Movie prime

ତୁଳସୀ ଗଛରେ ଭୁଲ ରେ ମଧ୍ୟ ଢାଳନ୍ତୁ ନାହିଁ ଏହି ଜଳ ନହେଲେ ରାଗିଯିବେ ମା ବୃନ୍ଦାବତୀ ଦେଖନ୍ତୁ ଶୀଘ୍ର କେମିତି ମା ଙ୍କୁ କରିବେ ପ୍ରସନ୍ନ

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ପବିତ୍ର ତୁଳସୀକୁ ନେଇ ଧର୍ମ ଶାସ୍ତ୍ରରେ କିଛି ନିୟମ କୁହାଯାଇଛି ଆଉ ଯଦି ଏହାର ପାଳନ ନ କରାଯାଏ। ତେବେ ଘରେ ଦୁର୍ଦଶା ଦେଖାଯାଇଥାଏ। ହିନ୍ଦୁ ଧର୍ମରେ ତୁଳସୀ ଗଛ ପୂଜନୀୟ ଅଟେ। ଯାହାକି ତୁଳସୀ ଗଛ ମା ଲକ୍ଷ୍ମୀଙ୍କର ରୂପ ମାନା ଯାଇଥାଏ।
ନିୟମିତ ଭାବରେ ତୁଳସୀ ପୂଜା କଲେ ଘରକୁ ସୁଖ ସମୃଦ୍ଧି ଆସିଥାଏ। ଯଦି ଆପଣଙ୍କ ଓ ଆପଣଙ୍କ ପରିବାର ଉପରେ କୌଣସି ବିପଦି ଆସିବାକୁ ଥାଏ ତ ଏହାର ପ୍ରଭାବ ସର୍ବ ପ୍ରଥମେ ତୁଳସୀ ଗଛ ଉପରେ ହିଁ ହୋଇଥାଏ।
Special Report
ଯଦି ଆପଣ ତୁଳସୀ ଗଛ କେବେ ଆଣୁଛନ୍ତି ତେବେ ଗୁରୁବାର ଦିନ ହିଁ ଆଣନ୍ତୁ। ଆଉ ଏହାକୁ ସକାଳ ସମୟରେ ହିଁ ଲଗାଇବେ। ଭୁଲରେ ବି ତୁଳସୀ ତଳେ ଶିବଲିଙ୍ଗ ଓ ଗଣେଶଙ୍କର ପ୍ରତିମାକୁ ରଖିବେ ନାହିଁ।
ଆପଣ ଶନି ଆଉ ରାମଙ୍କୁ ରଖିପାରିବେ। ତୁଳସୀ ଗଛ ରୋଷେଇ ଘର ପାଖରେ ରଖିଲେ ପାରିବାରିକ କଳହ ଦୂର ହୋଇଥାଏ। ଏବଂ ତୁଳସୀ ଗଛକୁ କେବେ ବି ପୂର୍ବ ଦିଗରେ ରଖନ୍ତୁ ନାହିଁ। ଏହାଦ୍ୱାରା ଆର୍ଥିକ ସମସ୍ୟାର ସାମ୍ନା କରିବା ପାଇଁ ପଡିଥାଏ। 
ନିୟମିତ ଭାବେ ବ୍ୟକ୍ତି ତୁଳସୀ ଦର୍ଶନ କଲେ ବ୍ୟକ୍ତିର ସବୁ ପାପ ଧୋଇ ହୋଇଯାଇଥାଏ। ଯେଉଁଠି ପ୍ରତିଦିନ ତୁଳସୀ ଗଛ ପାଖରେ ଦୀପ ଜଳା ଯାଇଥାଏ ସେଠାରେ ଭୂତ ପ୍ରେତାତ୍ମା ଆଉ ନକାରାତ୍ମକ ଶକ୍ତି ରହିନଥାଏ।
ଯଦି ଆପଣଙ୍କ ବ୍ୟାପାର ବ୍ୟବସାୟରେ ବାଧା ହେଉଛି ସବୁ କାମ ବନ୍ଦ ହୋଇଯାଇଛି, ତେବେ ଆପଣ ଏହି ଉପାୟ ନିହାତି କରନ୍ତୁ। ପ୍ରତ୍ୟେକ ଶୁକ୍ରବାର ଦିନ ତୁଳସୀରେ କଞ୍ଚାକ୍ଷୀର ଚଢ଼ାଇଲେ ଆପଣଙ୍କ ବ୍ୟାପାରରେ ଆସୁଥିବା ବାଧା ବିଘ୍ନ ଜଲଦି ଦୂର ହୋଇଯିବ। 
ଭଗବାନ ଶ୍ରୀହରିଙ୍କ ପୂଜାରେ ତୁଳସୀ ଗଛର ପୂଜା ଖୁବ ମହତ୍ୱ ରହିଛି। ଆଉ ବିଷ୍ଣୁଙ୍କୁ ଭୋଗ ଅର୍ପଣ କରିବା ସମୟରେ ତୁଳସୀ ପତ୍ର ଦିଆଯାଇଥାଏ। ଯଦି ଭଗବାନଙ୍କ ପାଖରେ ଚଢାଇବା ପାଇଁ କିଛି ନାହିଁ ତେବେ ଆପଣ ତୁଳସୀ ପତ୍ର ଚଢାଇ ପାରିବେ।
ଯଦି ଆପଣଙ୍କ ପିଲା ଉପରେ କାହାର ନଜର ଲାଗିଥାଏ, ତେବେ ସାତୋଟି ତୁଳସୀ ପତ୍ର ଆଉ ସାତୋଟି କଳା ମରିଚର ଦାନାକୁ ମୁଠାରେ ନେଇ ପିଲାର ମୁଣ୍ଡରୁ ପାଦ ଯାଏଁ ସାତଥର ବୁଲାଇ ଦିଅନ୍ତୁ ଦେଖିବେ ସବୁ ଠିକ୍ ହୋଇଯିବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.