Movie prime

ସାମ୍ନାକୁ ଆସିଲା ଭିଜୁଆଲ ଦେଖନ୍ତୁ ଏହି ସେହି ବିଦେଶିନୀ ମହିଳା ଯିଏ ଏମିତି ବସ୍ତ୍ର ଧାରଣ କରି ପଡିଲେ ଶ୍ରୀମନ୍ଦିର ଭିତରେ - Viral Visual

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ଦେଖିପାରିବେ ପୁରୀ ଶ୍ରୀମନ୍ଦିରକୁ ନେଇ ଆସୁଥିବା ଖବର ।
Special Report
ପୁରୀ ଶ୍ରୀମନ୍ଦିର ଭିତରେ ଏଭଳି କିଛି ଦେଖିବାକୁ ମିଳିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ମନରେ ଅନେକ କଥା ଭାବିବେ । ଏବେ ପୁରୀ ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । 
ଏହି ଅଭାବନୀୟ ଘଟଣା ଏବେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ପୁଣି ଶ୍ରୀମନ୍ଦିର ଭିତରେ ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି ।ଶ୍ରୀମନ୍ଦିର ଭିତରେ ଦେଖିବାକୁ ମିଳିଛି କି ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଛନ୍ତି ଜଣେ ବିଦେଶିନୀ ।
Special Report
ଶ୍ରୀମନ୍ଦିର ଭିତରେ ବିଦେଶିନୀ ପ୍ରବେଶ କରୁଥିବାର ଦୃଶ୍ୟ ଏବେ ସୋସିଆଲ ମିଡ଼ିଆ ଦ୍ଵାରା ସାମ୍ନାକୁ ଆସିଛି । ଆପଣମାନେ ନିକଟରେ ଦେଖିଥିବେ ଜଣେ ଯୁବତୀ ଦୁଇଟି ମୂଷା ଛୁଆ ଧରି ଶ୍ରୀମନ୍ଦିର ଭିତରକୁ ଯାଇଥିଲେ ।
ଆଉ ସେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ଏହି ମୂଷା ଦୁଇଟି ଜୟ ଜଗନ୍ନାଥ ଉଚ୍ଚାରଣ କରିଥିଲେ । ଯାହାକୁ ନେଇ ଅନେକ କଥା ଆସୁଥିବା ବେଳେ ଅନେକ ଖବର ଆପଣମାନେ ଶୁଣିଥିବେ । ଏହି ଖବର ଦେଖି ଅନେକ ଲୋକ ସମାଲୋଚନା କରୁଥିଲେ ।
Special Report
ଆଉ ଆଜି ପୁଣି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଲେ ଜଣେ ଅଣ ହିନ୍ଦୁ ଯେ ହେଉଛନ୍ତି ଜଣେ ବିଦେଶିନୀ । ପୂର୍ବରୁ ବିଦେଶିନୀ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ । ଆଉ ଏବେ କଡା ସୁରକ୍ଷା ବ୍ୟବସ୍ଥା ରହିଛି । 
ଆଉ ଏହି କଡା ସୁରକ୍ଷା ବଳୟ ଭିତରେ ମଧ୍ୟ ବିଦେଶିନୀ ଜଣକ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଲେ । ଏହି ଭିଡିଓରେ ଦେଖାଯାଉଛି କି ସେହି ବିଦେଶିନୀ ଯିବା ବାଟରେ ପୋଲିସ ବି ଛିଡ଼ା ହୋଇଛନ୍ତି
ଆଉ ସେହି ରାସ୍ତା ଦେଇ ବିଦେଶିନୀ ଭକ୍ତ ମନ୍ଦିର ସିଂହଦ୍ୱାର ଦେଇ ମନ୍ଦିର ଭିତରକୁ ପ୍ରବେଶ କରିଲେ । ଏହି ବିଦେଶିନୀ ଭକ୍ତଙ୍କୁ କେମିତି ଦେଖିପାରିଲେ ନାହିଁ ପୋଲିସ ବାବୁ ଏହାକୁ ନେଇ ପ୍ରଶ୍ନ ଆସୁଛି । ଏତେ ସୁରକ୍ଷା ଭିତରେ କିଭଳି ଏମିତି ହେଲା ଏହାକୁ ନେଇ ପ୍ରଶ୍ନ ଆସୁଛି ।