Movie prime

ସ୍ଵାମୀଙ୍କ ଅଇଁଠା ଭୋଜନ କରୁଛନ୍ତି କି ଯଦି ହଁ ତେବେ ଶୀଘ୍ର ଦେଖନ୍ତୁ କଣ ହୁଏ ଏମିତି କଲେ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ପାଇପାରିବେ ।
ଏବେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ବାସ୍ତୁ ଶାସ୍ତ୍ର ବିଷୟରେ କିଛି ଖବର ଜାଣିପାରିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ ଅନେକ କଥା । 
ଗୁରୁଜନମାନେ କହିଥାନ୍ତି ଶହେ କାମ ଛାଡ଼ି ସ୍ନାନ କରିବା ଉଚିତ୍ ଏବଂ ହଜାରେ କାମ ଛାଡ଼ି ଭୋଜନ କରିବା ଉଚିତ୍ । ମନୁଷ୍ୟ ଜୀବନ ଭୋଜନ ଉପରେ ନିର୍ଭର କରିଥାଏ ।
Special Report
ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି ଏକ ନିୟମ ଜାଣିପାରିବେ ଯାହା ସବୁ ମନୁଷ୍ୟ ନିହାତି ଜାଣିବା ଉଚିତ୍ । ହିନ୍ଦୁ ଶାସ୍ତ୍ର ଅନୁସାରେ, ଦୁଇ ହାତ ଏବଂ ଦୁଇଗୋଡ ଧୋଇ ଏବଂ ମୁହଁ ଧୋଇ ଭୋଜନ କରିବା ଉଚିତ୍ । ପ୍ରତ୍ୟେକ ମନୁଷ୍ୟ ଦୁଇଥର ଭୋଜନ କରିବା ଉଚିତ୍ । 
ସକାଳେ ଏବଂ ସନ୍ଧ୍ୟାରେ ଭୋଜନ କରିବା ଉଚିତ୍ । ପୂର୍ବ ଆଡ଼କୁ ଅନାଇ ଭୋଜନ କରିବା ଉଚିତ୍ । ଶାସ୍ତ୍ରରେ କୁହାଯାଇଛି କି କେହି କାହାର ଅଇଁଠା ଭୋଜନ ଖାଇବା ଉଚିତ୍ ନୁହେଁ । ସ୍ୱାମୀର ଛଡ଼ା ଯାଇଥିବା ଭୋଜନ ସ୍ତ୍ରୀ ଖାଇଲେ ପ୍ରେମ ବଢିଯାଏ
 ବୋଲି କୁହାଯାଏ କିନ୍ତୁ ଏହା ଶାସ୍ତ୍ରରେ ଭଲ ମନା ଯାଏ ନାହିଁ । ସେଥିପାଇଁ ସ୍ବାମୀ ଏବଂ ସ୍ତ୍ରୀ ଅଲଗା ଅଲଗା ଖାଇବା ଉଚିତ୍ ।ବାସ୍ତୁ ଶାସ୍ତ୍ରରେ କୁହାଯାଇଛି କି ଭୋଜନ କରିବା ସମୟରେ ଠିକ୍ ଦିଗରେ ବସି ଭୋଜନ କରିବା ଉଚିତ୍ । 
ମନୁଷ୍ୟକୁ କୌଣସି ବ୍ୟକ୍ତିଙ୍କୁ ଭୋକିଲା ରଖି ନିଜେ ଭୋଜନ କରିବା ଉଚିତ୍ ନୁହେଁ । ସମସ୍ତଙ୍କୁ ବାଣ୍ଟି କରି ଭୋଜନ କରିବା ଉଚିତ୍ । ଭଙ୍ଗା ବାସନରେ ଭୋଜନ କରିବା ଅନୁଚିତ୍ । ଏକାଦଶୀ ଦିନ ସାତ୍ତ୍ୱିକ ଭୋଜନ କରିବା ଉଚିତ୍ ।
ଯଦି କୌଣସି ବ୍ୟକ୍ତି ତୁମ ସହ ଭିହଂସ୍ କରୁଛି ତାହାର ଭୋଜନ ନ ସରିବା ପର୍ଯ୍ୟନ୍ତ ତାହା ସହ ବସି ରୁହନ୍ତୁ । ଭୋଜନ ସରିବା ପରେ ଥାଳିରେ ହାତ ଧୁଅନ୍ତୁ ନାହିଁ । ଏହାସହ ଅନେକ ପ୍ରକାରର କଥା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।