Movie prime

ସ୍ତ୍ରୀ ଠାରୁ ସ୍ଵାମୀ କାହିଁକି ବଡ ହେବା ଜରୁରୀ ଦେଖନ୍ତୁ ଏହି ବିଶେଷ ତଥ୍ୟ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏଭଳି କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ଏବେ ଏମିତି ଅନେକ ପ୍ରକାରର ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହା ଶୁଣିଲେ ଆପଣଙ୍କ ମନରେ ଅନେକ କଥା ବି ଆସିବ । ପୁରୁଣା ଯୁଗରୁ କଥା ବି ଅଛି କି ସ୍ୱାମୀର ବୟସ ସ୍ତ୍ରୀର ବୟସ ଠାରୁ ଅଧିକ ହେବା ଉଚିତ୍ । 
ଏହା ମଧ୍ୟ ପୁରୁଣା ଯୁଗରୁ ଚାଲି ଆସିଥାଏ । ଏବେ ଆଧୁନିକ ଯୁଗରେ ସ୍ତ୍ରୀଲୋକ ମାନେ ତାଙ୍କ ଠାରୁ କମ୍ ବୟସର ପିଲାମାନଙ୍କୁ ବିବାହ କରୁଛନ୍ତି । ସ୍ତ୍ରୀଙ୍କ ବୟସ ଅଧିକ ଏବଂ ପୁରୁଷଙ୍କ ବୟସ କମ୍ ହୋଇଥାଏ ।
ଏବେ ଏହି ଭିଡିଓରେ ଆପଣମାନେ ଅନେକ କଥା ଜାଣିପାରିବେ । ଆଜିକା ଆଧୁନିକ ଯୁଗରେ ଲୋକମାନେ ଏଭଳି ସବୁ କରୁଛନ୍ତି ଯୁବତୀମାନେ ତାଙ୍କ ଠାରୁ କମ୍ ବୟସର ପୁଅଙ୍କୁ ବିବାହ କରୁଛନ୍ତି । ଏବେ ଏହି ଖବର ବିଷୟରେ ଆପଣ ଜାଣିପାରିବେ । 
ପ୍ରାଚୀନ କାଳରେ ପତି ପତ୍ନୀଙ୍କ ମଧ୍ୟରେ ବୟସର ତାରତମ୍ୟ ଥିଲା । ଆଉ ଏବେ ଯୁବତୀମାନେ ତାଙ୍କ ଠାରୁ କମ୍ ବୟସର ଯୁବକମାନଙ୍କ ସହ ବିବାହ କରୁଛନ୍ତି । ବିବାହ କରି ହସଖୁସିରେ ରହୁଛନ୍ତି ।
ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ କି କାହିଁକି ପତିଙ୍କ ବୟସ ପତ୍ନୀ ଠାରୁ ଅଧିକ ହେବା ଉଚିତ୍ । ସ୍ତ୍ରୀ ଠାରୁ ସ୍ୱାମୀର ବୟସ ଚାରି ରୁ ୫ ବର୍ଷ ଅଧିକ ହେବା ଉଚିତ୍ । ସ୍ତ୍ରୀ ବୟସରେ ସାନ ହେଲେ ରିଲେସନ ଭଲ ହୋଇଥାଏ । ଭଲରେ ଦାମ୍ପତ୍ୟ ଜୀବନ କଟିଥାଏ ।
ଯଦି ପତି ଏବଂ ପତ୍ନୀଙ୍କ ମଧ୍ୟରେ ବୟସର ବ୍ୟବଧାନ ୮ ବର୍ଷ ବା ତାଠାରୁ ଅଧିକ ହେଲେ ସମ୍ପର୍କରେ ଅନେକ ବାଧା ଆସିଥାଏ । ସବୁବେଳେ ଝଗଡ଼ା ହୋଇଥାଏ । ୧୦ ବର୍ଷରୁ ଅଧିକ ବୟସ ସୀମାରେ ବିବାହ ହେଲେ ବିବାହ ବିଚ୍ଛେଦ ହେବାର ସମ୍ଭାବନା ଅଧିକ ଥାଏ ।
ସେମାନଙ୍କ ମଧ୍ୟରେ ସାମଞ୍ଜସ୍ୟ ବଜାୟ ରଖିବା କଷ୍ଟକର ହୋଇଥାଏ । ନିଜ ପିଲାଙ୍କ ସହ ସମ୍ପର୍କ ରଖିବାରେ ମଧ୍ୟ ବାଧା ହୋଇଥାଏ । ବିଜ୍ଞାନ ଅନୁସାରେ ବିବାହର ବୟସ ସୀମା ୪ ରୁ ୫ ବର୍ଷ ହେଲେ ଭଲ ହେବ । ବୁଝାମଣା ଠିକ୍ ରହିଲେ ସବୁ ସମ୍ପର୍କ ଠିକ୍ ହେବ ।