Movie prime

କାହାର ନାମ ଚିନ୍ତା କରି ବାଛନ୍ତୁ ଗୋଟିଏ ସଂଖ୍ୟା ଆଉ ଜାଣନ୍ତୁ କେମିତି ରହିବ ଆପଣଙ୍କ ଆଗାମୀ ଭବିଷ୍ୟତ

 
Gg
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆପଣଙ୍କ ପାଇଁ ନେଇ ଆସିଛୁ ୩ଟି ଶିବ ଠାକୁରଙ୍କ ଚିତ୍ର। ଏହି ତିନି ଠାକୁରଙ୍କ ମଧ୍ୟରୁ ଆପଣଙ୍କୁ ଯେ କୌଣସି ଗୋଟେ ବାଛିବାକୁ ହେବ। ଏହା ପରେ ଆପଣ ନିଜର ମନର ଇଚ୍ଛା ଓ ଭବିଷ୍ୟତ ବିଷୟରେ ଜାଣି ପାରିବେ।
ଆପଣଙ୍କୁ ଯେଉଁ ଠାକୁରଙ୍କୁ ଅଧିକ ପ୍ରିୟ ଲାଗନ୍ତି ତାଙ୍କ ନାମ ନେଇ ବାଛନ୍ତୁ କୌଣସି ଗୋଟିଏ ଚିତ୍ର। ଏହି ତିନି ଠାକୁରଙ୍କୁ ଆପଣ ମାନେ ଶ୍ରଦ୍ଧା ସହକାରେ ପୂଜା କରିଥାନ୍ତି। ତେବେ ମନରେ ଠାକୁରଙ୍କ ନାମ ନେଇ ବାଛନ୍ତୁ କୌଣସି ଗୋଟିଏ ଠାକୁର।
Bh
୧:- ଯଦି ଆପଣ ଭଗବାନ ପ୍ରଥମ ନମ୍ବର ଶିବଙ୍କୁ ବାଛିଛନ୍ତି ତେବେ ବର୍ତ୍ତମାନ ଆପଣ ଆଉ ଦୁଃଖ ଭୋଗ କରିବେନି। ଆପଣ ଙ୍କର ବନ୍ଧୁଙ୍କ ସହ ସମ୍ପର୍କରେ ବାଧା ଆସୁଥିଲା ତାହା ଦୂର ହେବ। ବିବାଦରୁ ମୁକ୍ତି ମିଳିବ।
କୌଣସି କାମ କରିବା ପୂର୍ବରୁ ବିବେକକୁ କାମରେ ଲଗାନ୍ତୁ। ସନ୍ତାନ ସୁଖର ପ୍ରାପ୍ତି ରହୁଛି। ଗ୍ରହ ମାନେ ଆପଣଙ୍କ ସପକ୍ଷରେ ଯାଉଛନ୍ତି। ବିଶ୍ଵସ୍ତ ପଣ୍ଡିତଙ୍କୁ ଦେଖାଇ ଜାତକରେ ଥିବା ଦୋଷର ପ୍ରତିକାର କରାନ୍ତୁ। 
Hh
୨:- ଆପଣ ଯଦି ଦ୍ୱିତୀୟ ନମ୍ୱର ଶିବଙ୍କୁ ବାଛିଛନ୍ତି ତେବେ ଆପଣ ଅସାନ୍ତି ଭୋଗ କରୁଛନ୍ତି। ମାନସିକ ଚିନ୍ତା ଦୂର ହେବ। ଆପଣଙ୍କ ଜୀବ ଦଶା ମଧ୍ୟରେ ୨ ରୁ ୩ଟି ମନ୍ଦ ଦଶା ଭୋଗ ହେବ।
ପଣ୍ଡିତଙ୍କ ଦ୍ଵାରା ଜାତକ ଦେଖାଇ ଏହାର ପ୍ରତିକାର କରନ୍ତୁ। ନଚେତ ରୂପା ମୁଦିରେ ମୁନ୍ଗା ପଥର ଧାରଣ କରନ୍ତୁ। ଶୁଭ ସମୟ ଆସୁଛି। ସନ୍ତାନକୁ ନେଇ ଖୁସି ଖବର ପାଇବେ। ନିଜର ଭବିଷ୍ୟତ ଉପରେ ଧ୍ୟାନ ଦିଅନ୍ତୁ ।
Jn
୩:- ଆପଣ ଯଦି ତୃତୀୟ ନମ୍ୱର ଶିବଙ୍କୁ ବାଛିଛନ୍ତି ତେବେ ଆପଣ ଦେଖିବାକୁ ସୁନ୍ଦର, ଚତୁର ଓ ସମାଜରେ ଖ୍ଯାତି ସମ୍ପନ୍ନ ବ୍ୟକ୍ତି ଅଟନ୍ତି। ପରିବାର ତରଫରୁ ଦୁଃଖ ମିଳୁଛି।
ଅପବ୍ୟୟ ଯାହା ଅଧିକ ହେଉଥିଲା ସେଥିରେ ସୁଧାର ଆସିବ। ଧନ ଆୟ ଯାହା ରହିବ ସେଥିରୁ ବ୍ୟୟ କମିଯିବ। କାର୍ଯ୍ୟରେ ବହିବୃତ ଯୋଗ ଆପେ ଆପେ ଆସୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.