Movie prime

Shree Krushna କହିଛନ୍ତି ଯଦି ଆପଣ କରନ୍ତି ଏହି ଭୁଲ ତେବେ ଜୀବନରେ କେବେ ମଧ୍ୟ ପାଇ ପାରିବେନି ସଫଳତା

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଆପଣମାନେ ସବୁ ପ୍ରକାରର ଖବର ପାଇପାରିବେ ।
ଆଉ କିଛି ଖବର ଏଭଳି ଆସିଥାଏ ଯାହା ଆମକୁ ଅନେକ କଥା ଜଣାଇଥାଏ । ଯାହା ଶୁଣିଲେ ଆମ ଜୀବନରେ ଲାଗିଥାଏ । ଆଉ କିଛି ଖବର ଏଭଳି ହୋଇଥାଏ କି ଯାହା ଆମ ଜୀବନରେ ବହୁତ କାମରେ ଆସିଥାଏ ।
ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି ଏକ ଖବର ଜାଣିପାରିବେ ଯାହା ଆପଣଙ୍କ ମନରେ ଏକ ପ୍ରକାରର ଭାବନା ଆଣିବ । ଭଗବାନ ଶ୍ରୀକୃଷ୍ଣ କହିଥିବା ବାଣୀ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।
Special Report
ସେ ଅନେକ ଉପଦେଶ ଦେଇଛନ୍ତି ଯାହା ଲୋକମାନଙ୍କ କାମରେ ଆସିଥାଏ । ଯଦି କାହାକୁ ତାର ଅନ୍ୟାୟ ଜଣା ପଡ଼ିଥାଏ । ଏହି ଘଟଣାକୁ ସେ ତାର ଅନ୍ତରକୁ ଯୋଡ଼ି ଦେଇଥାଏ । ସମସ୍ତ ଲୋକମାନେ ତାଙ୍କୁ ଶତ୍ରୁ ପ୍ରତୀତ ହୋଇଥାନ୍ତି । 
ଅନ୍ୟାୟ କରିଥିବା ଘଟଣା ଯେତେ ବଡ ହୋଇଥାଏ । ମନରେ ସେହି ଭାବନା ଆହୁରି ଅଧିକ ହୋଇଥାଏ । ସେହି ଘଟଣା ପାଇଁ ସେ ନ୍ୟାୟ ମାଗୁଥାଏ । ଅନ୍ୟାୟ କରିବା ଲୋକ ପଶ୍ଚାତାପ କରିଥାଏ ।
ଯିଏ ଅନ୍ୟାୟ ଭୋଗ କରିଥାଏ ତାହାର ପୁଣି ବିଶ୍ବାସ ହୋଇଥାଏ ଲୋକଙ୍କ ଉପରେ । ଆଉ ଲୋକଙ୍କ କଥାକୁ ସେ ବିଶ୍ବାସ କରିଥାଏ । ଏହା ହେଉଛି ନ୍ୟାୟର ଧର୍ମ । ଆଉ ଏହାକୁ ହିଁ ନ୍ୟାୟ କୁହାଯାଏ । ଯାହାର ହୃଦୟରେ ନ୍ୟାୟ ଥିବ ସେ ଏହି କଥା ଜାଣିପାରିବ ।
ଆଉ ଯାହାର ହୃଦୟରେ ଧର୍ମ ନଥିବ ସେ ନ୍ୟାୟ ଭୁଲି ଯାଇ ଅନ୍ୟାୟ କାମ କରିଥାଏ । ସେ ପ୍ରତିଶୋଧକୁ ଆପଣାଇ ଥାଏ । ହିଂସା ଭାବ କରିଥାଏ । ଏହି ଲୋକମାନେ ହିଁ ଅନ୍ୟାୟ କରିଥାନ୍ତି । ଆଉ ସେମାନେ ଦୋଷୀ ହୋଇ ଯାଇଥାନ୍ତି ।
ନ୍ୟାୟ ଆଉ ଅନ୍ୟାୟ ମଧ୍ୟରେ ଥିବା ଅନ୍ତରକୁ ଜାଣିବା ଉଚିତ୍ । ପ୍ରଭୁ ଶ୍ରୀକୃଷ୍ଣ ଏଭଳି ଅନେକ କଥା କହିଛନ୍ତି ଯାହା ଆମ ଜୀବନରେ ବହୁତ ଭଲ କାମରେ ଲାଗିଥାଏ । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।