Movie prime

ଉଦ୍ଧାର ହେଲେ ସମସ୍ତ ୪୧ ଜଣ ଶ୍ରମିକ, ଜୟ ଜଗନ୍ନାଥ ଧ୍ବନି ରେ କମ୍ପିଲା ସବୁ ଅଞ୍ଚଳ..

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ସବୁ ଅପେକ୍ଷାର ଅନ୍ତ ଘଟି ସାରିଛି। ସଫଳ ହେଜ ସିଲ୍କୟାରା ଟନେଲ ଅପରେସନ। କାମ ଦେଇଛି 'ରାଟ୍ ହୋଲ" ପଦ୍ଧତି। ଦୀପାବଳୀ ଦିନ ୪୧ ଜଣ ଶ୍ରମିକ ଟନେଲ ଭିତରେ ଫସି ରହିଥିଲେ।
Special Report
ଯେତେବେଳେ ସବୁ ଉପାୟ ଫେଲ୍ ମିଳିଲା ସେତେବେଳେ ନଜର ଥିଲା ରାଟ ହୋଲ ଟେକ୍ନୋଲୋଜି ଉପରେ। ଏହା ପରେ ସଫଳ ବୋଲି ମଧ୍ୟ ପରିଣତ ହୋଇଥିଲା।
ଭାରତ ସରକାର ଏହାପରେ ଖଣି ଖନନକାରୀ ଙ୍କ ସହାୟତା ନେଇଥିଲେ। ଜଣା ପଡିଥିଲା କି ଏହି ପରିସ୍ଥିତି ରେ ରାଟ୍ ହୋଲ ଟେକ୍ନୋଲୋଜି ଖୁବ୍ କାମ ଦେଇଥାଏ।
ଏହାପରେ ସେମାନେ ସେଠାରେ ପହଞ୍ଚିବା ପରେ ଖୁବ କମ୍ ସମୟରେ ହିଁ ସବୁ ଶ୍ରମିକ ମାନଙ୍କୁ ଉଦ୍ଧାର କରାଯାଇ ଥିଲା। ଏହି ପଦ୍ଧତି ରେ ବାହାରକୁ ବାହାରିବାର ସମ୍ଭାବନା ମଧ୍ଯ ବୃଦ୍ଧି ପାଇବା ରେ ଲାଗିଥିଲା। ଏହି ରାଟ ହୋଲ ଟେକ୍ନୋଲୋଜି ମାଇନିଙ୍ଗ ର ଏକ ପ୍ରକ୍ରିୟା ଅଟେ।
Special Report
ଯାହାକୁ ପୂର୍ବରୁ ଉତ୍ତର ପୂର୍ବରେ ଥିବା ଆଦିବାସୀ ମାନେ ବ୍ୟବହାର କରିଥିଲେ। ଏହି ପ୍ରକ୍ରିୟା ଭାରତରେ ଥିବା ମେଘାଳୟରେ କିଛି ଅଞ୍ଚଳରେ ଖଣିଜ ପଦାର୍ଥ ବାହାର୍ କରିବା ପାଇଁ ବ୍ୟବହୃତ ହୋଇଥିଲା।
ଏହି ଟେକ୍ନୋଲୋଜି ମଧ୍ୟ ବେଳେ ବେଳେ ଖଣିରେ ଫସି ଯାଇଥିବା ଲୋକ ମାନଙ୍କୁଉଦ୍ଧାର କରିବା ପାଇଁ ମଧ୍ଯ ବ୍ୟବହୃତ ହୋଇଥାଏ। ଏଥିପାଇଁ ମଧ୍ୟ କୌଣସି ବଡ଼ ମେସିନ ମଧ୍ଯ ବ୍ୟବହୃତ ହୁଏ ନାହିଁ ମଧ୍ଯ।
ରାଟ ହୋଲ ଖନାନକାରୀ ମାନେ ଏହା ପାଇଁ ହାତ ଉପକରଣ ବ୍ଯବହାର କରି ଥାଆନ୍ତି। ସେମାନେ ଧିରେ ଧିରେ ପତଳା ଟନେଲ ଖୋଳନ୍ତି ଆଉ ଏଥିରୁ ଅଳିଆ ମଧ୍ଯ ବାହାର କରନ୍ତି।
ସେମାନେ ଏକ ସଂକୀର୍ଣ୍ଣ ଟନେଲ ବ୍ଯବହାର କରି ସେଥିରୁ କୋଇଲା ମଧ୍ୟ ବାହାର୍ କରି ପାରନ୍ତି। ଏହି ଟନେଲ ରେ କେବଳ ଜଣେ ବ୍ୟକ୍ତି ମଧ୍ୟ ଠିକ ହୋଇ ପାରିବ। ଜଣେ ବ୍ୟକ୍ତି ନିଜ ହାତରେ ଟନେଲ ଖୋଳି ଥାଆନ୍ତି। ଏହି ଉପାୟରେ ଶ୍ରମିକ ମାନଙ୍କୁ ଉଦ୍ଧାର କରାଯାଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.