Movie prime

ଯେଉଁ ବ୍ୟାକ୍ତିଙ୍କ ବିଷୟରେ ଜାଣିବାକୁ ଚାହୁଁଛନ୍ତି ଭଗବାନଙ୍କ ନାମ ନେଇ ବାଛନ୍ତୁ ତାଙ୍କ ନାମର ପ୍ରଥମ ଅକ୍ଷର ଆଉ ଜାଣନ୍ତୁ କିଛି ଅଜଣା କଥା

 
Bb
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ନିଜ ଲାଇଫରେ କାହାକୁ ନା କାହାକୁ ନିଶ୍ଚୟ ପ୍ରେମ କରୁଥିବେ। ଏମିତି ଅନେକ ଯୋଡି ଅଛନ୍ତି ଯେଉଁ ମାନେ ନିଜ ଭଲ ପାଇବା କୁ ହାସଲ କରିବା ପାଇଁ ଜୀବନ ଦେବାକୁ ପଛାନ୍ତି ନାହିଁ।
ଆଉ ସେମାନଙ୍କୁ ସଚ୍ଚା ପ୍ରେମୀ କୁହାଯାଏ। ତେବେ ଇଂରାଜୀ ଅକ୍ଷରର ର କିଛି ଲେଟର ଏଠାରେ ଆଜି ଆମେ ଆପଣଙ୍କୁ କହିବୁ। ଏଥିରୁ ଆପଣଙ୍କୁ ଯେ କୌଣସି ଗୋଟିଏ ଅକ୍ଷର ଚୟନ କରିବାକୁ ହେବ। ଏହାପରେ ଆମେ ଆପଣଙ୍କୁ କହିବୁ ଆପଣଙ୍କ ନିଜ ଲୋକ ଆପଣଙ୍କ ବିଷୟରେ କଣ ଅନୁଭବ କରୁଛନ୍ତି।
Hb
1- ଯଦି ଆପଣଙ୍କ ସାଥିଙ୍କ ନାଁ Aରୁ ଆରମ୍ଭ ତେବେ ଆପଣଙ୍କର ମ୍ୟାରେଜ ତାଙ୍କ ସହ ହିଁ ହେବ। କାରଣ ସେ ଆପଣଙ୍କୁ ସେତିକି ଭଲ ପାଉଛନ୍ତି ଯେତିକି ଆପଣ।
2- ଆପଣଙ୍କ ସାଥିଙ୍କ ନାଁ ର ପ୍ରଥମ ଅକ୍ଷର G ହୋଇଥିଲେ ସେ ଏବେ କନଫିୟୁଜ ରେ ଅଛନ୍ତି। କିଛି ବି ଠିକ ହୋଇ ନାହିଁ।
3- ଆପଣଙ୍କ ଲଭରଙ୍କ ନାମର ପ୍ରଥମ ଅକ୍ଷର K ହୋଇଥିଲେ ଆପଣଙ୍କ ପ୍ରେମୀ ଆପଣଙ୍କୁ ସଚ୍ଚା ପ୍ରେମ କରୁଛନ୍ତି ଓ ସେହି ପ୍ରେମ ଆପଣଙ୍କ ପାଇଁ ସଚ୍ଚା ଅଟେ।
4- ଆପଣଙ୍କ ଲଭରଙ୍କ ନାଁ M ଅକ୍ଷର ରୁ ଆରମ୍ଭ ହେଉଥିଲେ ସେ ଆପଣଙ୍କର କେବଳ ବନ୍ଧୁ ଅଟନ୍ତି ଆଉ କିଛି ବି ନୁହେଁ। ଯେମିତି ଆପଣ ଭାବୁଛନ୍ତି।
5- ଆପଣଙ୍କ ସାଥିଙ୍କ ନାମ N ଲେଟର ରୁ ଆରମ୍ଭ ହେଉଥିଲେ ଆପଣ ଦୁହିଙ୍କର ପ୍ରେମ ବିବାହ ହେବ। ଏହା ସହ ଆପଣଙ୍କ ପରିବାର ଉଭୟ ମିଶି ଆପଣ ଦୁହିଙ୍କର ମ୍ୟାରେଜ କରିବେ।
Jh
6- ଯଦି ଆପଣଙ୍କ ସାଥିଙ୍କ ନାଁ P ରୁ ଆରମ୍ଭ ହେଉଥାଏ ହଁ ଆପଣ ଦୁହେଁ ସତରେ ସଚ୍ଚା ପ୍ରେମିକ ଓ ପ୍ରେମିକା ଅଟନ୍ତି।
7- ଆପଣଙ୍କ ଲାଭରଙ୍କ ନାମର ପ୍ରଥମ ଅକ୍ଷର R ହୋଇଥିଲେ ସେ ଆପଣଙ୍କର ବନ୍ଧୁ ଓ ପ୍ରେମିକ ଉଭୟ ଅଟନ୍ତି।
8- ଯଦି ଆପଣଙ୍କ ସାଥିଙ୍କ ନାମ Sରୁ ଆରମ୍ଭ ହେଉଥାଏ ତେବେ ସେ ଏବେ ବି ଆପଣଙ୍କୁ ନେଇ କନଫିୟୁଜ ଅଛନ୍ତି। ବାସ ଆପଣଙ୍କ ସହ ବନ୍ଧୁତା ରଖିବାକୁ ଚାହୁଁ ଛନ୍ତି।
9- T ଅକ୍ଷରରୁ ଆପଣଙ୍କ ଲଭରଙ୍କ ନାଁ ଆରମ୍ଭ ହେଉଥିଲେ ସେ ଆପଣଙ୍କ ବହୁତ ଅଧିକା ଭଲ ପାଉଛନ୍ତି।
10- V ଅକ୍ଷରରୁ ଆରମ୍ଭ ହେଉଥିଲେ ଆପଣଙ୍କ ଲଭର ଙ୍କ ନାଁ ସେ ଆପଣଙ୍କୁ ଭଲ ପାଉଛନ୍ତି କିନ୍ତୁ ବହୁତ ଅଧିକା ଭଲ ପାଉ ନାହାନ୍ତି।
11- ଆପଣଙ୍କ ଲଭରଙ୍କ ନାମର ପ୍ରଥମ ଅକ୍ଷର L ହୋଇଥିଲେ ସେ ଆପଣଙ୍କୁ ତାଙ୍କର ହମସଫର କରିବେ। କାରଣ ସେ ଆପଣଙ୍କୁ ଭଲ ପାଉଛନ୍ତି ଓ କେୟାର ବି କରୁଛନ୍ତି।
12- ଆପଣଙ୍କ ସାଥିଙ୍କ ନାଁ D ରୁ ଆରମ୍ଭ ହେଉଥିଲେ 50% ଚାନ୍ସ ଅଛି ସେ ଆପଣଙ୍କୁ ଭଲ ପାଉଛନ୍ତି ଓ ମ୍ୟାରେଜ କରିବେ।