର ତୋଳିବା ଅନୁଚିତ।
Special Report
ସୋମବାରରେ ବେଲପତ୍ର ତୋଳିବା ଅନୁଚିତ। ଦ୍ଵିପହର ସମୟରେ ବେଲପତ୍ର ତୋଳିବା ଅନୁଚିତ। ଏହି ସବୁ ଦିନର ପୂର୍ବର ଦିନରୁ ବେଲପତ୍ର ତୋଳିବା ଉଚିତ। ସ୍କନ୍ଧ ପୁରାଣ ଅନୁଯାୟୀ ଥରେ ମାତା ପାର୍ବତୀଙ୍କର ଝାଳ ମନ୍ଦରାଚଳ ପର୍ବତ ଉପରେ ପଡିଥିଲା। 
ଏହାପରେ ସେଥିରୁ ଏକ ଗଛ ଉଠିଥିଲା ଯାହାକୁ ବେଲ ଗଛ ନାମରେ ଜଣାଗଲା। ବେଲପତ୍ରକୁ ଶିବଲିଙ୍ଗରେ ଚଢାଇ ସେବନ କରିଲେ ଅନେକ ପ୍ରକାରର ଫାଇଦା ମିଳିଥାଏ। ବେଲପତ୍ର ଖାଇବା ଦ୍ଵାରା ଅନେକ ଦୋଷ ଦୂର ହୁଏ। ଶରୀରରୁ ପାପ କ୍ଷୟ ହୋଇଥାଏ।
Special Report
କାରଣ ଶିବଲିଙ୍ଗରେ ଚଢା ଯାଇଥିବାରୁ ଏହା ସିଦ୍ଧ ହୋଇଥାଏ। ଯେଉଁ ମାନଙ୍କୁ ଗୋ-ହତ୍ୟା ପାପ ଲାଗିଛି ସେମାନେ ୨ ମାସ ଯାଏଁ ବେଲପତ୍ର ସେବନ କରନ୍ତୁ। ମଦ୍ୟପାନ କରୁଥିଲେ ବେଲପତ୍ର ସେବନ କରନ୍ତୁ। ଏହାଦ୍ଵାରା ଶରୀରର ଶୁଦ୍ଧ ହୋଇଥାଏ। 
Special Report
ଏହାସହ ଦୁର୍ଭାଗ୍ୟ ସୌଭାଗ୍ୟରେ ପରିଣତ ହୋଇଥାଏ। ପ୍ରତେକ ଦିନ ୫ଟି ବେଲପତ୍ର ଖାଇବା ଦ୍ଵାରା ରକ୍ତ ସଫା ହୋଇଥାଏ।ଏକ ମାସ ଯାଏଁ ବେଲପତ୍ର ଖାଇବା ଦ୍ଵାରା ଇଚ୍ଛାର ପୂର୍ତ୍ତି ହୋଇଥାଏ। ୬ ମାସ ଯାଏଁ ବେଲପତ୍ର ଖାଇବା ଦ୍ଵାରା ବର୍ତ୍ତମାନ, ଭବିଷ୍ୟତ ଦେଖିବାର ସିଧି ପ୍ରାପ୍ତ ହୁଏ।
୨୧ ଦିନ ଯାଏଁ ବେଲପତ୍ର ଖାଇଲେ ସୌଭାଗ୍ୟ ଆସିଥାଏ। ନବ ଗ୍ରହଙ୍କ ପୀଡା ଥିଲେ ରାତିଦିନ ୫ଟି ବେଲପତ୍ର ଖାଆନ୍ତୁ। କୌଣସି ଦେବୀ ଦେବତାଙ୍କ କୁଦ୍ରୁଷ୍ଟି ଲାଗିଛି ବେଲପତ୍ର ଖାଆନ୍ତୁ। ଏହା ସହ ଶରୀରର ସିଦ୍ଧ ହୋଇଯାଏ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.