Movie prime

ଅଯୋଧ୍ୟାର ସୁନାର କବାଟ ଖୋଲିଲେ ଏମିତି ଦେଖା ଯିବେ ରାମ ଲଲା ଦେଖନ୍ତୁ ଏହି ସୁନ୍ଦର ଦୃଶ୍ୟ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ତ ଅଯୋଧ୍ୟାରେ ହେଉଥିବା ରାମ ମନ୍ଦିରକୁ ନେଇ ଆସୁଥିବା ଖବର ସବୁ ଏହି ସୋସିଆଲ ମିଡ଼ିଆ ଦ୍ଵାରା ଜାଣି ପାରୁଛନ୍ତି । ଆସନ୍ତା ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରରେ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା ହେବ ।
Special Report
ଆଉ ଏହି ପୂର୍ବରୁ ସବୁ କାର୍ଯ୍ୟ କରାଯାଉଛି । ମନ୍ଦିରର କାର୍ଯ୍ୟ ଏବେ ଚାଲିଛି । ମନ୍ଦିରକୁ ନେଇ ଏବେ କିଛି ଖବର ଆସୁଛି । ମନ୍ଦିରର ଗର୍ଭ ଗୃହରେ ଲାଗିଲା କବାଟ । 
ପୁରା ସୁନାର କବାଟ ଗର୍ଭ ଗୃହରେ ଲାଗିଲା । ଭବ୍ୟ ରାମ ମନ୍ଦିର ବହୁତ ସୁନ୍ଦର ଦେଖାଯାଉଛି । ପଥର ମୂର୍ତ୍ତି ହୋଇଯାଇଥାଏ ପୁରା ଜୀବନ୍ତ । ଭଗବାନ ରାମଙ୍କ ପ୍ରାଣ ପ୍ରତିଷ୍ଠା ହେବ ଆଉ ଭଗବାନ ରାମ ଆସିବେ ।
Special Report
ପ୍ରଭୁ ରାମଚନ୍ଦ୍ର ଆସିବେ ବୋଲି ଲାଗିଲା ସୁନା କବାଟ । ଚକଚକ୍ କରୁଛି ଏହି ସୁନାର କବାଟ । କେବଳ କବାଟ ନୁହେଁ ବରଂ ମନ୍ଦିରର ସବୁ ଦୃଶ୍ୟ ଏବେ ସାମ୍ନାକୁ ଆସୁଛି । ଅନେକ ଦିନ ହେଲା ଏହି ମନ୍ଦିର ହେବ ବୋଲି କୁହାଯାଉଥିଲା ।
ଆଉ ଆଜି ଏହି ସ୍ବପ୍ନ ପୂରଣ ହୋଇଛି । ମନ୍ଦିରର ସବୁ କାର୍ଯ୍ୟ ଏବେ ସାମ୍ନାକୁ ଆସିଛି । ପ୍ରଭୁ ରାମଚନ୍ଦ୍ରଙ୍କ ପାଇଁ ପ୍ରତିଷ୍ଠା ହୋଇଛି ଏହି ମନ୍ଦିର । ବିରାଟ ବିରାଟ ପଥରରେ ମୂର୍ତ୍ତି ତିଆରି ହୋଇଛି ।
Special Report
ଆଉ ଏହି ଭବ୍ୟ ମନ୍ଦିରରେ ଜଟାୟୁଙ୍କ ଠାରୁ ଆରମ୍ଭ କରି ହନୁମାନ ସମସ୍ତେ ସ୍ଥାନ ପାଇଛନ୍ତି । ସବୁ ପଥର ମୂର୍ତ୍ତି ଏବେ ଜୀବନ୍ତ ହୋଇ ଉଠିଛନ୍ତି । ସୁନ୍ଦର କାରୁକାର୍ଯ୍ୟରେ ଏହି ମନ୍ଦିର ତିଆରି ହୋଇଛି । ସୁନା କବାଟରେ ସୂକ୍ଷ୍ମ କାରୁକାର୍ଯ୍ୟ ହୋଇଛି । 
Special Report
କଡ଼ା ସୁରକ୍ଷାରେ ରହିବ ଏହି ସୁନାର କବାଟ । ନିହାଣ ମୁନରେ କାରୁକାର୍ଯ୍ୟ ହୋଇଛି ଏହି ମନ୍ଦିର । ଶହ ଶହ ବର୍ଷର ପୁରୁଣା ପଥରରେ ମୂର୍ତ୍ତି ତିଆରି କରାଯାଇଛି । ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଏହି ମନ୍ଦିରର ଫଟୋ ଆଉ ଭିଡିଓ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ପୋଷ୍ଟ କରିଛି ।
ଏହିସବୁ ଦେଖି ଲୋକମାନେ ବହୁତ ଖୁସି ହୋଇଛନ୍ତି । ମନ୍ଦିରକୁ ପୁରା ସୁରକ୍ଷା ବଳୟ ଭିତରେ ରଖାଯାଇଛି । ଆଣ୍ଟି ଡୋଜ ପ୍ରଣାଳୀ, କ୍ୟାମେରା , ଟାୟାର କିଲର ବ୍ୟବସ୍ଥା ସାଙ୍ଗକୁ ମୁତୟନ ରହିବେ ବମ୍ ସ୍କ୍ୱାର୍ଡ । ଆଉ ଏହାସହ ସିଆରଏଫ୍ ମଧ୍ୟ ରହିବେ।