Movie prime

ସ୍ଵାମୀଙ୍କ ଠାରୁ ଛାଡପତ୍ର ନେଇ କାହିଁକି ହେଲେ ବ୍ରହ୍ମ କୁମାରୀ ପ୍ରକୃତ କାରଣ ଜାଣିଲେ ହୋସ ଉଡ଼ିଯିବ ଆପଣଙ୍କର

 
Viral news
ମନୁଷ୍ୟ ଙ୍କ ଜୀବନରେ ଅନେକ ପ୍ରକାରର ରହସ୍ୟ ରହିଥାଏ।କିନ୍ତୁ ସେମାନେ ସେହି ରହସ୍ୟ କୁ ଜାଣି ପାରନ୍ତି ନାହିଁ।ସେଥିପାଇଁ ଲୋକମାନେ ଚିନ୍ତା ରେ ପଡ଼ି ଯାଇଥାନ୍ତି।
ଏମିତି କିଛି ଲୋକମାନେ ରହିଛନ୍ତି ଯେଉଁମାନେ କି ଜୀବନରେ କଣ ହେଉଛି ବୁଝି ନିଜ କୁ ଆଉ ଅନ୍ୟ ଲୋକଙ୍କୁ ବୁଝି ତାଙ୍କ ଜୀବନକୁ ପରିବର୍ତ୍ତନ କରିଥାନ୍ତି।ସେହି ଲୋକ ମାନଙ୍କ ଭିତରୁ ଜଣେ ହେଉଛନ୍ତି ବି କେ ଶିବାନୀ।
ଯାହାଙ୍କୁ ଲୋକମାନେ ବ୍ରହ୍ମା କୁମାରୀ ଶିବାନୀ ଓ ଶିବାନୀ ଦେବି କହି ଡାକିଥାନ୍ତି।ବ୍ରହ୍ମା କୁମାରୀ ଶିବାନୀ ଜଣେ ସାଧାରଣ ଝିଅ ହୋଇ ମଧ୍ୟ ଆଧ୍ୟାତ୍ମିକ ଜୀବନ ବିତାଉଛନ୍ତି।ବ୍ରହ୍ମା କୁମାରୀ ଶିବାନୀ ଙ୍କ ପୁରା ନାମ ହେଉଛି ଶିବାନୀ ବର୍ମା।
ସେ ମେ ୩୧ ତାରିଖ ୧୯୭୨ ମସିହାରେ ଜନ୍ମଗ୍ରହଣ କରିଥିଲେ।ଛୋଟ ବେଳୁ ତାଙ୍କୁ ପାଠ ପଢାରେ ବହୁତ ଆଗ୍ରହ ରହିଥିଲା।ଶ୍ରେଣୀ ରେ ସବୁବେଳେ ପ୍ରଥମ ସ୍ଥାନରେ ରହୁଥିଲେ।
ଇଞ୍ଜିନିୟର ରେ ମଧ୍ୟ ଗୋଲ୍ଡ ମେଡାଲିଷ୍ଟ ଅଟନ୍ତି।ପୁନେ ଭାରତୀୟ ବିଶ୍ଵ ବିଦ୍ୟାଳୟ ରେ ଦୁଇ ବର୍ଷ ଚାକିରି କରିଥିଲେ।ସେତେବେଳେ ତାଙ୍କ ବାପା ମା ବ୍ରହ୍ମା କୁମାରୀ ମେଡିଟେଶନ୍ କରିବାକୁ ଯାଉଥିଲେ।
ବ୍ରହ୍ମା କୁମାରୀ ଶିବାନୀ ଙ୍କୁ ମଧ୍ୟ ଯିବାକୁ କହୁଥିଲେ।କିନ୍ତୁ ସେ ମନା କରି ଦେଇଥିଲେ ଆଉ କହିଥିଲେ ସେ ତାଙ୍କ ଜୀବନରେ ବହୁତ ଖୁସି ଅଛନ୍ତି।କିନ୍ତୁ ବାପା ମା ଙ୍କ କଥାରେ ୧୯୯୫ ରେ ପ୍ରଥମ ଥର ପାଇଁ ବ୍ରହ୍ମା କୁମାରୀ ଯାଇଥିଲେ।
ଏହାପରେ ବ୍ରହ୍ମା କୁମାରୀ ଶିବାନୀ ଙ୍କ ର ବିଶାଲ ବର୍ମା ଙ୍କ ସହିତ ବାହାଘର ହୋଇଗଲା।ସେ ଏକ ବିଜନେସ ମ୍ୟାନ ଥିଲେ।ଶିବାନୀ ତାଙ୍କ ସ୍ଵାମୀ ଙ୍କ ସହିତ ୨୦୦୪ ପର୍ଯ୍ୟନ୍ତ ବିଜନେସ ପାର୍ଟନର ରହିଥିଲେ।ଏହାପରେ ଶିବାନୀ ଙ୍କ ବାପା ମା ଶାନ୍ତ ଆଉ ବହୁତ ଖୁସି ରହିଥିବାର ଦେଖିବାକୁ ପାଇଲେ।
କାରଣ ତାଙ୍କ ବାପା ମା ପୂର୍ବରୁ ଚିନ୍ତାରେ ରହୁଥିଲେ।ଏହି ବିଷୟରେ ଯେତେବେଳେ ଶିବାନୀ ତାଙ୍କ ବାପା ମା ଙ୍କୁ ପଚାରିଥିଲେ ସେ ବ୍ରହ୍ମା କୁମାରୀ କୁ ଯାଇଥିବାରୁ ଏପରି ହୋଇଛି କହିଥିଲେ।
ଏହାପରେ ଶିବାନୀ ଙ୍କ ର ବି ଇଚ୍ଛା ହେଲା ସେ ମଧ୍ୟ ୨୦୦୪ ରେ ବ୍ରହ୍ମା କୁମାରୀ ଯାଇଥିଲେ।ସେ ଲଗାତାର ବ୍ରହ୍ମା କୁମାରୀ ସହିତ ଜଡିତ ରହିଲେ।ତାଙ୍କ ସ୍ଵାମୀ ମଧ୍ୟ ରାଜି ହୋଇଥିଲେ।ଲୋକମାନଙ୍କ କହିବ କଥା ଯେ ଶିବାନୀ ଆଉ ବିଶାଲ ଙ୍କ ର ଦୁଇଟି ସନ୍ତାନ ଅଛି।ଆଜି ମଧ୍ୟ ସେ ତାଙ୍କ ପରିବାର ଲୋକଙ୍କ ସହିତ ରୁହନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.