Movie prime

ଯାହା କହିଥିଲା ମାଳିକା ହେଲା ସମ୍ପୂର୍ଣ ସତ୍ୟ ଦେଖନ୍ତୁ ଏବେ ଆସିଲା ପ୍ରତିଶୋଧର ସମୟ

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ୬୦୦ ବର୍ଷ ତଳର ମହାପୁରୁଷ ମାନଙ୍କ ଦ୍ୱରା ଆଗତ ଭବିଷ୍ୟତ ପାଇଁ ଲିଖିତ ହୋଇଥିବା ଏହି ମାଳିକା ଵଚନ। ୬୦୦ ବର୍ଷ ତଳେ ମହାପୁରୁଷ ଙ୍କ ଦ୍ଵାରା ଶାସ୍ତ୍ର ରେ ଏହି ସମସ୍ତ ଘଟଣା ସମ୍ବନ୍ଧରେ ବର୍ଣ୍ଣନା କରାଯାଇଥିଲା।
ପୂର୍ବ କାଳ ରେ ମହାପୁରୁଷ ମାନେ ଯେଉଁ କଥା ସବୁ କହିଥିଲେ ବର୍ତ୍ତମାନ ସେହି କଥା ସବୁ ସତ ହେବାରେ ଲାଗିଛି। ପୂର୍ବ ପୁରୁଷ ଙ୍କ ଦ୍ଵାରା ବର୍ଣ୍ଣିତ ସମସ୍ତ ଘଟଣା ଗୋଟିଏ ପରେ ଗୋଟିଏ ଘଟିବାରେ ଲାଗିଛି। ଶାସ୍ତ୍ର ଅମାକୁ ବହୁତ କଥା କହି ଯାଇଥାଏ କିନ୍ତୁ ଆମେ ଏହାକୁ ଭଲ ଭାବରେ ବୁଝି ପରି ନଥାଉ। 
Vh
କେତେକ ଲୋକ ମାଳିକା ବଚନକୁ ମାନୁ ନଥିଲେ କିନ୍ତୁ ବର୍ତମାନ ସମୟରେ ଯାହା ଯାହା ଘଟି ଯାଉଛି ତାହା ଆଗ ମାଳିକା ବଚନରେ ଲେଖା ହୋଇଥିଲା । ଅକ୍ଷର ଅକ୍ଷର ସତ ହୋଇଛି ଯାହା ମାଳିକାରେ ଲେଖା ହୋଇଥିଲା।
ମହାପୁରୁଷ ମାନଙ୍କର ଅନେକ ବର୍ଷର ଦିବ୍ୟ କଥାକୁ ବର୍ତ୍ତମାନ ଆମେମାନେ ମାଳିକା ବଚନରେ ଜାଣିବା ପାଇଁ ପାଉଛୁ। ଏହାକୁ ଅନେକ ମାନିବାକୁ ରାଜି ନଥିଲେ ମଧ୍ୟ ଏହି ଘଟଣା ସତ ଅଟେ। ଏହାକୁ ବୁଝି ବିଚାରି ନିଜକୁ ସତର୍କ କରେଇବା ସହ ନିଜର କର୍ମକୁ ଠିକ କରେଇବା ଆବଶ୍ୟକ। 
ମାଳିକାର ଅନେକ ଗ୍ରନ୍ଥରେ ଲେଖା ହେଇଛି ସମଗ୍ର ବିଶ୍ୱରେ ମ-ହା-ମା-ରୀ, ମହାବାତ୍ୟା, ମରୁଡି, ଭୂମିକମ୍ପ, ଦୁର୍ଭିକ୍ଷ, ବନ୍ୟା, ଉଦଗିରଣ, ସୌରଝଡ ତାହା ସହିତ ରାଜନୈତିକ ଅସ୍ଥିରତା,ଦୁର୍ନୀତି, ଆ-ତ୍ମ-ହ-ତ୍ୟା ଏହିସବୁ ଅନେକ ପରିମାଣରେ ବୃଦ୍ଧି ପାଇବ।
Hh
ଦୀପକ ଅଗ୍ରୱାଲ କହିଛନ୍ତି - ପଞ୍ଚସଖା ମାନେ ଡରେଇବା ପାଇଁ କୌଣସି ଗ୍ରନ୍ଥ ଲେଖି ନାହାଁନ୍ତି। ତା ଭିତରେ କିଛି ରହସ୍ୟ କଥା ରହିଛି। ସନ୍ଥ ମାନେ ସମାଜର କଲ୍ୟାଣ ପାଇଁ ଗ୍ରନ୍ଥ ଗୁଡ଼ିକ ଲେଖିଛନ୍ତି। 
ବଡ଼ ଧରଣ ଯୁଦ୍ଧ ହେବ ତା ଭିତରେ ଅନେକ କ୍ଷୟକ୍ଷତି ମଧ୍ୟ ହେବ। ସବୁଠୁ ବଡ ପାପ ହେଉଛି ମା ବାପାଙ୍କ ମନରେ କଷ୍ଟ ଦେବା। ଆମେ ଯଦି ମାତୃଭୂମି ଉପରେ ବୋମ ପକେଇବା ତାହାଲେ ମାତୃଭୂମିକୁ ମଧ୍ୟ କଷ୍ଟ ହେବ ତାହା ବି ଏକ ପାପ ଅଟେ।
ଯୁଗ ପରିବର୍ତନ ଭିତରେ ବହୁତ କମ ଜନସଂଖ୍ୟା ଯିବ। ତେବେ ଭବିଷ୍ୟ ମାଳିକା ଆପଣଙ୍କୁ ସାବଧାନ କରି ଦେଉଛି। କି ଆପଣ ନିଜକୁ ତିଆରି କରନ୍ତୁ। ଆମ ପୃଥିବୀ ହେଉଛି ଏକ ଜୀବନ୍ତ ପୃଥିବୀ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.