Movie prime

ଗରୁଡ଼ ସ୍ତମ୍ବର୍ ଏହି ଆଶ୍ଚର୍ୟ୍ଯ ଜନକ କଥା ଜାଣିଛନ୍ତି କି ଯଦି ଜାଣି ନାହାନ୍ତି ଆଜି ହିଁ ଜାଣି ନିଅନ୍ତୁ ଏହି ଗୁପ୍ତ କଥା

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ। ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ପୁରୀ ଶ୍ରୀମନ୍ଦିର ବିଷୟରେ କିଛି ଖବର ଜାଣିପାରିବେ । ଏହି ଖବର ଏବେ ଚର୍ଚ୍ଚାକୁ ଆସିଛି । ଆପଣମାନେ ସମସ୍ତେ ତ ଜାଣିଥିବେ ପୁରୀ ଶ୍ରୀମନ୍ଦିର ଗଲା ମାନେ ଗରୁଡ ସ୍ତମ୍ଭକୁ ସମସ୍ତେ ଛୁଇଁ ଥାଆନ୍ତି । ଆଉ ଏହା ବହୁତ ଶୁଭ ବୋଲି ମନା ଯାଇଥାଏ ।
ଏବେ ଏହି ଗରୁଡ ସ୍ତମ୍ଭକୁ ନେଇ କିଛି ଖବର ଆସିଛି । ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଅନେକ ଖବର ପାଇପାରିବେ । ଗରୁଡ଼ ସ୍ତମ୍ଭକୁ ଅନେକ ଭକ୍ତ ଆଲିଙ୍ଗନ କରିଥାନ୍ତି । ଏବେ ଏହି ଭିଡିଓ ମାଧ୍ୟମରେ ଏହାର ରହସ୍ୟ କଣ ଜାଣିପାରିବେ ।
Special report
ଭକ୍ତମାନେ ପୁରୀ ଶ୍ରୀମନ୍ଦିର ଭିତରକୁ ଯିବା ପୂର୍ବରୁ ଗରୁଡ ସ୍ତମ୍ଭକୁ ଆଲିଙ୍ଗନ କରିଥାନ୍ତି । ଗରୁଡ଼ ସ୍ତମ୍ଭକୁ ନେଇ ଗୁପ୍ତ ରହସ୍ୟ ବିଷୟରେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ମାନ୍ୟତା ଅଛି କି ଗରୁଡ ସ୍ତମ୍ଭକୁ ଆଲିଙ୍ଗନ କରିବା ଅର୍ଥ ହେଉଛି ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ସମାନ ଅଟେ ।
କାରଣ ମହାପ୍ରଭୁ ଜଗନ୍ନାଥ ରତ୍ନ ସିଂହାସନରେ ବିରାଜମାନ ହୋଇଥାନ୍ତି । ମହାପ୍ରଭୁ ଜଗନ୍ନାଥଙ୍କୁ କେହି କେବେ ସ୍ପର୍ଶ କରିପାରିବେ ନାହିଁ କେବଳ ତାଙ୍କୁ ଦେଖିପାରିବେ । ଗରୁଡ଼ ସ୍ତମ୍ଭକୁ ଛୁଇଁ ଭକ୍ତମାନେ ମହାପ୍ରଭୁଙ୍କ ସାନ୍ନିଧ୍ୟ ଲାଭ କରିବାକୁ ଚାହିଁ ଥାଆନ୍ତି ।
Special report
ଏବେ ବୈଜ୍ଞାନିକମାନେ ଜାଣିବାକୁ ଚେଷ୍ଟା କରୁଛନ୍ତି କି ଏହି ଗରୁଡ ସ୍ତମ୍ଭ କେଉଁଥିରେ ନିର୍ମିତ ହୋଇଛି । ହେଲେ ଆଜି ପର୍ଯ୍ୟନ୍ତ ଏହା ଜଣାପଡି ନାହିଁ । ଜୀବାଶ୍ମ ବା ଗରୁଡ ମଣିରେ ଗରୁଡ ସ୍ତମ୍ଭ ନିର୍ମାଣ ହୋଇଛି । ଏହା ହୋଇଛି ବୋଲି କିମ୍ବଦନ୍ତୀ କହିଛି । ଆହୁରି ଅନେକ କଥା କିମ୍ବଦନ୍ତୀ କହିଛି ।
ଏହାକୁ ନେଇ ମଧ୍ୟ କିଛି କଥା ଅଛି ଆଉ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହି ଖବର ଜାଣିପାରିବେ । ଜଣେ ଭକ୍ତ ମୁଣ୍ଡ ପିଟିପିଟି ଏକ ଗଛରେ ମୃତ୍ୟୁବରଣ କରିଥିଲେ । ତାଙ୍କୁ ସ୍ମରଣ ରଖିବା ପାଇଁ ଭଗବାନଙ୍କ ଏହି ଗରୁଡ ସ୍ତମ୍ଭରେ ରଖାଯାଇଛି । ଆଉ ଏହି ଖବର ଏବେ ଜଣାପଡିଛି ।
ଏହିଭଳି କିଛି କଥା ଆପଣମାନେ କିମ୍ବଦନ୍ତୀରେ ଅଛି ବୋଲି ଜାଣିପାରିଲେ । କିମ୍ବଦନ୍ତୀରେ ଅନେକ ରହସ୍ୟ ଲୁଚି ରହିଛି । ପ୍ରଭୁ ଜଗନ୍ନାଥଙ୍କ ମନ୍ଦିରରେ ଗରୁଡ ସ୍ତମ୍ଭର ମାହାତ୍ମ୍ୟ ଅଲଗା ପ୍ରକାରର । ଆଉ ଏହାକୁ ଛୁଇଁବା ବା ଆଲିଙ୍ଗନ କରିବା ପ୍ରଭୁଙ୍କୁ ଆଲିଙ୍ଗନ କରିବା ସହ ସମାନ ହୋଇଥାଏ ।