Movie prime

Tirupati Balaji ଙ୍କ ଏହି ରହସ୍ୟ ସମ୍ପର୍କରେ ଆପଣ ଜାଣିଲେ ଆପଣଙ୍କ ହୋସ ଉଡିଯିବ ବଡ ବଡ ବୈଜ୍ଞାନିକ ମଧ୍ୟ ଏହାକୁ ଦେଖି ଆଶ୍ଚର୍ଯ୍ୟ

 
Special report
ଯେଉଁମାନେ ବି ଭାରତର ଆନ୍ଧ୍ର ପ୍ରଦେଶ ରେ ଅବସ୍ଥିତ ତିରୁପତି ବାଲାଜୀ ଧାମ ର ଦେବତା ଭଗବାନ ଶ୍ରୀ ବାଲାଜୀ ଭେଙ୍କେଟେଶ୍ୱର ସ୍ବାମୀ ଙ୍କ ବିଷୟରେ ଜାଣିଲେ ସେଠାରେ ଭଗବାନ ଙ୍କ ଲୀଳା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ।ଏହି ମନ୍ଦିର କି ଯିଏ ବି ଥରେ ଯାଇଛନ୍ତି ସେମାନଙ୍କ ଭାଗ୍ୟ ବଦଳି ଯାଇଥାଏ।
କୁହାଯାଏ ଯେ ଭଗବାନ ବିଷ୍ଣୁ ଭେଙ୍କେଟେଶ୍ୱର ସ୍ବାମୀ ଙ୍କ ସ୍ୱରୂପ ରେ ଆନ୍ଧ୍ର ପ୍ରଦେଶ ରେ ପୂଜା ପାଉଛନ୍ତି।ଆଜି ମଧ୍ୟ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀ ଦକ୍ଷିଣ ର ତିରୁମାଲା ର ପାହାଡ଼ ରେ ପୂଜା ପାଇଥାନ୍ତି।
Special report
ତିରୁପତି ଭେଙ୍କେଟେଶ୍ୱର ସ୍ବାମୀ ନାମରେ ଥିବା ଏହି ପ୍ରସିଦ୍ଧ ମନ୍ଦିର ଏହି ଧାମ ଭାରତର ଏକ ପ୍ରମୁଖ ତୀର୍ଥସ୍ଥଳ ଅଟେ।୬ ଟି ରହସ୍ୟ ରହିଛି ଯାହାକୁ ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।
(୧)ବାଲାଜୀ ମନ୍ଦିର କେବେ ନିର୍ମାଣ କରାଯାଇଛି ତାହା କେହି ଜାଣି ନାହାଁନ୍ତି।ଏହି ମନ୍ଦିର ର ସଂସ୍ଥାପକ କିଏ ଥିଲେ ତାହା ମଧ୍ୟ ରହସ୍ୟ ରହିଛି।
Special report
(୨)କୁହାଯାଏ ଯେ ଯେତେବେଳେ ଏହି ତିରୁପତି ବାଲାଜୀ ଧାମ ର ଭଗବାନ ଙ୍କ ଆଳତି କରାଯାଏ, ସେତେବେଳେ ଭଗବାନ ଙ୍କ ମୂର୍ତ୍ତି ହସୁଥାଏ।
(୩) ତିରୁପତି ବାଲାଜୀ ଭେଙ୍କେଟେଶ୍ୱର ସ୍ବାମୀ ମନ୍ଦିର ର ମୂର୍ତ୍ତି ରୁ 
ସମୁଦ୍ର ର ଲହରୀ ଶବ୍ଦ ଶୁଣିବାକୁ ମିଳିଥାଏ।କିଛି ଲୋକମାନେ କହିଥାନ୍ତି ଯେ ଭଗବାନ ଭେଙ୍କେଟେଶ୍ୱର ସ୍ବାମୀ ଙ୍କ ମୂର୍ତ୍ତି ସମୁଦ୍ର ରୁ ପ୍ରାପ୍ତ ହୋଇଛି।
Special report
(୪)ତିରୁପତି ବାଲାଜୀ ଭେଙ୍କେଟେଶ୍ୱର ସ୍ବାମୀ ମନ୍ଦିର ଦ୍ଵାରା ପାଖରେ ଏକ ବାଡ଼ି ରହିଛି।ଭକ୍ତ ମାନଙ୍କୁ ବହୁତ ଆକର୍ଷିତ କରିଥାଏ।ମନ୍ଦିର ର ବାଡ଼ି ବିଷୟରେ ଅନେକ ପୌରାଣିକ କଥା ରହିଛି।
(୫)ମାନ୍ୟତା ରହିଛି କି ବାଲାଜୀ ଭେଙ୍କେଟେଶ୍ୱର ସ୍ବାମୀ ଙ୍କୁ ଛୋଟ ବେଳେ ଆଘାତ ଲାଗୀଥିଲା ସେହି ଆଘାତ ଭଗବାନ ବାଲାଜୀ ଙ୍କ ମୁହଁରେ ଏବେ ଯାଏଁ ମଧ୍ୟ ରହିଛି।
(୬)ତିରୁପତି ବାଲାଜୀ ମନ୍ଦିର ରେ ଯେଉଁ ପ୍ରସାଦ କରାଯାଇଥାଏ ତାହାର ସାମଗ୍ରୀ ତିରୁପତି ବାଲାଜୀ ଙ୍କ ଗ୍ରାମରୁ ହିଁ ଆସିଥାଏ।ଏହି ଗ୍ରାମଟି ମନ୍ଦିର ରୁ ୨୨ କିଲୋମିଟର ଦୂରରେ ରହିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.