Movie prime

ଶ୍ରାବଣ ମାସରେ ଖୋଲିଲା ଭାଗ୍ୟ ଦେଖନ୍ତୁ ଏହି ୪ ଟି ରାଶି ମାନଙ୍କ ଭାଗ୍ୟରେ ଲାଗିବ ବଡ ଲଟେରୀ

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଶ୍ରାବଣ ମାସ ହେଉଛି ଧର୍ମର ମାସ ଏବଂ ପବିତ୍ର। ଏହି ମାସର ବିଶେଷତ୍ଵ ସମ୍ବନ୍ଧରେ ରୁକ୍ ବେଦରେ ଉଲ୍ଲେଖ କରାଯାଇଛି। ଏହି ମାସରେ ବ୍ୟକ୍ତି ଯଦି ପୂର୍ଣ୍ ଶ୍ରଦ୍ଧାରେ ଭଗବାନ ଶଙ୍କର ଓ ମାତା ପାର୍ବତୀଙ୍କୁ ପୂଜା କରନ୍ତି
Special report
ତେବେ ସେହିବ୍ୟକ୍ତିର ସବୁମନସ୍କାମନା ପୂରଣ ହୋଇଥାଏ। ତେଣୁ ହିନ୍ଦୁଶାସ୍ତ୍ରରେ ଏହି ମାସର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି। ଵନ୍ଧୁଗଣ ଶ୍ରାବଣ ମାସରେ ଗ୍ରହରେ ବନୁଅଛି ଅଦ୍ଭୁତ ମହାସଂଯୋଗ।
ଯାହା ଫଳରେ ଏହି ୫ଟି ରାଶିଙ୍କ ଉପରେ ବର୍ଷିବ ଭଗବାନ ଶିବଙ୍କ କୃପା। ଏହି ରାଶି ହେବାକୁ ଯାଉଛନ୍ତି ଭାଗ୍ୟଶାଳୀ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ରାଶିଙ୍କ ବିଷୟରେ। 
Special report
ତୁଳା ରାଶି : ଆପଣଙ୍କୁ ଜୀବନରେ ଅପାର ସଫାଳତା ମିଳିବାର ସମ୍ଭାବନା ନଜର ଆସୁଛି। ଆପଣଙ୍କ ଗୃହକୁ ସୁଖ ସମୃଦ୍ଧି ଓ ଧନର ଆଗମନ ହେବ।
ଏହି ଶ୍ରାବଣ ମାସରେ କିଛି ନୂଆ କରି ଦେଖାଇବେ। ବେରୋଜଗାର ଯୁବକଙ୍କୁ ଚାକିରି ମିଳିବାର ଯୋଗ ଅଛି। ସାମାଜିକ କାର୍ଯ୍ୟ କରିବାରେ ସଫଳତା ପାଇବେ।
ବୃଷ ରାଶି : ଆପଣଙ୍କୁ ଆର୍ଥିକ କ୍ଷେତ୍ରରେ ଉନ୍ନତି ହାସଲ ହେବ। ଆଗାମୀ ସମୟ ଶୁଭ ହେବ। ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଧନ ଲାଭ ହେବାର ଯୋଗ ଅଛି। ଆପଣଙ୍କ ଯାତ୍ରା ଶୁଭଦାୟକ ରହିବ। ଆପଣଙ୍କ ଜୀବନରେ ଆସିବାକୁ ଥିବା ଦୁଃଖ କଷ୍ଟର ଅନ୍ତ ହେବାକୁ ଯାଉଛି।
ସିଂହ ରାଶି : ଏହି ରାଶିର ବ୍ୟକ୍ତିଙ୍କ ଉପରେ ମହାଦେବଙ୍କ ଅପାର କୃପା ବର୍ଷା ହେବ। ଜୀବନରେ ସଫଳତା ମିଳିବାର ଯୋଗ ଅଛି। ଆର୍ଥିକ ସଙ୍କଟ ରୁ ମୁକ୍ତି ମିଳିବ।
Special report
ଆପଣ ମାନେ ଦିନ ରାତି ପରିଶ୍ରମ କରି ଉନ୍ନତି କରି ନୂଆ ପରିଚୟ ସୃଷ୍ଟି କରିବେ। ଜରୁରୀ କାମରେ ନିସ୍ପତି ନେବାରେ ସଫଳ ହେବେ। ଆପଣଙ୍କ ଜୀବନରେ ଖୁଶିର ବର୍ଷା ହେବ।
କନ୍ୟା ରାଶି : ଆପଣଙ୍କ ଘରେ ସୁଖ ସମୃଦ୍ଧି ଓ ଧନର ଆଗମନ ହେବ। ଯାହା ଫଳରେ ସାମାଜିକ ପ୍ରତିଷ୍ଠାରେ ଆପଣଙ୍କର ଭାଗ୍ୟ ଖୋଲିଯିବ। ଆପଣଙ୍କୁ ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଲାଭ ହେବାର ସମ୍ଭାବନା ଅଛି। ଚାକିରୀ କ୍ଷେତ୍ରରେ ବଡ ଖୁସି ଖବର ମିଳିପାରେ ଏବଂ ଧନରେ ଅପାର ବୃଦ୍ଧି ହେବ।
ମେଷ ରାଶି : ମହାଦେବଙ୍କ ଦୟା ଦୃଷ୍ଟିରୁ ଆପଣଙ୍କ ଜୀବନରେ ଖୁସି ଆସିବାକୁ ଯାଉଛି। ଆପଣ କଠିନରୁ କଠିନ କାମକୁ ସହଜରେ କରି ଆଗକୁ ଆଗକୁ ବଢି ଚାଳିବେ।
ପରିଶ୍ରମ ଓ ଶ୍ରମକିକ କାମ କରୁଥିବା ବ୍ୟକ୍ତିଙ୍କୁ ଶ୍ରାବଣ ମାସରେ ଅଧିକ ଧନ ଲାଭ ହେବ। ଯାହା ଫଳରେ ପରିବାର ଲୋକଙ୍କ ପାଇଁ ନୂଆ ଜିନିଷ କିଣିପାରନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.