Movie prime

ଶିବରାତ୍ରି ରେ ଖାଆନ୍ତୁ ଏହି ଗୋଟିଏ ଜିନିଷ ଆଉ ଦେଖନ୍ତୁ କେମିତି ଚମତ୍କାର ଭାବେ ବଦଳୁଛି ଭାଗ୍ୟ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏବେ ସୋସିଆଲ ମିଡିଆରେ ଆପଣମାନେ ଏଭଳି କିଛି ଖବର ଦେଖିବାକୁ ପାଇବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ଏହି ଭିଡିଓରେ ଆପଣମାନେ ଏଭଳି କିଛି ଖବର ଦେଖିପାରିବେ ଯାହା ଜାଣିବା ଉଚିତ୍ । ଏହି ଭିଡିଓରେ ଆପଣମାନେ ଜାଣିପାରିବେ କି ମହା ଶିବରାତ୍ରୀ ଦିନ ଏହି ଗୋଟିଏ ଜିନିଷ ଖାଇଲେ ସାରା ବର୍ଷ ଧନର ବର୍ଷା ହେବ ।
ଏହି ଭିଡିଓରେ କୁହାଯାଇଛି ଅନେକ କଥା । ଏହି ବର୍ଷ ମହା ଶିବରାତ୍ରୀ ଫେବୃଆରୀ ୧୮ ତାରିଖରେ ପଡ଼ିବାକୁ ଯାଉଛି । ୧୮ ଫେବୃଆରୀ ୨୦୨୩ ମସିହାରେ ଶନିବାର ଦିନ ମହା ଶିବରାତ୍ରୀ ପଡ଼ିବ । ଏହି ଦିନ ଅନେକ ଶୁଭ ମିଳିବ ।
ଏହି ଦିନ ରାଜ୍ୟ ଯୋଗ ଆଉ ଧନ ଯୋଗ ରହିଛି । ଏହି ଦିନ ବହୁତ ପବିତ୍ର ଅଟେ । ଭଗବାନ ଶିବଙ୍କର ଏହି ମହା ଶିବରାତ୍ରୀ ଅତ୍ୟନ୍ତ ପ୍ରିୟ ଅଟେ । ଏହି ଦିନରେ ଆପଣ କିଛି କରନ୍ତୁ କି ନ କରନ୍ତୁ ଏହି ଫଳ ଖାଇଲେ ବହୁତ ଭଲ ହୋଇଥାଏ । 
ଆମ ହିନ୍ଦୁ ଧର୍ମ ପରମ୍ପରା ଅନୁସାରେ ମହା ଶିବରାତ୍ରୀର ଅନେକ ମହତ୍ତ୍ଵ ରହିଛି । ଏହି ପର୍ବ ଫଗୁଣ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ଦିନ ପାଳନ ହୋଇଥାଏ ।
ଏହି ଦିନ ମାତା ପାର୍ବତୀଙ୍କ ସହ ଭଗବାନଙ୍କ ଶିବଙ୍କର ହୋଇଥିଲା । ଭଗବାନ ଶିବଙ୍କ ପୂଜାରେ ଏଭଳି କିଛି ଭୁଲ କରିଲେ ଭାଗଣ ଶିବ କ୍ରୋଧିତ ହୋଇ ଯାଇଥାନ୍ତି । କେଉଁ କେଉଁ କାମ କରିବା ଅନୁଚିତ୍ ସେହି ବିଷୟରେ କୁହାଯାଇଛି ।
୧) ଭଗବାନ ଶିବଙ୍କୁ ଯେଉଁ ଜଳ ଅର୍ପଣ କରାଯାଇଥାଏ ସେହି ଜଳ ଯେଉଁ ରାସ୍ତାରେ ନିଷ୍କାସନ ହୁଏ ତାହାକୁ କେବେ ଡେଇଁବା ଉଚିତ୍ ନୁହେଁ । ଏହାକୁ ଡେଇଁଲେ ଅନେକ ଦୋଷ ହୋଇଥାଏ । 
