Movie prime

ରାମାନନ୍ଦ ସାଗରଙ୍କ ରାମାୟଣରେ କେତେ ଟଙ୍କା ଫି ନେଇଥିଲେ ଏହି କଳାକାର ମାନେ ସତ ଜାଣିଲେ ଆଶ୍ଚର୍ୟ୍ଯ ହୋଇଯିବେ ଆପଣ

 
Hh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଆପଣମାନେ ସମସ୍ତେ ଅନେକ କଥା ଜାଣିପାରିବେ ।
ଆପଣମାନେ ସମସ୍ତେ ଅନେକ ଧାରାବାହିକ ଦେଖିଥିବେ । ରାମାୟଣ ଧାରାବାହିକ ବିଷୟରେ ଆପଣ ଅନେକ କଥା ଜାଣିଥିବେ । ରାମାନନ୍ଦ ସଗରଙ୍କ ରାମାୟଣ ୧୯୮୭ ମସିହା ଠାରୁ ୧୯୮୮ ପର୍ଯ୍ୟନ୍ତ ଏହାର ପ୍ରସାରଣ ଟିଭିରେ କରାଯାଇଥିଲା ।
Bh
ଯେଉଁ ସମୟରେ ଏହା ଆରମ୍ଭ ହୋଇଥିଲା ସେହି ସମୟରେ ରାସ୍ତାଘାଟରେ ଲୋକମାନଙ୍କର ଗହଳି ଲାଗୁଥିଲା । ସବୁ ଆଡ଼େ ଲୋକଙ୍କ ଭିଡ ଜମିଥିଲା । ସେତେବେଳେ ଲୋକମାନଙ୍କର ସମସ୍ତଙ୍କ ଘରେ ଟିଭି ନଥିଲା ଆଉ ସେତେବେଳେ ଯାହା ଘରେ ଟିଭି ଥିଲା ତାହା ଘରକୁ ଯାଇ ସମସ୍ତେ ଟିଭି ଦେଖୁଥିଲେ ।
କରୋନା ସମୟରେ ଏହି ରାମାୟଣ ଧାରାବାହିକ ପୁଣି ଥରେ ଦେଇଥିଲା । ପ୍ରଭୁ ରାମଙ୍କ ଉପରେ ଆଧାରିତ ଏହି ଧାରାବାହିକ ଲୋକମାନଙ୍କୁ ବହୁତ ପସନ୍ଦ ଆସିଥାଏ । 
ଆପଣମାନେ ଜାଣିଛନ୍ତି କି ଏହି ଧାରାବାହିକର ପ୍ରତିଟି ଏପିଶୋଡ କରିବା ପାଇଁ କେତେ ଟଙ୍କା ଲାଗୁଥିଲା ସେହି ବିଷୟରେ ଆପଣମାନେ ଜାଣିପାରିବେ ।ଅଭିନେତା ଅରୁଣ ଗୋଖଲେ ରାମଚନ୍ଦ୍ରଙ୍କ ଭୂମିକାରେ ଅଭିନୟ କରିଥିଲେ ।
Bb
ଆଉ ଦୀପିକା ଚିଖଳିୟା ହୋଇଥିଲେ ସୀତା ଏବଂ ସୁନୀଲ ଲେହେରିଆ ହୋଇଥିଲେ ଲକ୍ଷ୍ମଣ ଆଉ ଏହାସହ ଅରୁଣ ତ୍ରିବେଦି ହୋଇଥିଲେ ରାବଣ ଆଉ ଏଭଳି ଅନେକ ଅଭିନେତା ଆଉ ଅଭିନେତ୍ରୀ ଅନେକ ଭୂମିକା ଗ୍ରହଣ କରିଥିଲେ ।
ଏହି ଧାରାବାହିକର ପ୍ରତିଟି ଏପିସୋଡରେ ୪୦ ଲକ୍ଷ ଟଙ୍କା ଆୟ ହୋଇଥିଲା । କାଳଜୟୀ କାହାଣୀ ଆଉ ଦମଦାର ଭୂମିକା କାରଣ ପାଇଁ ଏହା ଆଜିବି ସମସ୍ତଙ୍କ ହୃଦୟରେ ରାଜ କରୁଛି । ପୁରା ସୋରେ ଅରୁଣ ଗୋଭିଲ ୪୦ ଲକ୍ଷ ଟଙ୍କା ନେଇଥିଲେ ।
ରାମାୟଣର ସବୁ ଚରିତ୍ର ଭିତରୁ ସେ ସବୁଠାରୁ ଭଲ ଅଭିନୟ କରିଥିଲେ । ସୀତା ୨୦ ଲକ୍ଷ ଆଉ ହନୁମାନ ୩୫ ଲକ୍ଷ , ଲକ୍ଷ୍ମଣ ୨୫ ଲକ୍ଷ ଟଙ୍କା ଆଉ ରାବଣ ୨୦ ଲକ୍ଷ ଟଙ୍କା ନେଇଥିଲେ । ଏବେ ମଧ୍ୟ ଏହା ବହୁତ ଚର୍ଚ୍ଚାରେ ରହିଛି ।