Movie prime

ଆରମ୍ଭ ହେଇଗଲା ଶ୍ରାବଣ ମାସ ଏବେଠୁ ଭୁଲରେ କରନ୍ତୁ ନାହିଁ ଏହିସବୁ ଭୁଲ ନହେଲେ ହେବ ସର୍ବନାଶ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ହିନ୍ଦୁ ଧର୍ମରେ ଶ୍ରାବଣ ମାସକୁ ସର୍ବ ଶ୍ରେଷ୍ଠ ମାସ ବୋଲି କୁହାଯାଇଥାଏ। ଓ ବହୁତ ପବିତ୍ର ମାସ ଭାବେ ବର୍ଣ୍ଣିତ ଅଛି। ଏମିତି ମାନ୍ୟତା ଅଛି ଏହି ମାସରେ ମହାଦେବଙ୍କ ପୂଜା ଅର୍ଚ୍ଚନା ବା ଅଭିଷେକ କରିଥାନ୍ତି ତାଙ୍କର ସବୁ ଇଚ୍ଛା ପୂରଣ ହୁଏ।
Special Report
ଏହି କାରଣରୁ ସବୁ ଶିବ ମନ୍ଦିର ମାନଙ୍କରେ ଏହି ମାସରେ ଭିଡ ଲାଗି ରହିଥାଏ। ଏହି ମାସରେ କିଛି କାର୍ଯ୍ୟ କରିବା ଉଚିତ ନୁହେଁ ଯାହା ଶାସ୍ତ୍ର ରେ ବର୍ଣ୍ଣିତ ଅଛି।
ପବିତ୍ର ଶ୍ରାବଣ ମାସରେ ଯେଉଁ ଭକ୍ତ ମହାଦେବଙ୍କର ବିଶେଷ ପୂଜା ଅର୍ଚ୍ଚନା କରିଥାଏ ତାଙ୍କୁ ଭୋଳାନାଥ ଙ୍କ କୃପା ପ୍ରାପ୍ତ ହୋଇଥାଏ। ଆସନ୍ତୁ ଜାଣିବା ଶ୍ରାବଣ ମାସରେ କେଉଁ କାମ କରିବା ଅନୁଚିତ। 
Special Report
୧:- ଯେଉଁଠି ମହାଦେବଙ୍କ ମୂର୍ତ୍ତି ରହିଛି ସେଠାକୁ କେବେ ହେଲେ ଜୋତା ବା ଚପଲ ପିନ୍ଧିକି ଯାଆନ୍ତୁନାହିଁ। ତେଣୁ ଖାଲି ପାଦରେ ହିଁ ମନ୍ଦିର ଭିତରେ ପ୍ରବେଶ କରିବା ଉଚିତ।
୨:- ଆପଣ ମାନେ ତ ଜାଣିଥିବେ ପ୍ରାୟତଃ ମହିଳା ମାନଙ୍କର ମାସିକ ଧର୍ମ ଆସିଥାଏ। କିଛି ମହିଳା ଥାଆନ୍ତି କାହାକୁ କିଛି ନକହି ପୂଜାପାଠ ଆଦି କରିଦେଇଥାନ୍ତି। ଯାହାକୁ କି ଶାସ୍ତ୍ରରେ ବର୍ଜିତ ମାନାଯାଇଛି। ଏମିତି ସମୟରେ ଶିବଲିଙ୍ଗକୁ ବି ଛୁଇଁବା ପାପ ଅଟେ।
Special Report
୩:- ବାସ୍ତୁ ଶାସ୍ତ୍ରରେ କୁହାଯାଇଛି ଶିବଲିଙ୍ଗ ଥିବା ସ୍ଥାନରେ ସବୁ ଶକ୍ତି ସଂଚାର ହୋଇଥାଏ। ଏଥିପାଇଁ ଶିବଲିଙ୍ଗରେ ସବୁବେଳେ ଜଳଧାରା ପ୍ରଭାବିତ କରାଯାଇଥାଏ। ଏହା ଶିବଲିଙ୍ଗକୁ ଶାନ୍ତ ରଖିଥାଏ।
୪:- ଶାସ୍ତ୍ରରେ କୁହାଯାଇଛି ତୁଳସୀ ଓ ଶିବଙ୍କୁ ଏକା ସାଙ୍ଗରେ ରଖାଯାଏ ନାହିଁ। ଏବଂ ଗଣେଶଙ୍କ ପାଖରେ ମଧ୍ୟ ତୁଳସୀ ରଖାଯାଏ ନାହିଁ। କେବେବି ତୁଳସୀ ପାଖରେ ଶିବଲିଙ୍ଗ ବା ଗଣେଶଙ୍କୁ ରଖିବେ ନାହିଁ।
୫:- ଘରର ମନ୍ଦିର ହଉ କିମ୍ୱା ବାହାର ମନ୍ଦିର ହଉ ଏମିତିକି ବ୍ୟକ୍ତିଙ୍କୁ କେବେବି ମନ୍ଦିର ଭିତରକୁ ଜମାବି ପ୍ରବେଶ କରିବେ ନାହିଁ ଯେଉଁ ବ୍ୟକ୍ତି ଆମିଷ ଖାଇଥିବେ। ଯଦି ଆପଣ ଶାରିରୀକ ଭାବେ ସ୍ୱଚ୍ଛ ନାହାଁନ୍ତି ତେବେ ଆପଣ ମନ୍ଦିରର ଆଖପାଖକୁ ବି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.