Movie prime

ପବିତ୍ର ଶ୍ରାବଣ ମାସରେ କାହାକୁ କିଛି ନକହି ଚୁପ୍ ଚାପ୍ ରଖି ଦିଅନ୍ତୁ ଏଠାରେ ଲୁଣ ଆଉ ଦେଖନ୍ତୁ କେମିତି ହେଉଛି ଚମତ୍କାର ଉପରେ ଚମତ୍କାର

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଶ୍ରାବଣ ମାସ ଭଗବାନ ଶିବଙ୍କର ମାସ ଅଟେ। ଏହି ମାସ ଭଗବାନ ଶିବଙ୍କୁ ଅତ୍ୟନ୍ତ ପ୍ରିୟ ଅଟେ। ଏହି ମାସରେ ଯେଉଁ ଭକ୍ତ ଭଗବାନ ଶିବଙ୍କୁ ପବିତ୍ର ମନରେ କୌଣସି ବି ସାଧନା କରିଥାଏ କିମ୍ବା କୌଣସି ଖାସ ଉପାୟ କରିଥାଏ ତ ତାର ସମସ୍ତ ଇଛା ପୂରଣ ତ ହୋଇଥାଏ
Special Report
ଏହା ସହିତ ସମସ୍ତ ନବ ଗ୍ରହ ତା ସହିତ ଚାଲନ୍ତି ଏବଂ ଯେଉଁ ବ୍ୟକ୍ତିଙ୍କ ସହିତ ନବ ଗ୍ରହ ଚାଲନ୍ତି ତ ଏମିତି ବ୍ୟକ୍ତିଙ୍କ ଜୀବନରେ ଦୁର୍ଭାଗ୍ୟ ଆସିନଥାଏ। ନବ ଗ୍ରହ ସେତେବେଳେ ଚାଲନ୍ତି ଯେତେବେଳେ ଭଗବାନ ଶିବଙ୍କ କୃପା କୌଣସି ବ୍ୟକ୍ତି ଉପରେ ହୋଇଯାଏ। 
ଲୁଣ ଯେତିକି ଆମ ସାମାନ୍ୟ ଜୀବନରେ ମହତ୍ୱ ଥାଏ ତା ଠାରୁ ଜ୍ୟୋତିଷରେ ବହୁତ ଅଧିକ ଲୁଣର ମହତ୍ୱପୂର୍ଣ୍ଣ ହୋଇଥାଏ। ଲୁଣରେ ଜୀବନରେ ବହୁତ ଉପଯୋଗ କରାଯାଏ। ଲୁଣ ସମସ୍ତ ପ୍ରକାରରର ଆମର ଜୀବନରେ ଉପଯୋଗ ହୋଇଥାଏ ଏହା ସହିତ ଲୁଣ ଆମର ଆୟୁଷ ବି ବୃଦ୍ଧି କରିଥାଏ ଏବଂ ଲୁଣ ଆମର ଆୟୁଷ ହାନି ମଧ୍ୟ କରିଥାଏ।
Special Report
ଏହି ଲୁଣକୁ ବ୍ୟବହାର କରି ଅନେକ ପ୍ରକାରର ଉପାୟକରି ଆମେ ଆମ ଘରେ ସୁଖ ସମୃଦ୍ଧି ଆଣିପାରିବା। କୁହାଯାଏ ଯଦି କୁଣ୍ଡଳୀରେ ଚନ୍ଦ୍ରମା କମଜୋର ଥାଏ ତେବେ ସମୁଦ୍ର ଲୁଣ କିମ୍ବା ସାମାନ୍ୟ ଲୁଣର ବ୍ୟବହାର କରିବା ଉଚିତ ନୁହେଁ ବରଂ ସିନ୍ଧା ଲୁଣର ବ୍ୟବହାର କରିବା ଉଚିତ। 
ଏଥିରେ ଆପଣ ରକ୍ତଚାପ ସମସ୍ୟାରୁ ବି ମୁକ୍ତି ପାଇପାରିବେ। ଘରର କୌଣସି କୋଣରେ ଲୁଣକୁ କୌଣସି ଡ଼ବାରେ ଭରି ରଖିବାକୁ ହେବ। ଏହା ଦ୍ବାରା ଘରେ ସକରାତ୍ମକ ଉର୍ଜାର ସଞ୍ଚାର ହୋଇଥାଏ। ଏହା ଆପଣଙ୍କ ଘରର ସମସ୍ତ ନଗେଟିଭ ଉର୍ଜାକୁ ଦୂର କରିବ। ଯଦି ଆପଣଙ୍କ ମନରେ କିଛି ଖରାପ ଚିନ୍ତା
