Movie prime

କାହିଁକି ଶ୍ରୀ ମନ୍ଦିରରେ ହୁଏ ଆମିଷ ଭୋଗ କଣ ରହିଛି ଏହାର ମୁଖ୍ୟ ପ୍ରଥା ଜାଣନ୍ତୁ ଆଜି ପୁରା ସତ - Exclusive

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଅନେକ ବିଚିତ୍ରତାରେ ଶ୍ରୀମନ୍ଦିର ଭରି ରହିଛି। ଭକ୍ତମାନଙ୍କର ବିଶ୍ୱାସ ଯେ ଶ୍ରୀମନ୍ଦିର ଭିତରେ କେବେ ମଧ୍ୟ ଆମିଷ ଦ୍ରବ୍ୟର ପ୍ରବେଶ ହୋଇନଥାଏ। ତେବେ ଶ୍ରୀମନ୍ଦିରରେ ପ୍ରତ୍ୟେକ ଦିନ ଆମିଷ ଭାଗ ଲାଗିଥାଏ ବୋଲି କହିବା ଅତ୍ୟୁକ୍ତି ହେବ ନାହିଁ।
Special Report
ତେବେ ଏହା କେଉଁ ପ୍ରକାରର ଆମିଷ। ମହାପ୍ରଭୁଙ୍କୁ ବିରି ଜାତୀୟ ପିଠା ଗୁଡ଼ିକ ଭୋଗ ଲାଗେ। ବଡ଼ ଶ୍ରିଙ୍ଗାର ସମୟରେ ମହାପ୍ରଭୁଙ୍କୁ ନାଡି, ବଡି, ଝିଲ୍ଲି, ସୁଆର ପିଠା ଏବଂ ଅନେକ ପ୍ରକାର ପିଠା ଭୋଗ ଲାଗିଥାଏ। 
ଏହି ପିଠା ଗୁଡ଼ିକୁ ପରବର୍ତ୍ତୀ ସମୟରେ ମା ଙ୍କ ପାଇଁ ଅର୍ଥାତ୍ ବିଭିନ୍ନ ଠାକୁରାଣୀଙ୍କ ପାଇଁ ସମର୍ପଣ କରାଯାଇଥାଏ। ତେଣୁ ମହାପ୍ରଭୁଙ୍କ ପାଖରେ ସ୍ଵତନ୍ତ୍ର ଚୁଲିରେ ପ୍ରସ୍ତୁତ କରାଯାଉଥିବା
Special Report
ଏହି ବିରି ଜାତୀୟ ଦ୍ରବ୍ୟକୁ ଅନେକ ଗବେଷକ ବା ଦାର୍ଶନିକ ମାନଙ୍କ ମତରେ ତାହାକୁ ଆମିଷ ସହିତ ତୁଳନା କରାଯାଏ। ଏହି ପୀଠରେ ଅଷ୍ଟ ଚଣ୍ଡିକା ଏବଂ ଅଷ୍ଟ ସମ୍ଭୁ ରହିଛନ୍ତି। ଏବଂ ସେମାନଙ୍କ ନିକଟରେ ଅନେକ ନୈବେଦ୍ୟ ଭୋଗ ଆମିଷ ଆଦି ଉତ୍ସର୍ଗ କରାଯାଏ। 
Special Report
ଯେମିତିକି ମହାପ୍ରଭୁଙ୍କୁ କଂସା ପାତ୍ରରେ ପଇଡ଼ ପାଣି ଭୋଗ କରାଯାଏ, ତାହାକୁ ମଧ୍ୟ କେତେକ ତାନ୍ତ୍ରିକ ଉପଚାରରେ ଅନେକ ଲୋକ ମଦ ସହିତ ମଧ୍ୟ ତୁଳନା କରିଥାନ୍ତି। ଏବଂ ସପ୍ତମୀ, ଅଷ୍ଟମୀ, ନବମୀ ଏହି ତିନି ଦିନ ଧରି ମହାରାତ୍ରି ସମୟରେ
ପ୍ରଭୁଙ୍କ ଯେଉଁ ଦେବୀ ଅଛନ୍ତି ଛାୟା ମାୟା ଯେଉଁ ଦେବୀ ଅଛନ୍ତି ତାଙ୍କ ନିମନ୍ତ୍ରଣରେ ବଳି ପୂଜା ହୋଇଥାଏ। ସେଥିରେ ମତ୍ସ୍ୟ ଆଦି ଭୋଗ ଲାଗିଥାଏ। ଯାହାକି ଆମିଷ ଭୋଗ ବୋଲି କୁହାଯାଇଥାଏ। 
Special Report
ଏହିଭଳି ଭାବେ ଶ୍ରୀମନ୍ଦିରକୁ ଆମିଷ ପ୍ରବେଶ କରିଥାଏ। ତେବେ ବନ୍ଧୁଗଣ କାଠ ଚୁଲିରେ ରୋଷେଇ କରାଯାଏ ଏଠାରେ। ଯେଉଁଠାରେ ମହାଲକ୍ଷ୍ମୀ ନିଜେ ଦକ୍ଷିଣ କାଳୀଙ୍କ ସହିତ ରୋଷ ଶାଳାରେ ରନ୍ଧନ କ୍ରିୟାରେ ଲିପ୍ତ ରହିଥାନ୍ତି।
ଯାହାକୁକି ଜଗନ୍ନାଥ ମହାପ୍ରଭୁ ଭୋଜନ କରିଥାନ୍ତି। କିନ୍ତୁ ଶ୍ରୀମନ୍ଦିରର ସମସ୍ତ ପରମ୍ପରା ଯଦି ଦେଖିବା ତାହାଲେ ଏହାଠାରୁ ବାଲି ସାରା ବ୍ରହ୍ମାଣ୍ଡରେ ଏହି ଭଳି ଦିବ୍ୟ ଭୋଜନ କେଉଁଠାରେ ଦେଖିବାକୁ ମିଳେନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.