Movie prime

ଶ୍ରୀ ମନ୍ଦିର ରେ ଜଗନ୍ନାଥ ଙ୍କ ଅନୁଭୂତି ଦେଖନ୍ତୁ ଖୋଲି କହିଲେ ସେବାୟତ ମହାବାହୁଙ୍କ ଭକ୍ତ ପ୍ରତି ଅଗାଢ ପ୍ରେମ କିଛି ଏମିତି .....

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଏବେ ଏଭଳି କିଛି ଖବର ଆସିଛି ଯାହା ଜାଣିବା ପରେ ଆପଣ ଅନେକ କଥା ଜାଣିପାରିବେ । ଶ୍ରୀମନ୍ଦିର ବିଷୟରେ ବା ଜଣେ ସେବାୟତଙ୍କ ବିଷୟରେ ଆପଣମାନେ ଏହି ଖବର ଜାଣିପାରିବେ । 
ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ କି ଜଣେ ଚୁନରା ସେବାୟତ ତାଙ୍କ ଅନୁଭବ କହୁଛନ୍ତି । ସେହି ସେବାୟତ ଜଣକ କହିଛନ୍ତି, ଅନୁଭବର ଠାକୁର ହେଉଛନ୍ତି କାଳିଆ ଠାକୁର । କାଳିଆ ଠାକୁରଙ୍କୁ ଅନୁଭବ କରିଲେ ସେ ଦେଖାଯାଆନ୍ତି ।
Special Report
ମହାପ୍ରଭୁଙ୍କୁ ଯେ ବିଶ୍ବାସ କରିଛି ସେ ହିଁ ତାଙ୍କୁ ଦେଖିଛି । ୨୦୧୨,୧୪ ଭିତରେ ଘଟିଥିବା ଘଟଣା ବିଷୟରେ ସେ କହିଛନ୍ତି । ଏହି ବିଷୟରେ ସେ ସବୁ କଥା କହିଛନ୍ତି । ସେହି ଶ୍ରୀ ମନ୍ଦିରରେ ଏକ ମହୁମାଛି ବସା ଥିଲା । 
ଆଉ ତାହା ଭାଙ୍ଗିବାକୁ କୁହାଯାଉଥିଲା । କିନ୍ତୁ ଏହି ସେବାୟତ ଜଣକ ତାହା ଭାଙ୍ଗି ନଥିଲେ । ଆଉ ଯେତେବେଳେ ଭଗବାନଙ୍କ ଆଳତୀ କରାଯାଉଥିଲା । ସେତେବେଳେ ଗୋଟିଏ ମହୁମାଛି ଆସି ତାଙ୍କ ଉପରେ ବସିଲା ।
Special Report
ଆଉ ଏହାପରେ ସବୁ ମହୁମାଛିକୁ ସେହି ମହୁମାଛି ଡାକି ଆଣିଥିଲା । ଆଉ ସମସ୍ତେ ତାଙ୍କୁ କାମୁଡି ଦେଇଥିଲେ । ପ୍ରାୟ ୫୦୦୦ ପାଖାପାଖି ମହୁମାଛି ଥିଲେ । ଏହାପରେ ସେ ଆଉ ଏକ ସ୍ଥାନକୁ ଗଲେ କିନ୍ତୁ ସେଠାରେ ବି ମହୁମାଛି ତାଙ୍କୁ କାମୁଡି ପକାଇଥିଲେ ।
ଏହାପରେ ସେ ଭାବିଥିଲେ କି ଶ୍ରୀ ମନ୍ଦିର ଉପରୁ ଡେଇଁ ପଡ଼ିବେ ଆଉ ସେତେବେଳେ ସେ ମାଆ ବିମଳାଙ୍କ ନାମ ନେଇଥିଲେ । ଆଉ ସେଠାରେ ସେ ବେହୋସ୍ ହୋଇ ଯାଇଥିଲେ । ଆଉ ଯେତେବେଳେ ତାଙ୍କର ହୋସ ଆସିଲା ସେତେବେଳେ ସେ ଡାକ୍ତରଖାନାରେ ଥିଲେ ।
ପ୍ରଭୁ ଜଗନ୍ନାଥଙ୍କ ଯୋଗୁଁ ସେ ବଞ୍ଚି ଯାଇଥିଲେ । ୮ ଦିନରୁ ଅଧିକ ସେ ଆଇସିୟୁରେ ରହିଥିଲେ । ମହାପ୍ରଭୁ ତାଙ୍କୁ ରକ୍ଷା କରିଲେ । ସେ ମହୁମାଛିଙ୍କ କବଳରୁ କେବଳ କାଳିଆ ସାଆନ୍ତଙ୍କ ପାଇଁ ରକ୍ଷା ପାଇଲେ ଆଉ ନୂଆ ଜୀବନ ପାଇଲେ ।