Movie prime

ଏଠାରେ ବାସ କରନ୍ତି ସ୍ଵୟଂ ମହାଦେବ ଦେଖନ୍ତୁ କେଉଁଠି ଏହି ପବିତ୍ର ସ୍ଥାନ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଏବେ କିଛି ଖବର ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଖବର ବିଷୟରେ ଆପଣମାନେ ଆଗରୁ ଜାଣିନଥିବେ । ଏହି ଭିଡିଓରେ ଆପଣମାନେ ଏଭଳି ଏକ ଜାଗା ଦେଖିପାରିବେ ଯାହା ପୂର୍ବରୁ ଥିଲା ।
ଏହି ସ୍ଥାନରେ ପ୍ରଭୁ ଶିବ ବାସ କରୁଥିଲେ । ଏହି ସ୍ଥାନରେ ଜଙ୍ଗଲ ଅଛି । ଏହି ସ୍ଥାନ ଦେଇ ଥିବା ନଈରେ ସାତ ଭାଇ ବୋଇତ ନେଇ ଯାଇଥାନ୍ତି । ସେହି ସ୍ଥାନରେ ସତ୍ୟ ଯୁଗରେ ନାରାୟଣ ମନ୍ଦିର ହେବ ବୋଲି ସେହି ବାବା ଜଣକ କହିଛନ୍ତି ।
Special Report
କଳିଯୁଗ ଶେଷ ହୋଇ ଆସିଲାଣି । କଳିଯୁଗରେ ପାପ କାମ କରିଲେ କ୍ଷୟ ହୁଏ । ଏଠାରେ ଏକ ଗଣ୍ଡ ଅଛି । ଆଉ ସେଠାରେ ୫ଟି ବୋଇତ ବୁଡି କରି ଅଛି । ସେଠାରେ ସାପ ବି ଦେଖିବାକୁ ମିଳିଥାଏ ।
ଏହି ଭିତରେ ୫ଟି ଜାହାଜ ବୁଡି ଯାଇଛି ଆଉ ଗୋଟିଏ ବୁଡୁ ବୁଡୁ ରହିଗଲା । ଏହି ଖବର ହେଉଛି ୧୦୦୦ ବର୍ଷ ତଳର କଥା । ସାତ ଭାଇ ଯେତେବେଳେ ଯାଆନ୍ତି ସେମାନେ ଅନେକ ଦେଶୀ ଜିନିଷ ନେଇକରି ଯାଆନ୍ତି ।
ଭଗବାନ ଯେତେବେଳେ ବୁଧ ରୂପ ଧାରଣ କରିବେ ରାଗ ହେଉଛି କଳ୍କୀ ଅବତାର । କଳ୍କୀ ଅବତାର ବିଷୟରେ ମଧ୍ୟ ଏହି ପଣ୍ଡିତ ଜଣକ ଅନେକ କଥା କହିଛନ୍ତି । ଏବେ ଏହି ଭିଡିଓ ଦେଖିଲେ ଆପଣ ଅନେକ କଥା ଜାଣିପାରିବେ ।
Special Report
ବୋଇତରେ ପଥର ଆଦି ନିଅନ୍ତି । ଆଉ ଭଗବାନ ଚାହୁଁଥିଲେ କି ସେଠାରେ ମନ୍ଦିର ହେଉ ।ସେଥିପାଇଁ ବୋଇତ ବୁଡି ଗଲା । ଏହି ସ୍ଥାନରେ ବହୁତ ସର୍ପ ଅଛନ୍ତି । ଆଉ ସେମାନେ କାହାକୁ ମାରନ୍ତି ନାହିଁ । ଏଠାରେ କିଛି ବାବା ଆସି ବା ଋଷି ଆସି ତପସ୍ୟା କରୁଛନ୍ତି।
ସେତେବେଳେ ଚଣ୍ଡୀ ପାଠ କରି ଶାନ୍ତ କରାଯାଏ । ରୋଗକୁ ନିୟନ୍ତ୍ରଣ କରାଯାଏ ଚଣ୍ଡୀ ପାଠ କରି । ନନା ଜଣକ ଅନେକ ଗୁମର କଥା ଖୋଲିଲେ । ଏବେ ଏହି ଭିଡିଓ ଦେଖିଲେ ଆପଣ ଅନେକ ବିଷୟରେ ଜାଣିପାରିବେ । ଏହି ଭିଡିଓ ଏବେ ଭାଇରାଲ ହେଉଛି ।