Movie prime

ଭଗବାନଙ୍କ ନାମ ନେଇ ବାଛନ୍ତୁ ଗୋଟିଏ ଆଉ ଜାଣନ୍ତୁ କେମିତି ରହିବ ଆପଣଙ୍କ ଆଗାମୀ ଦିନର ଭାଗ୍ୟ

 
Nj
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଏଠାରେ ଦୁଇଟି ନମ୍ବର ଦିଆ ହୋଇଛି ଏବଂ ଆପଣ ଏହି ଦୁଇ ନମ୍ବର ମଧ୍ୟରୁ ଗୋଟିଏ ନମ୍ବର କୁ ପସନ୍ଦ କରନ୍ତୁ ଏବଂ ଜାଣନ୍ତୁ ଯେ ଈଶ୍ଵର ଆପଣଙ୍କ ନିମନ୍ତେ କ’ଣ ଚିନ୍ତା କରୁଛନ୍ତି ?
ଯେଉଁ ଲୋକ ମାନେ ପ୍ରଥମ ନମ୍ବର ବାଛିଛନ୍ତି, ସେମାନଙ୍କ ଜୀବନରେ ତଥା ଭାଗ୍ୟରେ ବହୁତ ଆରାମ ରହିଅଛି। ଆପଣ ଜୀବନରେ ବହୁତ ଖୁସି ପାଇବେ। ଆପଣ ବହୁତ ଭାଗ୍ୟଶାଳୀ ବ୍ୟକ୍ତି ଅଟନ୍ତି। ମାତ୍ର ଆପଣଙ୍କୁ ଯେଉଁ ଖୁସି ମିଳିବ କେବେ ମଧ୍ୟ ତାହାକୁ ନେଇ ଘମଣ୍ଡ କରନ୍ତୁ ନାହିଁ। 
Bh
ଯଦି ଈଶ୍ଵର ଆପଣଙ୍କୁ କିଛି ଦେଇଛନ୍ତି, ତେବେ ଆପଣ ତାହାକୁ ନେଇ ଘମଣ୍ଡ କେବେ କରନ୍ତୁ ନାହିଁ। ଭଲ ସମୟରେ ମଧ୍ୟ ଈଶ୍ବରଙ୍କ ନାମ ନିଅନ୍ତୁ ତଥା ଖରାପ ସମୟରେ ମଧ୍ୟ ଈଶ୍ବରଙ୍କ ନାମ ନିଅନ୍ତୁ। ଆପଣଙ୍କ ଭାଗ୍ୟରେ ବହୁତ କିଛି ଅଛି ମାତ୍ର ମନୁଷ୍ୟ ନିଜର କର୍ମ ଦ୍ଵାରା ସେ ସବୁ କୁ ଦୂର କରିଦେଇଥାଏ।
ଈଶ୍ଵର ଆପଣଙ୍କ ନିମନ୍ତେ ଉତ୍ତମ ଚିନ୍ତା କରିଛନ୍ତି। ଭଲ ପରିବାର ସହିତ ଉତ୍ତମ ଜୀବନସାଥୀ ମଧ୍ୟ ଆପଣଙ୍କ ଭାଗ୍ୟରେ ରହିଅଛି। ଏହାଦ୍ଵାରା ଆପଣ ଖୁସି ରହିବେ ଆପଣଙ୍କ ମନ ଖୁସି ରହିବ। ମାତ୍ର ଯଦି ଆପଣଙ୍କ କର୍ମ ଭଲ ନଥିବ ତେବେ ଏହାର ପରିଣାମ ମଧ୍ୟ ଆପଣଙ୍କୁ ଦେଖିବାକୁ ମିଳିବ। 
ପ୍ରେମ କ୍ଷେତ୍ରରେ ଆପଣଙ୍କର ଯିଏ ପସନ୍ଦ ଥିବେ ସେ ପସନ୍ଦ ଅନ୍ୟ ର ଆଦୌ ନଥିବେ ଏହା ନିମନ୍ତେ ବିବାଦ ନିଶ୍ଚିତ ଭାବରେ ହେବ। ଆପଣଙ୍କ ମାତା ପିତା ତଥା ଭାଇ ଭଉଣୀ ଆପଣଙ୍କ ଉପରେ ଅସନ୍ତୁଷ୍ଠ ରହି ପାରନ୍ତି। ଯେଉଁ ମାନେ ଦ୍ଵିତୀୟ ନମ୍ବର ବାଛିଛନ୍ତି ସେମାନଙ୍କ କ୍ୟାରିୟର ବହୁତ ଭଲ ରହିବ।
Hh
ଆପଣ ବିଶେଷ କରି ଯାହା ଚାହୁଁଛନ୍ତି ତାହା ନିଶ୍ଚିତ ଭାବରେ କରିବେ। ଆପଣ ଏଭଳି ସ୍ଥାନରେ ଯାଇ ବସିବେ ଯେଉଁଠାରେ ଆପଣ ସମସ୍ତଙ୍କର ମାଲିକ ହୋଇଥିବେ। ସରକାରୀ ଚାକିରୀ କରିବାକୁ ଚାହୁଁଥିଲେ ନିଶ୍ଚିତ ସେଥି ନିମନ୍ତେ ପ୍ରୟାସ କରନ୍ତୁ, ପରିଶ୍ରମ ଦ୍ଵାରା ନିଶ୍ଚିତ ଭାବରେ ସଫଳ ହେବେ। 
ଆପଣଙ୍କର ଯାହା ସ୍ଵପ୍ନ ରହିଅଛି ତାହା ନିଶ୍ଚିତ ଭାବରେ ପୂରଣ ହେବ। ମାତ୍ର ଅନେକ ସମୟରେ ଆମ୍ଭେ ଅଯଥା ଜିନିଷ ମଧ୍ୟରେ ନିଜର ସମୟ ବ୍ୟତୀତ କରିଥାଉ ଯାହା କାରଣରୁ ଆମ୍ଭର ଅନେକ ସମୟ ବରବାଦ ହୋଇଥାଏ।
ଯଦି ଆପଣ ପ୍ରେମ ସମ୍ପର୍କ ରେ ପଡନ୍ତି ତେବେ ଆପଣଙ୍କୁ ଉତ୍ତମ ପାର୍ଟନର କେବେ ମଧ୍ୟ ମିଳିବ ନାହିଁ। ପ୍ରେମକୁ ନେଇ ଆପଣ ନିଜ କ୍ୟାରିୟର କୁ କେବେ ମଧ୍ୟ ବରବାଦ କରିବାର ପ୍ରୟାସ କରନ୍ତୁ ନାହିଁ। ଆପଣ ଯେଉଁ ଭଳି ଭାବରେ କର୍ମ କରିବେ ତାହାର ଫଳ ଆପଣଙ୍କୁ ନିଶ୍ଚିତ ଭାବରେ ପ୍ରାପ୍ତ ହେବ।