Movie prime

ଶ୍ରାବଣ ମାସରେ ଚମତ୍କାର ଦେଖନ୍ତୁ ସ୍ନେହରେ ନାଗ ସାପକୁ ଚାଟି ପକାଇଲା ଗାଇ ଦେଖନ୍ତୁ ଦୁଇ ଭକ୍ତଙ୍କ ମହା ମିଳନ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବିଷାକ୍ତ ଏବଂ ଭୟଙ୍କର ଜୀବଯନ୍ତୁଙ୍କୁ କିଏ ବା ନଡରେ। ଭୟଙ୍କର ଜୀବଜନ୍ତୁଙ୍କ ମଧ୍ୟରୁ ସାପ ଅନ୍ୟତମ। ଜଣେ ମନୁଷ୍ୟ ଯେତେବି ସାହସି ହୋଇଥାଉନା କହିଁକି,
Special report
ସାପକୁ ଦେଖିବା ମାତ୍ରେ ସମସ୍ତଙ୍କ ମନରେ ଏକପ୍ରକାର ଡର ଦେଖାଦେଇଥାଏ ।ତେବେ ବନ୍ଧୁଗଣ ବର୍ତ୍ତମାନ ଯେଉଁ ଭିଡିଓଟି ଭାଇରାଲ ହେଉଛି ସେଥିରେ ଦେଖିବାକୁ ମିଳିଛି ସାପ ଓ ଗାଈ ମଧ୍ୟରେ ବନ୍ଧୁତା। 
ପଶୁ ହେଲେ ମଧ୍ୟ ଉଭୟଙ୍କ ମଧ୍ୟରେ ବନ୍ଧୁତା ଭାବ ସ୍ପଷ୍ଟ ଭାବରେ ବାରି ହୋଇପଡୁଛି। ଗାଇଟି ସାପର ଅତି ନିକଟତର ହୋଇ ସାପ ଫଣାରେ ଜିଭ ଲଗାଉଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା ଯେ, ସାପ ଗାଈକୁ ଆଦୌ ଆକ୍ରମଣ କରୁନାହିଁ।
Special report
ଏହି ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ତେବେ ବନ୍ଧୁଗଣ ଫଣା ମେଲାଇଥିବା ନାଗ ସାପକୁ ସ୍ନେହରେ ଚାଟି ପକାଇଲା ଗାଈ। 
ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଗାଈ ଏବଂ ନାଗ ସାପକୁ ନେଇ ଏମିତି ଏକ ଖବର ବର୍ତ୍ତମାନ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହି ଦୃଶ୍ୟକୁ ବୋଧ ହୁଏ ଆଗରୁ କେହି କେବେ ଦେଖିନଥିବେ।
Special report
ତେବେ ବନ୍ଧୁଗଣ ଏହି ଦୃଶ୍ୟକୁ ବିରଳ ଦୃଶ୍ୟ ମଧ୍ୟ କୁହାଯାଉଛି। ଏହି ବିରଳ ଦୃଶ୍ୟର ଭିଡିଓ ସୋସିଆଲ ମିଡିଆରେ ବର୍ତ୍ତମାନ ଖୁବ୍ ଭାଇରାଲ ହେବାପରେ ବିଭିନ୍ନ ଲୋକେ ବିଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। 
ତେବେ ବନ୍ଧୁଗଣ ଏହି ଭିଡିଓରେ ଦେଖିବାକୁ ମିଳୁଛି ଏକ ଗାଈ ଫଣା ମେଲାଇଥିବା ନାଗ ସାପଟିକୁ ସ୍ନେହରେ ଚାଟି ପକାଉଛି। ଆଉ ଏହାରି ମଧ୍ୟରେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି
ଯେ ସେହି ଗାଈଟି ଏହିଭଳି କଲା ପରେ ମଧ୍ୟ ନାଗ ସାପଟି ଗାଈଟିକୁ ଦଂଶନ କରିବା ପାଇଁ ଚେଷ୍ଟା ମଧ୍ୟ କରୁନାହିଁ। ଆଉ ଗାଈଟି କରୁଥିବା ଏପରି ସ୍ନେହର ଆନନ୍ଦ ନେଉଥିବା ମଧ୍ୟ ନଜରଙ୍କ ଆସୁଛି ସାପଟି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.