Movie prime

ତେନ୍ତୁଳି ଗଛରୁ ବାହାରୁଛି ମିଠା କ୍ଷୀର ଦେଖନ୍ତୁ ସାମ୍ନାକୁ ଆସିଲା ଅଲୋକିକ ଦୃଶ୍ୟ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ଭଗବାନଙ୍କୁ ତ ବିଶ୍ବାସ କରୁଥିବେ । ଆଉ ଲୋକମାନେ ଭଗବାନଙ୍କୁ ବିଶ୍ବାସ କରିବା ସହିତ ତାଙ୍କର ମହିମା ମଧ୍ୟ ଦେଖୁଛନ୍ତି । ଆପଣମାନେ ସମସ୍ତେ ଭଗବାନଙ୍କ ମହିମା ସହ ତାଙ୍କର ଅଲୌକିକ ଶକ୍ତି ମଧ୍ୟ ଦେଖିଥିବେ ।
Special Report
ଦୁନିଆରେ ଅନେକ ପ୍ରକାରର ଅଦ୍ଭୁତ ଘଟଣା ଦେଖିବାକୁ ମିଳିଥାଏ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି କିଛି ଅଲୌକିକ ଘଟଣା ବିଷୟରେ ଜାଣିପାରିବେ । ଏବେ ଏହି ଭିଡିଓ ଚର୍ଚ୍ଚାରେ ରହିଛି । 
ଆପଣମାନେ ଅନେକ ସମୟରେ ଅନେକ ପ୍ରକାରର ଖବର ଶୁଣିଥିବେ । ଆପଣମାନେ ଶୁଣିଥିବେ କି ନିମ୍ବ ଗଛରୁ କ୍ଷୀର ଥୋପା ଥୋପା ହୋଇ ଝରିଥାଏ । କିନ୍ତୁ ଏବେ ଦେଖିବାକୁ ମିଳିଛି କି ତେନ୍ତୁଳି ଗଛରୁ ଥୋପା ଥୋପା ହୋଇ କ୍ଷୀର ଝରୁଛି । ଏହି ଦୃଶ୍ୟକୁ କିଏ ଫଟୋ ଉଠାଇ କଏଦ କରୁଛି ତ ଆଉ କିଏ ଏହି କ୍ଷୀରକୁ ମାଙ୍କ ଶକ୍ତି ଭାବି ଚାଖୁଛି ।
Special Report
ମାଳିକାରେ ଅନେକ କଥା ଲେଖା ହୋଇଥାଏ । ଆଉ ଏବେ ମାଳିକା କଥା ସତ ହୋଇଛି ବୋଲି ଲୋକମାନେ କହୁଛନ୍ତି । ମାଳିକାରେ ଏହି କଥା ଲେଖା ହୋଇଥିଲା କି ତେନ୍ତୁଳି ଗଛରୁ ମିଠା କ୍ଷୀର ଥୋପା ଥୋପା ହୋଇ ଝରିବ ।
କାନ ଉଠିବା ଦିନ ଠାରୁ ଆପଣମାନେ ଶୁଣି ନଥିବେ କି ତେନ୍ତୁଳି ଗଛରୁ କ୍ଷୀର ଝରିଥାଏ କିନ୍ତୁ ଏହି କଥା ଆଜି ଦେଖିବାକୁ ମିଳିଛି । ଜେଜେବାପାଙ୍କ ଅମଳ ରୁ ଆପଣମାନେ ଏହା ଦେଖି ନଥିବେ । ମାଳିକାରେ ଲେଖା ହୋଇଛି କି ଅଦେଖା ଘଟଣା ଆପଣମାନେ ଦେଖିବେ ।
Special Report
ଆଉ ଯାହା ଶୁଣିବାର ନଥିବ ତାହା ଶୁଣିବ । ଏବେ ଯାହା ସତ ହେଉଛି । ତେନ୍ତୁଳି ଗଛରୁ କ୍ଷୀର ବାହାରିବା କଥା ସତ ହେଉଛି ଏହା ଆଗରୁ କେହି ଦେଖି ନଥିଲେ ଆଉ ଏହା ମଧ୍ୟ ଶୁଣି ନଥିଲେ । 
Special Report
ଏହି ତେନ୍ତୁଳି ଗଛରୁ ଝରୁଥିବା କ୍ଷୀରକୁ ହାତ ଲଗାଇ ଲୋକମାନେ ଚାଟି ପକାଇ ଦେଉଛନ୍ତି । ତେବେ ଏହା କଣ ସତ ନା ଏହା ପଛରେ କଣ କାରଣ ରହିଛି ଏନେଇ ପ୍ରଶ୍ନ ଆସୁଛି । ଏହା ଅଶୁଭ ସଂକେତ ନୁହଁ ତ ? ଏବେ ଅନେକ ପ୍ରଶ୍ନ ଆସୁଛି । ଏଭଳି ଆଶ୍ଚର୍ଯ୍ୟକର ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲାରେ ।
ବାଲେଶ୍ଵର ଜିଲ୍ଲାରେ ଏହି ଘଟଣା ଦେଖି ସ୍ଥାନୀୟ ଲୋକମାନେ ଏହି ଘଟଣାକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଆଉ ଅନେକ ପ୍ରଶ୍ନ ଏବେ ଲୋକମାନଙ୍କ ମନରେ ଆସୁଛି । ସକାଳ ୪ ଟା ସମୟରୁ କ୍ଷୀର ଝରିଛି । ଆଉ କ୍ଷୀରର ପରିମାଣ ବଢ଼ିବାକୁ ଲାଗୁଛି ।