Movie prime

୫୦୦ ବର୍ଷ ପରେ ଏହି ପବିତ୍ର ଶ୍ରାବଣ ମାସରେ ହେଉଛି ଦୁର୍ଲଭ ସଂଯୋଗ ଏହି ୪ ଟି ଭାଗ୍ୟଶାଳୀ ରାଶି ମାନଙ୍କ ଲାଗିବ ଲଟେରୀ ହୋଇଯିବେ କୋଟିପତି

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ପ୍ରତିବର୍ଷ ଶ୍ରାବଣ ମାସକୁ ଚାତକ ପରି ଅପେକ୍ଷା କରି ବସିଥାନ୍ତି ଶିବ ଭକ୍ତ। ଶାସ୍ତ୍ର ଅନୁସାରେ ଶ୍ରାବଣ ମାସ ଭଗବାନ ଶିବଙ୍କର ପ୍ରିୟ ମାସ। ଶ୍ରାବଣ ମାସର ପ୍ରତିଦିନ ତଥା ପ୍ରତି ସୋମବାର ବହୁତ ଖାସ ହୋଇଥାଏ। ଏହିଦିନ ଭଗବାନ ଶିବଙ୍କ ପୂଜା ଉପାସନା କଲେ ବିଶ୍ୱାସ ରହିଛି ଯେ ସବୁ ପାପ କ୍ଷୟ ହୁଏ। ସୁଖ ସମୃଦ୍ଧିରେ ଘର ଭରିଯାଏ।
Special Report
ଶ୍ରାବଣ ମାସରେ ଶିବ ଆରାଧନା କରିବା ଦ୍ୱାରା ଶିବଭକ୍ତଙ୍କ ସବୁ ପ୍ରକାରର ମନୋସ୍କାମନା ପୂରଣ ହୋଇଥାଏ। ତେବେ ବିଶ୍ୱାସ କରାଯାଉଛି ଯେ ଚଳିତବର୍ଷ ଶ୍ରାବଣ ମାସ ବହୁତ ଖାସ। ୧୯ ବର୍ଷ ପରେ ଏହି ସଂଯୋଗ ରହୁଥିବାରୁ ଚଳିତବର୍ଷ ମାସେ ନୁହେଁ ଦୁଇ ମାସ ଧରି ଭଗବାନ ଶିବଙ୍କ ଆରାଧନା କରିପାରିବେ ଭକ୍ତ। 
ବୃଷ ରାଶି : ଆପଣଙ୍କ ପାଇଁ ଏହି ରାଜଯୋଗ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ। ଲମ୍ବା ସମୟ ଧରି ଆପଣ ଯେଉଁ ସମସ୍ୟାରେ ଘେରି ହୋଇ ରହିଥିଲେ ସେଥିରୁ ମୁକ୍ତି ମିଳିବ।
Special Report
ଆପଣଙ୍କୁ ନୂଆ ନୂଆ ଅବସର ପ୍ରାପ୍ତ ହେବ। ଯାହା ଆପଣଙ୍କୁ ଉନ୍ନତି ଆଡକୁ ନେଇଯିବ। ଏହି ଯୋଗ କାରଣରୁ ଆପଣଙ୍କର ନୂଆ ବନଦୂ ସୃଷ୍ଟି ହେବେ। ବ୍ୟାପାରୀଙ୍କ ପାଇଁ ସମୟ ଶୁଭ ରହିବ। ଧନର ବର୍ଷା ହେବା ଭଳି ଯୋଗ ରହିଛି।
କନ୍ୟା ଅରଶୀ : ଆପଣଙ୍କ ପାଇଁ ରାଜଯୋଗ ଶୁଭ ଫଳ ପ୍ରଦାନ କରିବ। ଜୀବନ ସାଥିଙ୍କ ସହ ଆପଣଙ୍କର ସମ୍ପର୍କ ଭଲ ରହିବ। ଦାମ୍ପତ୍ୟ ଜୀବନରେ ଯାହା ବି କଷ୍ଟ ରହିଥିଲା ତାହା ଦୂର ହେବ।
ଏହି ସମୟରେ ଆପଣଙ୍କୁ ଶୁଭ ଖବର ପ୍ରାପ୍ତ ହେବ ଯାହା ଆପଣ ଦୀର୍ଘ ଦିନରୁ ପେକ୍ଷା କରି ରହିଛନ୍ତି। ଭାଗ୍ଯର ସଂପୂର୍ଣ୍ଣ ସହଯୋଗ ପାଇବେ।
Special Report
ମିଥୁନ ରାଶି : ଏହି ରାଜଯୋଗ ଆପଣଙ୍କ ପାଇଁ ବର୍ତ୍ତମାନର ସମୟରେ ଖୁବ ଭଲ ସମୟ ଆସିବାର ଅଛି। ଶୁଭ ସମୟର ଆରମ୍ଭ ହେବାକୁ ଯାଉଛି। ଯଦି ଆପଣ କୌଣସି ଯୋଜନା ପ୍ରସ୍ତୁତ କରି ରଖିଛନ୍ତି ତେବେ ତାହା ଉପରେ କାର୍ଯ୍ୟ କରିବା ଆରମ୍ଭ କରି ଦିଅନ୍ତୁ। ଆପଣଙ୍କୁ ଲାଭ ହିଁ ଲାଭ ପ୍ରାପ୍ତ ହେବ। ଚାକିରି ଓ ବ୍ୟାପାର କ୍ଷେତ୍ରରେ ଆଗାମୀ ସମୟ ଲାଭକାରୀ ରହିବ।
କୁମ୍ଭ ରାଶି : ଆପଣଙ୍କୁ ସବୁଠାରୁ ବଡ ଲାଭ ଧନର ହିଁ ହେବ। ଆପଣଙ୍କର କଳାତ୍ମକ ଓ ସୃଜନାତ୍ମକ ଶକ୍ତିରେ ଅଚାନକ ବୃଦ୍ଧି ହେବ। ଯାହାର ଲାଭ ଆପଣଙ୍କୁ ଲମ୍ବା ସମୟ ଧରି ମିଳିବ। ଏହି ରାଜଯୋଗ କାରଣରୁ ଆପଣଙ୍କର ଧନର ଅଭାବ ରହିବ ନାହିଁ। ଭାଗ୍ଯର ସହଯୋଗ ପାଇବେ। ଯେଉଁ କାରଣରୁ ପ୍ରତେକ କ୍ଷେତ୍ରରେ ସଫଳତା ପାଇବେ।
ମୀନ ରାଶି : ଆପଣଙ୍କର ଆଗାମୀ ସମୟ ଶୁଭଦାୟକ ରହିବ। ସ୍ୱାସ୍ଥ୍ୟ ଭଲ ରହିବ ଆଉ ବ୍ୟାପାରୀଙ୍କୁ ଲାଭ ମିଳିବ। କୋର୍ଟ କଚେରୀ ମାମଲାରେ ନିସ୍ପତି ଆପଣଙ୍କ ପାଖରେ ରହିବ। ଏହି ସମୟରେ କାହାକୁ କରିଥିବା ଉପକାର ଆପଣଙ୍କୁ ଲାଭ ପ୍ରଦାନ କରିବ ଏବଂ ସମସ୍ୟାର ସମାଧାନ ସହଜରେ କରିବେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.