Special Report
ଚାଲିଛି ଭୟ ରହିଛି ତେବେ ମଧ୍ୟ ଲୁଣ ରଖିଲେ ଦୂର ହୋଇଥାଏ। ଲୁଣକୁ ଆମେ ଚନ୍ଦ୍ରମା ଏବଂ ଶୁକ୍ରଙ୍କର ପ୍ରତିନିଧି ମାନିଥାଉ। ଚନ୍ଦ୍ର ମନର କାରକ ଶୁକ୍ର ଖୁସିର କାରକ। ଏହାକୁ ରାହୁର କାରକ ମଧ୍ୟ ମାନାଯାଏ। ଏଥିପାଇଁ ଲୁଣକୁ କେମିତି ରଖିବା ଉଚିତ ଏହା ବହୁତ ମହତ୍ୱପୂର୍ଣ୍ଣ ହୋଇଥାଏ। 
ଯେଉଁ ଲୋକମାନେ ଲୁଣକୁ ପ୍ଲାଷ୍ଟିକ ଡ଼ବାରେ କିମ୍ବା ଲୁହାର ଡ଼ବାରେ ରଖିଥାନ୍ତି ତାଙ୍କୁ ନିଜର ଜୀବନରେ ଗରିବୀ ଏବଂ ବର୍ବାଦିର ସାମ୍ନା କରିବାକୁ ପଡିଥାଏ। ଶାସ୍ତ୍ରରେ ଲୁଣକୁ ଚନ୍ଦ୍ରମା ଏବଂ ଶୁକ୍ରଙ୍କର ପ୍ରତିନିଧି ବି ମାନାଯାଏ। ଲୁଣକୁ ଆପଣ କୌଣସି ଷ୍ଟିଲ କିମ୍ବା ଲୁହାର ପାତ୍ରରେ ରଖୁଛନ୍ତି ତ ଏହା ଚନ୍ଦ୍ର ଏବଂ ଶନିଙ୍କ ମିଳନ ହେବ।
Special Report
ଯାହାକି ବହୁତ ହିଁ ଘାତକ ସିଦ୍ଧ ହୋଇଥାଏ। ଘରକୁ ବର୍ବାଦି କରିଥାଏ। ଲୁଣକୁ କେବେବି କାହାରି ହାତରେ ସିଧା ଦିଅନ୍ତୁ ନାହିଁ। ଯଦି କାହାରିକୁ ଲୁଣ ଦେବେ ତେବେ ଚାମଚ ସାହାର୍ଯ୍ୟରେ ଦିଅନ୍ତୁ। ନଚେତ ଏହା ଦ୍ବାରା ବି ଆପଣଙ୍କ ଭାଗ୍ୟ ଆପଣଙ୍କ ଚନ୍ଦ୍ରମା ଅନ୍ୟ ପାଖକୁ ଚାଲିଯାଏ। 
ଏହା ଦ୍ବାରା ଆପଣଙ୍କର ଅନେକ ସମସ୍ୟା ଉତ୍ପନ କରିପାରେ। ଲୁଣ ପକେଟକୁ ବି ସିଧା ହାତରେ ଦିଅନ୍ତୁ ନାହିଁ। ଏହା ଦ୍ବାରା ସମ୍ପର୍କ ଖରାପ ହୋଇଥାଏ।ଯେବେବି ଆପଣ ଘରେ ପୋଛା ଲଗେଇବେ ତ ସପ୍ତାହରେ ଥରେ ପାଣିରେ କିଛି ଲୁଣ ମିଶେଇ ପୋଛା ଅବଶ୍ୟ ଲଗାନ୍ତୁ। ଏମିତି କରିଲେ ଅନେକ ରୋଗରୁ ଦୂରେଇ ରହିବେ।
ବ୍ୟକ୍ତିକୁ ଶୀଘ୍ର ହିଁ ଧନର ପ୍ରାପ୍ତ ହୋଇଥାଏ। ଏହି ଲୁଣ ପୁରା ଘରକୁ ସକାରାତ୍ମକ ଉର୍ଜାରେ ଭରି ଦେଇଥାଏ। ଘରର ପୋଛା ଗୁରୁବାର ଦିନ ଛାଡି ଅନ୍ୟ ବାକି ଦିନରେ ଘରେ ପୋଛା ନିଶ୍ଚୟ ଲଗାନ୍ତୁ। କାରଣ ସକରାତ୍ମକ ଉର୍ଜା ମା ଲକ୍ଷ୍ମୀଙ୍କୁ ଘରକୁ ପ୍ରବେଶ କରିବା ପାଇଁ ଆକର୍ଷଣ କରିଥାଏ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.