୨) ଭଗବାନ ଶିବଙ୍କୁ ତୁଳସୀ ପତ୍ର ଅର୍ପଣ କରନ୍ତୁ ନାହିଁ ।
୩) ଭଗବାନ ଶିବଙ୍କ ମନ୍ଦିରରେ ପୁରା ଭ୍ରମଣ କରନ୍ତୁ ନାହିଁ । ଅଧା ଭ୍ରମଣ କରନ୍ତୁ । 
୪) ଭଗବାନ ଶିବଙ୍କୁ ସିନ୍ଦୂର ଅର୍ପଣ କରନ୍ତୁ ନାହିଁ ।
୫) ଧଳା ରଙ୍ଗର ବା ଲାଲ ରଙ୍ଗର ବସ୍ତ୍ର ପରିଧାନ କରି ପୂଜା କରିବା ଉଚିତ୍ । 
୬) ଶିବ ଲିଙ୍ଗରେ କୌଣସି ଭୋଗ ଅର୍ପଣ କରନ୍ତୁ ନାହିଁ ।
ମହା ଶିବରାତ୍ରୀ ଦିନ ରାତିରେ ପୂଜା କରିଲେ ଶୁଭ ଫଳ ମିଳିଥାଏ । ବେଲ ପତ୍ରରେ ପୂଜା କରନ୍ତୁ । ଗୋଟା ଚାଉଳ ଅର୍ପଣ କରନ୍ତୁ । ଏହାଦ୍ବାରା ଧନ କମ୍ ହୋଇନଥାଏ । ଭଗବାନ ଶିବଙ୍କ ପୂଜାରେ କଳା ବସ୍ତ୍ର ପିନ୍ଧନ୍ତୁ ନାହିଁ ।
ଆପଣ ଏହିଦିନ ବ୍ରହ୍ମ ମୁହୂର୍ତ୍ତରୁ ସବୁ ନିତ୍ୟ କର୍ମ ସାରି ଦିଅନ୍ତୁ । ପ୍ଲାଷ୍ଟିକ ଲୋଟାରେ ଭଗବାନ ଶିବଙ୍କୁ ଜଳ ଅର୍ପଣ କରନ୍ତୁ ନାହିଁ । ଏହିଦିନ ସମ୍ଭୋଗ କରନ୍ତୁ ନାହିଁ ।
ନହେଲେ ଦୁର୍ଭାଗ୍ୟର ସାମ୍ନା କରିବାକୁ ପଡ଼ିଥାଏ । ଏହି ଦିନ ପିଆଜ, ରସୁଣ, ମାଛ, ମାଂସ ଖାଆନ୍ତୁ ନାହିଁ । ଏହିଦିନ ଓମ୍ ନମଃ ଶିବାୟ ଜପ କରନ୍ତୁ । 
ଏହି ଦିନ ପୂଜାରେ ଡମ୍ବରୁ ଆଣିବା ଉଚିତ୍, ଏହି ଦିନ ଭଗବାନ ଶିବଙ୍କ ପରିବାରର ଫଟୋ ଆଣନ୍ତୁ, ଗଳାରେ ରୁଦ୍ରାକ୍ଷ ଧାରଣ କରନ୍ତୁ । ଏହିଦିନ ମହା ମୃ-ତ୍ୟୁଞ୍ଜୟ ମନ୍ତ୍ର ଯନ୍ତ୍ର ଘରେ ରଖନ୍ତୁ ।
ଏହିଦିନ ତ୍ରିଶୁଳ ମନ୍ଦିରରେ ଅର୍ପଣ କରିଲେ ଏବଂ ଏହିସବୁ କାମ କରିଲେ ଶୁଭ ଫଳ ମିଳିଥାଏ ଏବଂ ଧନ ଲାଭ ହୋଇଥାଏ । ଏହିଦିନ ଘରକୁ ମୟୂର ପଙ୍ଖ ଆଣିବା ଉଚିତ୍ ।
ଶିବ ପୁରାଣ ଅନୁସାରେ ମାନଯାଇଥାଏ କି ଏହି ଦିନ ବ୍ରତ ରଖିଥିବା ଲୋକମାନେ ଦୁଦୁରା ଗଛର ଫଳକୁ ଟିକେ ଖାଇବା ବା ଚାଖିବା ଉଚିତ୍ । ଏହିଦିନ ଭାଙ୍ଗ ଚାଖିବା ବା ଖାଇଲେ ଆପଣଙ୍କ ବ୍ରତ ପୂରଣ ହୋଇଥାଏ । ଭଗବାନଙ୍କ କୃପା ମିଳିଥାଏ।