Movie prime

ସିନ୍ଦୂର ଲଗାଇବା ବେଳେ ନାକ ଉପରେ ପଡୁଛି କି ଏବେଠୁ ହୁଅନ୍ତୁ ସାବଧାନ ନହେଲେ ଘଟିବ ଏହି ସବୁ ଅଘଟଣ ଦେଖନ୍ତୁ ଏବଂ ଜାଣି ରଖନ୍ତୁ ଏହାର ପରିଣାମ

 
Special report
ଭାରତୀୟ ସଂସ୍କୃତି ରେ କୁମ୍ କୁମ୍ ଆଉ ସିନ୍ଦୂର ର ଅଧିକ ମହତ୍ୱ ରହିଛି।ଦେଶରେ କୁମ୍ କୁମ୍ ଆଉ ସିନ୍ଦୂର ବିବାହିତ ମହିଳା ଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ।ମହିଳା ଙ୍କ ର ଏଥିପ୍ରତି ଆସ୍ତା,ଶ୍ରଦ୍ଧା ଏବଂ ବିଶ୍ୱାସ ରହିଥାଏ।
Special report
ମଥାରେ ଲଗାଇ ଥିବା ସିନ୍ଦୂର ଏହା ବିବାହିତ ମହିଳା ଙ୍କ ପାଇଁ ମାନ ସମ୍ମାନ ଅଭିମାନ ହୋଇଥାଏ।କିନ୍ତୁ ଅଧିକାଂଶ ମହିଳା ମାନେ ଏପରି କଥା ରହିଛି ଯାହା ଜାଣି ନାହାଁନ୍ତି।
ସିନ୍ଦୂର ଲଗାଇବା ବେଳେ କିଛି ନିୟମ ରହିଛି।ଯାହାକି ଶାସ୍ତ୍ର ରେ ଉଲ୍ଲେଖ କରାଯାଇଛି।ଏହି ନିୟମ ଗୁଡ଼ିକ ମହିଳା ମାନଙ୍କୁ ପାଳନ କରିବା ଉଚିତ।ପ୍ରତ୍ୟେକ ଶୁଭ କାମରେ ସିନ୍ଦୂର ପ୍ରଯୋଗ କରାଯାଇଥାଏ।
Special report
ଯେତେବେଳେ କାହାକୁ ସମ୍ମାନିତ କରାଯାଇ ଥାଏ ତାଙ୍କୁ ମଧ୍ୟ ସିନ୍ଦୂର ଲଗା ଯାଇଥାଏ।ସିନ୍ଦୂର ପିନ୍ଧିବା ଦ୍ଵାରା ସ୍ବାମୀ ଙ୍କ ର ଆୟୁଷ ବଢ଼ି ଥାଏ।ପ୍ରାଚୀନ କାଳରୁ ଏପରି ବିଶ୍ୱାସ ଆଉ ମାନ୍ୟତା ରହିଛି।ସିନ୍ଦୂର ଲଗାଇବା ଦ୍ଵାରା ମହିଳାଙ୍କ ର ଆତ୍ମ ଶକ୍ତି ବଢ଼ି ଥାଏ।ଆଉ ଘରେ ସୁଖ ଶାନ୍ତି ରେ ରହିଥାନ୍ତି।
ସିନ୍ଦୂର ରେ ଏପରି ଜିନିଷ ରହିଛି ଯାହାକି ମୁଣ୍ଡ କୁ ଥଣ୍ତା ରହିଥାଏ।ତେଣୁ ସିନ୍ଦୂର କୁ ମଥା ରେ ଲଗାଇବା ଦ୍ଵାରା ମନର ଏକାଗ୍ରତା ବଢ଼ିଥାଏ।ମହିଳା ମାନେ ସିନ୍ଦୂର ଲଗାଇବା ଦ୍ଵାରା ତନ୍ତ୍ର ମନ୍ତ୍ର ରୁ ରକ୍ଷା ପାଇଥାନ୍ତି।
Special report
ସିନ୍ଦୂର ଲଗାଇବା ସମୟରେ ଅନାମିକା ଆଙ୍ଗୁଳି ରେ ଲଗାନ୍ତୁ। ଯଦି ଅନ୍ୟ କାହାକୁ ସିନ୍ଦୂର ଲଗାଉଛନ୍ତି ତାହେଲେ ମଧ୍ୟମ ଆଙ୍ଗୁଳି ରେ ଲଗାଇବା ଉଚିତ।ସିନ୍ଦୂର କମ୍ ଲଗାଇବା ଉଚିତ।ଆଉ ସିନ୍ଦୂର କୁ ସଙ୍ଗେ ସଙ୍ଗେ ପୋଛିବେ ନାହିଁ।ଏହାକୁ ଅଶୁଭ ମାନିଥାନ୍ତି।
ଯଦି ସିନ୍ଦୂର ଲଗାଇଥିବା ସମୟରେ ନାକ ଉପରେ ପଡ଼ିଯାଏ ତାହେଲେ ଏହାକୁ ବହୁତ ଶୁଭ ବୋଲି ମାନିଥାନ୍ତି।ଆପଣଙ୍କ ସ୍ବାମୀ ଆପଣଙ୍କୁ ବହୁତ ଭଲ ପାଉଛନ୍ତି ବୋଲି ଏଥିରୁ ଜଣା ପଡେ।ଏହି ଭିଡିଓ ଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.