Movie prime

ଉତ୍ତମ ପତ୍ନୀ ଙ୍କ ଲକ୍ଷଣ କିଛି ଏମିତି ହୋଇଥାଏ , ନିଜ ସ୍ଵାମୀ ଙ୍କୁ ଦେଇ ଥାନ୍ତି ସବୁ ପ୍ରକାର ଖୁସି

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଚାଣକ୍ୟ ଙ୍କୁ ଭଲ ଭାବେ ଜାଣି ଥିବେ।ତାଙ୍କୁ ଅର୍ଥ ଶାସ୍ତ୍ର ର ଜନକ ବୋଲି କୁହା ଯାଏ।ସେ ଅନେକ ନୀତି ବିଷୟ ରେ କହିଛନ୍ତି।ପୁରୁଷ ମହିଳା କିପରି ସୁଖ ରେ ହସ ଖୁସି ରେ ରହିବେ ତାହା ଉପରେ ଏକ ନୀତି ବିଷୟ ରେ କହିଛନ୍ତି।ତାଙ୍କ ମତ ରେ ପୁରୁଷ ସ୍ତ୍ରୀ ସମାନ।
Special report
ଯଦି ସ୍ଵାମୀ ସ୍ତ୍ରୀ ମଧ୍ୟ ରେ ଭଲ ବୁଝାମଣା ରହିବ ତେବେ ସେ ଘରେ କେବେ ଅଶାନ୍ତ ହେବ ନାହିଁ।ସ୍ଵାମୀ ସ୍ତ୍ରୀ ର କିଛି କଥା ମାନିବା ଉଚିତ।ଓ ସ୍ତ୍ରୀ ସ୍ଵାମୀ ର କିଛି କଥା ମାନିବା ଉଚିତ।ଏହା ଦ୍ବାରା ଉଭୟ ଙ୍କ ଭିତରେ ସମ୍ପର୍କ ଭଲ ରୁହେ 
Special report
ଆମେ ଆଜି ଚାଣକ୍ୟ ଙ୍କ ଦେଇ ଥିବା ନୀତି ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ତାଙ୍କ ମତ ରେ ମହିଳା ଙ୍କ ପାଖରେ ତିନୋଟି ଗୁଣ ରହିଲେ ଗୋଟେ ପରିବାର ସୁଖ ରେ ରହି ପାରିବ।ପ୍ରଥମ ଟି ହେଉଛି ଅର୍ଥ ବଞ୍ଚାଇବା।
ଚାଣକ୍ୟ ଙ୍କ ମତ ରେ ଜଣେ ମହିଳା ଅର୍ଥ କିପରି କମ୍ ଖର୍ଚ୍ଚ କରି ବଞ୍ଚାଇ ହେବ ସେହି ବିଷୟ ରେ ଜାଣିବା ଉଚିତ।ଏହା ଦ୍ବାରା ସେ ନିଜ ପରିବାର ର ବିପଦ ସମୟ ରେ ସମସ୍ତଙ୍କୁ ସାହାର୍ଯ୍ୟ କରିବ।ଯେତେବେଳେ ତାର ସ୍ଵାମୀ ତାକୁ ଘର ଖର୍ଚ୍ଚ ପାଇଁ ଅର୍ଥ ଦେବ ସେତେବେଳେ ସେ ତାର ନିଜ ଖର୍ଚ୍ଚ କମ କରି ବଞ୍ଚାଇ ରଖିବା ଉଚିତ୍।
Special report
ଏହା ଦ୍ବାରା ସେମାନଙ୍କୁ ଆଉ କୌଣସି ପ୍ରକାର। ଅସୁବିଧା ହେବ ନାହିଁ।ଦ୍ୱିତୀୟ ରେ ଆସୁଛି ବ୍ୟବହାର ।ଯଦି ଜଣେ ମହିଳା ଭଲ କଥା କହୁଥାଏ।କିମ୍ବା ଭଲ ବ୍ୟବହାର ଦେଖାଏ ତେବେ ଲୋକେ ତାକୁ ବହୁତ ଭଲ ପାଆନ୍ତି।ତା ସ୍ବାମୀ ବହୁତ ଭାଗ୍ୟବାନ ଏଭଳି ସ୍ତ୍ରୀ ପାଇକି।
ଭାଗ୍ୟ ରେ ଥିଲେ ଏଭଳି ସ୍ତ୍ରୀ ମିଳି ଥାଏ।ସେ ମହିଳା ସବୁବେଳେ ଇଚ୍ଛା କରିବ ନିଜ ପରିବାର କୁ ସମସ୍ତଙ୍କ ପ୍ରେମ ରେ ବାନ୍ଧି ରଖି ପାରିବ।ସବୁବେଳେ ଗୋଟେ ସ୍ତ୍ରୀ ଭଲ କଥା କହି ଭଲ ବ୍ୟବହାର ଦେଖାଇବା ଉଚିତ।
Special report
ତୃତୀୟ ରେ ଆସୁଛି ଯେ ମହିଳା ମାନେ ସର୍ବଦା ଧାର୍ମିକ ପ୍ରକୃତିର ହେବା ଉଚିତ।ପୂଜା ପାଠ ରେ ମନ ଦେଲେ ମହିଳା ନିଜ ପରିବାର ଉପରକୁ ଆସୁ ଥିବା ସବୁ ବିପତି ର ସାମନା କରି ପାରିବ।
ତେଣୁ ମହିଳା ମାନେ ଏପରି ହେବା ଉଚିତ୍।ସେହିଭଳି ପୁରୁଷ ମାନେ ମଧ୍ୟ କିଛି ମହିଳା ମାନଙ୍କୁ ସାହାର୍ଯ୍ୟ କରିବା ଉଚିତ୍।ସବୁବେଳେ ମହିଳା ମାନଙ୍କ ଉପରେ ସନ୍ତୁଷ୍ଟ ରହିଲେ ସେମାନଙ୍କ ଘର ପରିବାର ସୁଖ ଶାନ୍ତି ରେ ରହିଁପାରିବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.