Movie prime

ଯୁବକଙ୍କ ସ୍ୱପ୍ନରେ ଆସିଲେ ସ୍ଵୟଂ ଜଗନ୍ନାଥ ଦେଖନ୍ତୁ କାନ୍ଦି କାନ୍ଦି କରାଇ ଦେଲେ ବିରାଟ ଅଘଟଣ ର ସତର୍କ ସୂଚନା ସକାଳୁ ବ୍ୟକ୍ତି ଦୌଡ଼ି ଆସିଲେ ମନ୍ଦିର

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ନିକଟରେ ବାଲେଶ୍ବର ବାହାନଗା ଷ୍ଟେସନରେ ହୋଇଥିବା କରମଣ୍ଡଳ ଏକ୍ସପ୍ରେସ ଦୁ-ର୍ଘ-ଟ-ଣା-ରେ ୨୮୮ ଜଣଙ୍କର ପ୍ରାଣ ଚାଲିଯାଇଥିବା ବେଳେ ୧୧୦୦ରୁ ଅଧିକ ଆହତ ହୋଇଥିଲେ।
ତେବେ ବନ୍ଧୁଗଣ ବାଲେଶ୍ୱର ବାହାନଗାରେ ହେଇଥିବା ଟ୍ରେନ ଦୁ-ର୍ଘ-ଟ-ଣା ବହୁତ ଦୁ-ଖ-ଦଃ ଏବଂ କ-ଷ୍ଟଦାୟକ ଘଟଣା। ଗୋଟିଏ ରାତିରେ କେତେ ପରିବାରର ସ୍ବପ୍ନ ସବୁ ମାଟିରେ ମିଶି ଧୂଳିସାତ୍ ହୋଇଗଲା।
ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଭିଡିଓ ସାମ୍ନାକୁ ଆସିଛି। ତେବେ ବନ୍ଧୁଗଣ ଜୟନ୍ତ କୁମାର ନାମକ ଜଣେ ଯୁବକ ଯାହାଙ୍କ ଘର ହେଉଛି ବାହାନଗା। ଜୟନ୍ତ କଲି ରାତିରେ ଏକ ସ୍ବପ୍ନ ଦେଖିଥିଲେ।
Special Report
ସେ ରାତି ୨ ଟାରେ ଦେଖିଥିଲେ ଯେ ପ୍ରଭୁ ଜଗନ୍ନାଥ ସୁନାର ବେସରେ ଆସିଥିଲେ ତାଙ୍କ ପାଖକୁ ଆସିଥିଲେ। ତାଙ୍କ ପାଖକୁ ଆସିକି ପ୍ରଭୁ ଆଗ ଦର୍ଶନ ଗୁଡାକ ଦେଖାଇଥିଲେ। ଯାହାକି ମର୍କୋଣା ଷ୍ଟେସନର ୫୦୦ ମିଟର ପରେ ଏକ ଗଛ ପଡ଼ିବ। 
ସେହି ଗଛ ଜାଗାରେ ମାଟି ଧସରିଛି। ଯାହାଫଳରେ ସେହି ଜାଗାରେ ଆସୁଛି ଜନଶତାବ୍ଦୀ। ସେହି ମର୍କୋଣା ଓଭରବ୍ରିଜ ଉପରେ ପୁଣି ଲୋକ ଭର୍ତ୍ତି ହୋଇଛନ୍ତି ଆଉ ଲୋକଙ୍କୁ ପୁଣି ବୋହା ହେଉଛି।
ତେବେ ସ୍ବପ୍ନରେ ଜୟନ୍ତଙ୍କୁ ପ୍ରଭୁ ଜଗନ୍ନାଥ ଏହା ଦେଖାଇଛନ୍ତି। ଯାହାକୁ ଦେଖି ଜୟନ୍ତ ରାତି ସାରା ନା ଶୋଇ ସ୍ବପ୍ନରେ କାନ୍ଦିଛନ୍ତି ଜୟନ୍ତ। ଏବଂ ପ୍ରଭୁ ଜଗନ୍ନାଥ ଜୟନ୍ତଙ୍କୁ ପୁରା ପଦ୍ମନାଭ ବେଶରେ ଦେଖା ଦେଇଥିଲେ। 
ଯାହାକୁ ଦେଖି ଜୟନ୍ତ ପୁରା ଖୁସି ହେବା ସହିତ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଏହାପରେ ସକାଳେ ଜୟନ୍ତ ତାଙ୍କ ଗାଁ ର ପାଖ ଜଗନ୍ନାଥ ମନ୍ଦିରକୁ ଯାଇ ପ୍ରଭୁ ଜଗନ୍ନାଥଙ୍କୁ କୃତଜ୍ଞତା ଜଣାଇଛନ୍ତି।
ଆଉ ଶେଷରେ ଜୟନ୍ତ ଓଡ଼ିଶାବାସୀ ସମସ୍ତଙ୍କୁ ଅନୁରୋଧ କରି କହିଛନ୍ତି ଜନଶତାବ୍ଦୀ ରେ ରଥଯାତ୍ରା ପର୍ଯ୍ୟନ୍ତ କେହି ଯାଅନ୍ତୁ ନାହିଁ। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.