Movie prime

ପୁରୀ ଜଗନ୍ନାଥ ମନ୍ଦିରର ଏହି ରହସ୍ୟ ସବୁ ଜାଣିବା ପରେ ବୈଜ୍ଞାନିକ ମାନେ ମଧ୍ୟ ମୁଣ୍ଡରେ ହାତ ଦେଇଦେଇଛନ୍ତି ଦେଖନ୍ତୁ କଣ ସବୁ ରହସ୍ୟ - Jay Jagannath

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special Report
ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଭିଡିଓ ଦେଖିପାରିବେ ଯାହା ଦେଖିଲେ ଆପଣମାନେ ଅନେକ କଥା ବିଷୟରେ ଜାଣିପାରିବେ। ଆପଣମାନେ ତ ଜାଣିଥିବେ ଜଳରେ ଜାହାଜ ଚାଲି ଥାଏ । ଜାହାଜ ବହୁତ ସୁନ୍ଦର ହୋଇଥାଏ । ଆଉ ଲୋକମାନେ ଏହାକୁ ବହୁତ ଭଲ ପାଆନ୍ତି ।
ଜାହାଜ ଗୁଡିକ ଦେଖିବାକୁ ଏତେ ସୁନ୍ଦର ହୋଇଥାଏ ଯେ ତାକୁ ଦେଖିଲେ ଆଖି ନଜର ହଟି ନଥାଏ । ଏତେ ବଡ ଜାହାଜ କିପରି ପାଣିରେ ଚାଲୁଛି ଆଉ ଏହା ବୁଡି ଯାଉ ନାହିଁ କାହିଁକି ? ଏହାକୁ ନେଇ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଆସିବ ।
Special Report
ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହି ସବୁ ପ୍ରଶ୍ନର ଉତ୍ତର ଜାଣିପାରିବେ । ଏହି ଜାହାଜ ତିଆରି ହେବା ପାଇଁ ୨ ରୁ ୩ ବର୍ଷ ସମୟ ଲାଗିଥାଏ । ଆଉ ଏହାର ଓଜନ ଏକ ଲକ୍ଷ ଟନରୁ ଅଧିକ ହୋଇଥାଏ । ଏହି ଜାହାଜରେ ଏକା ଥରରେ ୮୦୦୦ ରୁ ୮୫୦୦ ଲୋକ ଯାଇପାରିବେ ।
କିଛି କମ୍ପାନୀ ଏହି ଜାହାଜ ତିଆରି କରିଥାନ୍ତି । ଏହିଭଳି ବଡ ଜାହାଜକୁ ସମୁଦ୍ର ନିକଟରେ ବନା ଯାଇଥାଏ । ପୁରା ଜାହାଜ ଷ୍ଟିଲ ଧାତୁରେ ତିଆରି ହୋଇଥାଏ । ବାହାର ତିଆରି କରି ସାରିବା ପରେ ଭିତର କାମ ହୋଇଥାଏ । ବାହାର କାମ ସରିବା ପରେ ସେଠାକୁ ଲାଇନ୍ ଅଣା ଯାଇଥାଏ ।
Special Report
ଆଉ ଏହି ଜାହାଜ ଭିତରେ ଭଲ ରୁମ୍, ସ୍ଵିମିଂ ପୂଲ୍, ସପିଙ୍ଗ ମାଲ, ରୋଷେଇ ଘର ଆଦି ଅନେକ ରୁମ୍ ତିଆରି କରାଯାଇଥାଏ । ଆଉ ଏହା ଭିତରେ ସବୁ ସୁବିଧା ମିଳିଥାଏ । ଏହାପରେ ଜାହାଜକୁ କଲର କରାଯାଇଥାଏ ।
ଆଉ ଏହା ପରେ ଏହାକୁ ଟେଷ୍ଟ କରାଯାଏ ଆଉ କିଛି ଭୁଲ ଥିଲେ ଏହାର କାମ କରାଯାଇଥାଏ । ଏହି ଜାହାଜକୁ ସମୁଦ୍ର ଭିତରକୁ ପଠା ଯାଇଥାଏ । ଜାହାଜ ତିଆରି ହେବା ପୂର୍ବରୁ ସମୁଦ୍ର ପାଖରୁ ଏକ ରାସ୍ତାକୁ ଖାଲି କରି ପାଣି ଶୁଖା ଯାଇଥାଏ ।
ଆଉ ଏହାପରେ ଜାହାଜ ତିଆରି ହୋଇ ସାରିବା ପରେ ଏଥିରେ ପୁଣି ପାଣି ଭର୍ତ୍ତି କରାଯାଇଥାଏ । ଆଉ ଏହାକୁ ସମୁଦ୍ର ସହ ମିଶାଇ ଦିଆଯାଇଥାଏ । ଜାହାଜର ଓଜନ କମ ହୋଇଥାଏ । ଆଉ ଏହା ପାଣି ଠାରୁ କମ୍ ଓଜନ ହୋଇଥାଏ ସେଥିପାଇଁ ଏହା ପାଣିରେ ଚାଲିଥାଏ ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.