Movie prime

ଶୁଭିଲାଣି ଘଣ୍ଟ ନାଦ ହେବ କି ମହା ପ୍ରଳୟ : ହୀରାକୁଦ ର ବନ୍ଧ ଭାଙ୍ଗି ବାହାରିବେ କଳ୍କୀ ଅବତାର

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ତ ମାଳିକା ଉପରେ ନିଶ୍ଚିତ ଭାବରେ ବିଶ୍ବାସ କରୁଥିବେ। ଆଉ ଏହି ମାଳିକା ବଚ୍ଚନ ଏବେ ମଧ୍ୟ ଦିନକୁ ଦିନ ସତ ହେବାରେ ଲାଗିଛି।
Special report
ସେଥିପାଇଁ ସାରା ରାଜ୍ୟରେ ନୁହେଁ ବରଂ କେଉଁଠି ନା କେଉଁଠି ଭାରତବାସୀ ମାନେ ମଧ୍ୟ ଏହାକୁ ବିଶ୍ବାସ କରିବାରେ ଲାଗି ପଡିଲେଣି। କାରଣ ଆମ ସହ ଯାହାବି ଘଟଣା ଓ ଅଘଟଣା ଘଟୁଛି ତାହା ପୁର୍ବରୁ ହିଁ ମାଲିକାରେ ଲେଖା ଥିଲା ବୋଲି ଜଣା ପଡିଛି।
ମାଳିକା ରେ ଲେଖା ଥିବା ଅନ୍ୟ କିଛି ଘଟଣା ସମ୍ପର୍କରେ ଆମେ ଏବେ ଆପଣଙ୍କୁ ବିସ୍ତାରିତ ଭାବରେ କହିବାକୁ ଯାଉଛୁ।୨୦୨୩ ର ବଞ୍ଚିଥିବା ଏହି ଦୁଇ ମାସ ଆଗକୁ ବହୁତ୍ ବିତ୍ପାତ ଆଣିବ ବୋଲି କୁହା ଯାଇଛି।
ଆଉ ଏହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି। ଆଗକୁ ମହା ବିନାଶ ଆସିବାକୁ ଯାଉଛି ଯାହାକୁ କେହି ହେଲେ ମଧ୍ୟ ଆଦୌ ଅଟକାଇ ରଖି ପାରିବେ ନାହିଁ। ଏହା କୁହା ଯାଇଛି ସମ୍ବଲପୁର ର ପୁରୀ ଥରିବ।
Special report
ଏହା ମଧ୍ୟ ଲେଖା ଅଛି। ବହୁତ୍ କିଛି ଧନଜୀବନ ମଧ୍ଯ ଆଗକୁ ନଷ୍ଟ ହେବ ଆଉ ଲୋକ ମାନେ ସବୁ ଏହା ନିଜ ଆଖିରେ ହିଁ ଦେଖିବେ। ହିମାଳୟ ର ଭୂଗୋଳ ମଧ୍ଯ ସଂପୂର୍ଣ୍ଣ ଭାବରେ ବଦଳି ଯିବ।
ଆଉ ଆସୁଥିବା ଏହି ବଡ଼ ବିନାଶ ରୁ ନିସ୍ତାର ପାଇବାକୁ ହେଲେ ଆମେ ଯେଉଁ ଭଗବାନ ଙ୍କୁ ପୂଜା କରୁଛୁ ତେଣୁ ସେ ଯିଏବି ହେଇ ଥାଆନ୍ତୁ ନା କାହିଁକି ତାଙ୍କର ପାଦତଳେ ଆମକୁ ସରଣ ନେବାକୁ ହେବ। ଆଉ ସେଭଳି କଲେ ହିଁ ଆମେ ନିସ୍ତାର ପାଇବା।
ଏହି ବିପଦରୁ ଆମକୁ କେବଳ ଭଗବାନ ବଞ୍ଚାଇ ପାରିବେ। ଭଗବାନ୍ ହିଁ ଏକମାତ୍ର ରାସ୍ତା ଯାହା ଦ୍ବାରା ଆମେ ଏତେ ବଡ଼ ବିପଦରୁ ରକ୍ଷା ପାଇ ପାରିବା। ଏଭଳି ଜଣେ ସଂସ୍କାରକ ଆସିବେ ଯାହାକୁ କି ସବୁ ଧର୍ମର ଲୋକ ମାନେ ମଧ୍ୟ ଗ୍ରହଣ କରିବେ।
ଆଉ କାହାର କିଛି ମଧ୍ଯ କୌଣସି ପ୍ରକାରର ଅସୁବିଧା ହେବା ନାହିଁ। ତେବେ ମାଳିକା ରେ ଲେଖା ଥିବା ଏହି ଭବିଷ୍ୟ ବାଣୀ ଆପଣଙ୍କୁ କେତେଦୂର ସତ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।